ଟ୍ରକ୍ ଧକ୍କାରେ ସାଇକେଲ୍ ଚାଳକଙ୍କ ମୃତ୍ୟୁ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡ୍ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍ ଧକ୍କାରେ ସାଇକେଲ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରାସ୍ତା ଉପରେ ମୃତଦେହ ପଡିରହିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାନୁଯାୟୀ, ଦିଗପହଣ୍ଡି ଅଞ୍ଚଳର ସୁରେନ୍ଦ୍ର ମିଶ୍ର!-->…
Read More...
Read More...