Daily Archives

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରୋଡ଼ ସୋ : ଶତାଧିକ କର୍ମୀ ସାମିଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହେଉଛି । ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୧ଟି ୱାର୍ଡ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲି ନିର୍ବାଚନ ପ୍ରଚାରର ଶେଷ ଦିନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
Read More...

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆର୍‌ଏସ୍‌ଇଟିଆଇର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ (ଆର୍‌ଏସ୍‌ଇଟିଆଇ) ଗ୍ରାମ୍ୟ ଆତ୍ମ ନିର୍ଭରଶୀଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...

କନ୍ଧମାଳ ଜିଲ୍ଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଗାଡିକୁ ଭାଙ୍ଗିଲେ ଦୁର୍ବୃତ୍ତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡିକୁ କୌଣସି ଦୁର୍ବୃତ୍ତ ଗତ ରାତିରେ ଭାଙ୍ଗିଦେଇଥିବା ଜଣାପଡିଛି । ପ୍ରକାଶ ଯେ, ଶ୍ରୀ ତ୍ରିପାଠୀ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ପୌରପରିଷଦ
Read More...

ବିଶ୍ୱ ବନ ଦିବସରେ ବୃକ୍ଷ ରୋପଣ ସହ କୁମୁକା ଜଙ୍ଗଲ ସୁରକ୍ଷା ଆହ୍ୱାନ ଦେଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମାର୍ଚ୍ଚ ୨୧ ବିଶ୍ୱ ବନ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମରେ ଗ୍ରାମର ମହିଳାମାନଙ୍କ ଦ୍ୱାରା ଆଇନଜୀବୀ ହୃଷୀକେଶ ପାଢ଼ୀ ଗଛ ଲଗାଈ ସବୁଜ ବଳୟ ସୃଷ୍ଟି କରି ବିଶ୍ୱ ତାପାୟନରୁ
Read More...

ଶ୍ୟାମସୁନ୍ଦର ପାଠାଗାର ପକ୍ଷରୁ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଶ୍ୟାମସୁନ୍ଦର ପାଠାଗାର ପରିସରରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ଅବସରରେ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଶରତ କୁମାର
Read More...

ବାର୍ ଆସୋସିଏସନ୍ ହଲ୍ ଭିତରେ ବାର୍ ପାଇଁ ଇ-ଲାଇବ୍ରେରୀ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭର୍ଚୁଆଲ୍ ମାଧ୍ୟମରେ ମାନ୍ୟବର ପ୍ରଧାନ ବିଚାରପତି ଡକ୍ଟର ଏସ୍ ମୁରଲିଧରଙ୍କ ଦ୍ୱାରା ବାର୍ ଆସୋସିଏସନ୍ ହଲ୍ ଭିତରେ ବାର୍ ପାଇଁ ଇ-ଲାଇବ୍ରେରୀ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଓ ଅଧିବେଶନ ବିଚାରପତି ଲୋକନାଥ ମହାପାତ୍ର, ବଲାଙ୍ଗିର
Read More...

ଓଲଟିଲା ମା’ ସମଲେଇ ବସ

ଢେଙ୍କାନାଳ ସଦର, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲାର ବନସିଂହ ନିକଟସ୍ଥ ମା' ପାଟରାଣୀଙ୍କ ମନ୍ଦିର ନିକଟରେ ବଣସିଂହରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ଓଆର୍‌୦୬ଏଫ୧୬୦୫ ନମ୍ବର ବିଶିଷ୍ଟ ମା' ସମଲେଇ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ
Read More...

ରଣ୍ଡା ଗ୍ରାମରେ ଆଦିତ୍ୟ ବାହିନୀ ଶାଖା ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଳା ବ୍ଲକ ରଣ୍ଡା ଗ୍ରାମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ସକାଶେ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଶାଖା ଗଠନ କରାଯାଇଥିଲା । ଅନନ୍ତ ବିଭୂଷିତ ଶ୍ରୀ ପୂଜ୍ୟପାଦ ଶ୍ରୀ ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ମଠର ପୀଠାଧିଶ୍ୱର
Read More...

ସରକାରୀ ମେଧାବୃତ୍ତି ପରୀକ୍ଷାରେ ଲୋଇସିଂହା ବ୍ଲକର ଛାତ୍ରଛାତ୍ରୀଙ୍କ ସଫଳତା

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ୨୦୨୧-୨୨ ବର୍ଷ ପାଇଁ ପଞ୍ଚମ ଶ୍ରେଣୀର ସରକାରୀ ପ୍ରାଥମିକ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ଲୋଇସିଂହା ବ୍ଲକର ୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସ୍ଥାନୀୟ ସରସ୍ୱତୀ ଶିଶୁ
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗର ଅଭିନବ ପ୍ରୟାସ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଗ୍ରୀଷ୍ମଋତୁ ଆରମ୍ଭ ପୂର୍ବରୁ ଜଙ୍ଗଲରେ ନିଆଁ ଲାଗିଥାଏ । ଆଉ ଏହି ନିଆଁ କବଳରେ ପଡି ଅନେକ ନିରୀହ ଜଙ୍ଗଲୀ ଜନ୍ତୁ ପ୍ରାଣ ହରାଇବା ସହିତ ଶତାଧିକ ହେକ୍ଟର ଜଙ୍ଗଲ ପୋଡି ନଷ୍ଟ ହୋଇଥାଏ । ଜୈବ ବିବିଧତା ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ । ତେବେ
Read More...