ଦେବୀ ନଦୀରେ ବୁଡ଼ି ନାବାଳକର ପ୍ରାଣହାନୀ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପଳସା ଗାଁରେ ଶୌଚ ହେବାକୁ ଯାଇଥିବା ବେଳେ ଦେବୀ ନଦୀରେ ବୁଡି ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ନାବାଳକ ପଳସା ଗାଁର ପିଣ୍ଟୁ ବେହେରା ବୋଲି ଜଣାପଡିଛି । ଦେବୀ ନଦୀକୁ ପିଣ୍ଟୁ ଶୌଚ ହେବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ପରିବାର ଲୋକେ!-->…
Read More...
Read More...