Daily Archives

ବିଜେଡ଼ିର ବିଜୟ ପ୍ରବାହ ପୌର ନିର୍ବାଚନର ଫଳାଫଳରେ ବି ସ୍ପଷ୍ଟ ହେଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସକାଳ ୮ଟାରୁ ଚାଲିଛି ପୌର ନିର୍ବାଚନର ଭୋଟ ଗଣତି । ତେବେ ନିକଟରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ବିଜୟ ପ୍ରବାହକୁ ବିଜେଡ଼ି ବଳବତ୍ତର ରହିଛି । ବିଜେଡ଼ି ୫୭, ବିଜେପି ୧୯, କଂଗ୍ରେସ ୫ ଓ ଅନ୍ୟ ୭ଟି ପୌରାଧ୍ୟକ୍ଷ ଆସନରେ ଆଗୁଆ
Read More...

ବୌଦ୍ଧ ପୌରାଧ୍ୟକ୍ଷ ଭାବେ ବିଜେଡ଼ି ପ୍ରାର୍ଥୀ ମୃତ୍ୟୁଂଜୟ ମିଶ୍ର ବିଜୟୀ

ବୌଦ୍ଧ : ବୌଦ୍ଧ ଏନ୍‌ଏସିର ଫଳାଫଳ ଆସିଯାଇଛି । ବୌଦ୍ଧ ପୌରାଧ୍ୟକ୍ଷ ଭାବେ ବିଜେଡ଼ି ପ୍ରାର୍ଥୀ ମୃତ୍ୟୁଂଜୟ ମିଶ୍ର ବିଜୟୀ ହୋଇଛନ୍ତି । ବୌଦ୍ଧର ୧୭ଟି ୱାର୍ଡରୁ ୧୫ଟି ୱାର୍ଡ ବିଜେଡ଼ି ସାଉଁଟିଥିବା ବେଳେ ମାତ୍ର ୨ଟି ୱାର୍ଡ ଆବୋରି ପାରିଛି ବିଜେପି । କଂଗ୍ରେସ ବୌଦ୍ଧରେ ମୂଳପୋଛ ହୋଇଯାଇଥିବା
Read More...

ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଦ୍ଵାରା ଭୀମପାହାଡରେ ନୌକା ବିହାରର ଶୁଭାରମ୍ଭ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନଚିତ୍ରରେ ସ୍ଥାନ ପାଇଥିବା ଦେଓଗାଁ ବ୍ଳକର ଭୀମପାହାଡ଼ ପାଦଦେଶରେ ଥିବା ଜଳାଶୟରେ ଶୁକ୍ରବାର ଦିନ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ନୌକା ବିହାରର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟଟନସ୍ଥଳୀରେ ଜିଲ୍ଲା ତଥା
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଜମିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଚୁଂଦୋଳ ମେଳଣ ଜମାଣ ଉତ୍ସବ ବୁଧବାର ମଧ୍ୟରାତ୍ରିରୁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ ବହୁ ଆଡମ୍ବର ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ରାତି ସାରା ବିଭିନ୍ନ ଆତସ୍‌ ବାଜି ବାଣରେ ସମଗ୍ର ମେଳଣ ପଡିଆ ପ୍ରକମ୍ପିତ ହୋଇ
Read More...

କର୍ଲ୍ଲାକୋଟରେ ଅଂଶୁ ଔଷଧ ଦୋକାନ ପୋଡିଲେ ଅସାମାଜିକ ଦୁର୍ବୃତ୍ତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କର୍ଲ୍ଲାକୋଟ ଗ୍ରାମର ଅଂଶୁ ଓଷଧ ଦୋକାନକୁ ଗତକାଲି ରାତ୍ରି ୧୨ ଘଣ୍ଟା ସମୟରେ କିଛି ଅସାମାଜିକ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥଲେ । ଖବର ପାଇ ବୋଡେନ ଅଗ୍ନିଶମ ବିଭାଗ ଆସି ଭୟାବହ ନିଆଁକୁ ଆୟତ କରିଥିଲେ । ପ୍ରକାଶ
Read More...

ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ପଦବୀରେ ରହିଲେ ଦୁଇ ମହିଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲା ପରିଷଦରେ ଜିଲ୍ଲା ପରିଷଦ ସଦସ୍ୟ ସଂଖ୍ୟା ୬୯ ପଦବୀ ରହିଥିବା ବେଳେ ଏହି ପରିଷଦରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ପଦବୀରେ ମହିଳା ନେତ୍ରୀଙ୍କୁ ପଦବୀଭୁକ୍ତ ହେବା ଅବା ଆସନ ଅଳଙ୍କୃତ ହେବା ନୂଆଁ ନୁହଁ । ବହୁ ବର୍ଷ ଧରି
Read More...

ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଉଦ୍‌ଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସ୍ଥାନୀୟ ଜେ. କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟ ଆନୁକୂଲ୍ୟରେ ଅଷ୍ଟଦିବସିୟ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଗତକାଲି ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି
Read More...

ଆଜି ଭୋଟ ଗଣତି : ଆଶା ଓ ଆଶଙ୍କାରେ କର୍ମୀ ଓ ନେତା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ହେବ ପୌର ଓ ଏନ୍‌ଏସିର ଭୋଟ ଗଣତି । ଫଳରେ ନିର୍ବାଚନ ରଣାଙ୍ଗନରେ ଓହ୍ଲଇଥିବା ପ୍ରାର୍ଥୀ ଓ ସମର୍ଥକ ମାନେ ଆଶା ଓ ଆଶଙ୍କାରେ ଅଛନ୍ତି । ଫୁଲବାଣୀ ମ୍ୟୁନିସିପାଲିଟି ଓ ବାଲିଗୁଡ଼ା ଏବଂ ଜି. ଉଦୟଗିରିର ଅଧ୍ୟକ୍ଷ ପଦବୀ ଜିତିବେ ବୋଲି ବିଜେଡି,
Read More...

ଭୋଟ ଗଣନା : ସକାଳ ୮ଟାରୁ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ସକାଳ ୮ଟାରୁ ଶେଷ ପର୍ଯ୍ୟନ୍ତ ପୈାର ଭୋଟ ଗଣତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ବରଗଡ଼ ମ୍ୟୁନିସିପାଲଟି ପାଇଁ ଭୋଟ ଗଣତି ଜର୍ଜ ହାଇସ୍କୁଲ ଠାରେ ସକାଳ ୮ଟିରୁ ଅନୁଷ୍ଠିତ ହେବ । ୧୦ଟି ଟେବୁଲରେ ଭୋଟ ଗଣତି ହେବାକୁ ଥିବା ବେଳେ
Read More...

ଗରିମା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ 'ଗରିମା- ୨୦୨୨' ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସେକ୍ଟର ୨ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ
Read More...