Daily Archives

୨୧ ଦିନର ମହାଯୁଦ୍ଧ : ତଥାପି କିଭ୍‌କୁ ଅକ୍ତିଆର କରି ପାରିନି ରୁଷ୍‌

ନୂଆଦିଲ୍ଲୀ : ୨୧ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । ତଥାପି କିଭ୍‌କୁ ଅକ୍ତିଆର କରି ପାରିନି ରୁଷ୍‌ । ରୁଷ୍‌ର ତନାଘନା ଆକ୍ରମଣରେ ୟୁକ୍ରେନ୍‌ରେ ପ୍ରତି ମୁହୂର୍ତ୍ତରେ ବାରୁଦ ବର୍ଷୁଛି । ସଂପୂର୍ଣ୍ଣ ଧ୍ୱଂସ ହୋଇ ସାରିଲାଣି ୟୁକ୍ରେନ୍‌ ଦେଶ । ଏତିକି ପରେ ବି ୟୁକ୍ରେନ୍‌ ସୈନ୍ୟ
Read More...

ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଦେଉଲଗାଁ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନବନିର୍ବାଚିତ ସମସ୍ତ ସଭ୍ୟ ତଥା ସରପଞ୍ଚଙ୍କୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ନବ ନିର୍ବାଚିତ ସରପଞ୍ଚ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ
Read More...

ପଥରରେ ଛେଚି ମହିଳାଙ୍କୁ ହତ୍ୟା ଅଭିଯୋଗ

ଖଲ୍ଲିକୋଟ : ରାସ୍ତାକଡ଼ରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି । ଏବେ ଯାଏଁ ମୃତ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି
Read More...

ଚିତାବାଘର ଆକ୍ରମଣରେ ଦିଅର ଓ ଭାଉଜ ଗୁରୁତର

ବାରିପଦା : ଚିତାବାଘର ଆକ୍ରମଣରେ ଦିଅର ଓ ଭାଉଜ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡିଛି । ଉଭୟଙ୍କୁ କ୍ଷତିପୂରଣ ଦେବାକୁ
Read More...

ଛତ୍ରପୁରରେ ବିଜେପିର ପ୍ରଚାର ଜୋରଦାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ବିଜେପି ଦଳ ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥିନୀ ସମାଜସେବୀ କେ.ଚନ୍ଦ୍ର ଶେଖର ରେଡ୍ଡୀଙ୍କ ସହ ଧର୍ମିଣୀ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଙ୍କ ପ୍ରଚାର ଜୋରସୋରରେ ଚାଲିଛି । ବହୁ ଗାଡ଼ି ଘୋଡା ସହ ପ୍ରଚାରଗାଡି, ବାଦ୍ୟଯନ୍ତ୍ର
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ମୃତ, ୧୭ ଗୁରୁତର

ରାୟପୁର : ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟ୍ରକ୍ ଓ ଟ୍ରାକ୍ଟର ଧକ୍କା ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ଜଣ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ, ଟ୍ରାକ୍ଟରରେ ୨୫ରୁ ଅଧିକ ଲୋକ ବସିଥିଲେ । ମେନପୁର ଅଭିମୁଖେ ଯାଇଥିବା
Read More...

ଭଞ୍ଜନଗର ସହରରେ ମନ୍ତ୍ରୀ ବିକ୍ରମକେଶରୀଙ୍କ ଭୋଟ ପ୍ରଚାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ୭ ନମ୍ବର ୱାର୍ଡରେ ବିଜେଡି ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉଦ୍‌ବୋଧନ ଦେଇ ଭଞ୍ଜନଗର ଭୋଟରଙ୍କୁ
Read More...

ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକରେ କାର୍ଯ୍ୟରତ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । କଟକ, ଭୁବନେଶ୍ବର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କଟକ
Read More...

ସୋନିଆ ଗାନ୍ଧୀ ନିକଟରେ ବିଧାନସଭା ନିର୍ବାଚନ ସରିଥିବା ରାଜ୍ୟର କଂଗ୍ରେସ ସଭାପତିଙ୍କ ଇସ୍ତଫା ମାଗିଲେ : ଲଲ୍ଲୁ ଏବଂ…

ନୂଆଦିଲ୍ଲୀ : ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଅପମାନଜନକ ପରାଜୟ ପରେ ମଙ୍ଗଳବାର ଦିନ କଂଗ୍ରେସ ନେତୃତ୍ୱ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ପାଞ୍ଚଟି ନିକଟରେ ବିଧାନସଭା ନିର୍ବାଚନ ସରିଥିବା ରାଜ୍ୟରେ ଦଳର ସଭାପତିଙ୍କୁ ଇସ୍ତଫା ଦେବାକୁ କହିଛନ୍ତି । କଂଗ୍ରେସ ସଭାପତି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୫୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ
Read More...