Daily Archives

ଝସକେତନ ବଘାର ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରେ ଆଜି ବିଜେଡିର ଝସକେତନ ବଘାର ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନୀ ବୈଠକରେ ଉଲୁଣ୍ଡା ବ୍ଲକରୁ ନିର୍ବାଚିତ
Read More...

ଦରଦାମ ବୃଦ୍ଧିକୁ ନେଇ ଜନ ଆନ୍ଦୋଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ରୋକିବା ଦାବୀରେ ଆଜି ସୁବର୍ଣ୍ଣପୁରଠାରେ ବସ୍ତି ବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଏକ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ବଢିବଢି ଚାଲିଥିବା ଦରଦାମ ବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ଜାଳେଣି
Read More...

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲ ଠାରେ ଅପରାହ୍ନ ୩ ଘଣ୍ଟା ସମୟରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ
Read More...

ଗ୍ରାମାଂଚଳର ବରିଷ୍ଠ ନାଗାରିକଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଭ୍ରାମ୍ୟମାଣ ମେଡ଼ିକେୟାର୍‌ ୟୁନିଟ୍‌ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରୁ ବଲାଙ୍ଗିର ଜିଲ୍ଲାର ଗ୍ରାମାଂଚଳର ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଏକ ଭ୍ରାମ୍ୟମାଣ ମେଡ଼ିକେୟାର୍‌ ୟୁନିଟ୍‌କୁ ଜିଲ୍ଲାପାଳ ଚଂଚଳ ରାଣା ଶୁଭାରମ୍ଭ କରିଛନ୍ତି । ଏହି ଭ୍ରାମ୍ୟମାଣ
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ମିଥିଲା ମାଝୀ ନିଦ୍ୱର୍ନ୍ଦରେ ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁରିବାହାଲ ଜୋନ ନଂ.୨୭ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମିଥିଲା ମାଝୀ ବଲାଙ୍ଗିର ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଭାବେ ଆଜି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ସ୍ଥାନୀୟ ଡିଆରଡ଼ିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦ ପାଇଁ
Read More...

ମନରେଗା ଓ ଏନ୍‌ଏଫ୍‌ଏସ୍‌ଏ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିଆର୍‌ଡିଏ, ପୁରୀ ଓ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ମାହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକ୍ରମ ସମ୍ପର୍କିତ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଗୁରୁବାର ଡେଲାଙ୍ଗ ବ୍ଲକ
Read More...

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ଝସକେତନ ବଘାର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ସ୍ଥାନୀୟ ଜିଲ୍ଲା ପରିଷଦ ସଭା କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରାଧିକୃତ ନିର୍ବାଚନ ଅଧିକାରୀ ସୂର୍ଯ୍ୟନାରାୟଣ ଦାଶ, ଓ.ପ୍ର.ସେ. (ଏସ୍.ଏ.ଜି)ଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଧାରିତ
Read More...

ବୌଦ୍ଧରେ ଉପାଧ୍ୟକ୍ଷ ହେଲେ ଶଙ୍କର୍ଷଣ ପ୍ରଧାନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଇଁ କଣ୍ଟାମାଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ଜୋନ ନମ୍ବର ୦୩ର ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର୍ଷଣ ପ୍ରଧାନ ବିଜେଡି ପକ୍ଷରୁ ନୋମିନେସନ ଦାଖଲ କରିଥିଲେ ଏବଂ ସେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ପ୍ରଧାନ
Read More...

ଧର୍ମ ପରାୟଣା ମହିଳା ସୌରୀ ଦିଶ୍ରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ରଣଜିତପୁର (ଭାଙ୍ଗଫୁଟି) ଗ୍ରାମ ଗୌନ୍ତିଆ ମନବୋଧ ଦିଶ୍ରୀଙ୍କ ଧର୍ମପତ୍ନୀ ସୌରୀ ଦିଶ୍ରୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୨ ବର୍ଷ ବୟସ ହେଉଥିଲା । ସେ ଜଣେ ଧର୍ମ ପରାୟଣା ମହିଳା ତଥା ମେଳାପି ମିଷ୍ଠ
Read More...

ଲଖମରା ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଲଖମରା ବାଳକୃଷ୍ଣ ନଗରରେ ଥିବା ସରସ୍ୱତୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପରିଚାଳନା କମିଟି ସଭାପତି ଏଡ୍‌ଭୋକେଟ କେଶବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଚର୍ଦାପାଲି ସରପଞ୍ଚ ଉପାସି ନାଏକ, ବୁକୁରାମୁଣ୍ତା ସରପଞ୍ଚ ଆରତୀ
Read More...