Daily Archives

ଗଞ୍ଜାମ ଜିଲ୍ଲାର ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ରହ୍ମପୁର ମହାନଗର ନିଗମ ଏବଂ ହିଞ୍ଜିଳି ପୌରପରିଷଦ ନିର୍ବାଚନ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରହ୍ମପୁର ମହାନଗର ନିଗମ ଏବଂ ଜିଲ୍ଲାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପରିଷଦ ନିର୍ବାଚନ ସକାଶେ ପର୍ଯ୍ୟବେକ୍ଷକ ଭାବେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ।
Read More...

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ହିଞ୍ଜିଳିକାଟୁର ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୪୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ
Read More...

୫ ରାଜ୍ୟର ମତ ଗଣନା ଆରମ୍ଭ : ୟୁପି, ମଣିପୁର ଓ ଉତ୍ତରାଖଣ୍ଡରେ ବିଜେପି, ଗୋଆରେ କଂଗ୍ରେସ ଏବଂ ପଂଜାବରେ ଆମ୍‌ ଆଦ୍‌ମୀ…

ନୂଆଦିଲ୍ଲୀ : ଆଜି ସକାଳ ୮ଟାରୁ ୫ଟି ରାଜ୍ୟର ମତ ଗଣନା ଆରମ୍ଭ ହୋଇଛି । ଉତ୍ତରପ୍ରଦେଶରେ ଅନ୍ୟ ସମାଜବାଦୀ ପାର୍ଟିକୁ ବେଶ୍‌ ପଛରେ ପକାଇ ଆଗୁଆ ରହିଛି ବିଜେପି । ସେହିପରି ମଣିପୁରରେ ମଧ୍ୟ ବିଜେପି ଆଗୁଆ ରହିଥିବା ଫଳାଫଳ ସାମ୍‌ନାକୁ ଆସିଛି । ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ବର୍ତ୍ତମାନ
Read More...

୧୧ ଜଣ ବାଲି ମାଫିଆ ଗିରଫ ସହ ପିସି ମେସିନ ଓ ୧୦ଟି ଟ୍ରକ ଜବତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବ୍ରାହ୍ମଣୀ ନଦୀ କୂଳରେ ଥିବା ସରାଙ୍ଗ ଗାଁ ବେଆଇନ ବାଲି ଘାଟରେ ସ୍ଥାନୀୟ ତହସିଲଦାର ଓ ପୋଲିସର ମିଳିତ ଚଢ଼ାଉରେ ଗୋଟିଏ ପିସି ମେସିନ, ୧୦ଟି ବାଲି ବୋଝେଇ ଟ୍ରକ ଜବତ କରିବା ସହ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି
Read More...

ପୌର ନିର୍ବାଚନ ନିମନ୍ତେ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସରମାନଙ୍କୁ ତାଲିମ୍ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୌର ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ସମସ୍ତ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସରମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ଜିଲ୍ଲାର
Read More...

ଗଞ୍ଜାମ ଜିଲ୍ଲାର ଐତିହାସିକ ଜଉଗଡ଼ ସ୍ମାରକୀ ସ୍ୱତନ୍ତ୍ର ଡାକ ଲଫାପା ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ରାଟ ଅଶୋକଙ୍କ ଶିଳାଲିପିର ସ୍ୱାକ୍ଷର ବହନ କରୁଥିବା ଭଗ୍ନଦୁର୍ଗ ଗଞ୍ଜାମର ଜଉଗଡ଼ର ସ୍ମାରକୀ ସ୍ୱତନ୍ତ୍ର ଡାକ ଲଫାପା ଗତକାଲି ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କରକମଳରେ ଉନ୍ମୋଚିତ ହୋଇଛି । ପ୍ରକାଶ ଥାଉକି, ଭାରତ
Read More...