Daily Archives

ଆଜି ଆନ୍ତର୍ଜାତୀୟ ମହିଳା ଦିବସ : ନାରୀ ମାନବ ସମାଜର ଶିରି

ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ନାରୀ ମାନବ ସମାଜର ଶିରି ବୋଲି କୁହାଯାଇଥାଏ । ତେବେ ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳିତ ହୋଇଥାଏ ଆନ୍ତର୍ଜାତୀୟ ମହିଳା ଦିବସ । ଚଳିତ ବର୍ଷ ଥିମ୍‌ ରହିଛି 'ଜେଣ୍ଡର ଇକ୍ୱାଲିଟି ଟୁଡେ, ଫର ଏ ସଷ୍ଟେନେବଲ ଟୁମୋରୋ' । ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯେଉଁ ମହିଳା ଓ
Read More...

କାପସିରେ କୄଷି ସଚେତନତା କାର୍ଯ୍ୟକ୍ରମ

ନୂଆପଡା, (ନିରାକାର ମେହେର) : ସ୍ଥାନୀୟ କାପସି ଗ୍ରାମଠାରେ ସେନ୍‌ଚୁରିଆନ୍ ବିଶ୍ୱ ବିଦ୍ୟାଳୟର କୃଷି ବିଜ୍ଞାନ ଛାତ୍ର ବିକାଶ କୁମାର ମେହେରଙ୍କ ଦ୍ୱାରା କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ର ଶ୍ରୀ ମେହେର ଚାଷୀମାନଙ୍କ ସହ ଉନ୍ନତ ଓ ରୋଗମୁକ୍ତ ଚାଷ
Read More...

ସିନାପାଲି ପ୍ରିମିୟମ ଲିକ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ହନୁମାନକୁ ହରାଇ ଆଦର୍ଶ ବିଜୟୀ

ସିନାପାଲି, (ନିରାକାର ମେହେର) : ସିନାପାଲି ପ୍ରେମିୟମ ଲିକ୍ ୨୦୨୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ସିନାପାଲି ମର୍ନିଙ୍ଗ କ୍ରିକେଟ କ୍ଲବ୍ କମିଟି ଆନୁକୂଲ୍ୟରେ ସିନାପାଲି ମର୍ନିଙ୍ଗ କ୍ରିକେଟ କ୍ଲବ୍ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ୫ ତାରିଖ ଦିନ ଆରମ୍ଭ
Read More...

ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ : ଆରମ୍ଭ ହେଲା ଅଙ୍କକଷା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବାଜିଲା ପୌର ନିର୍ବାଚନ ବିଗୁଲ୍ । ଏହାପରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର
Read More...

ଛତ୍ରପୁରରେ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ତାଲିମ ଅଭିଯାନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂସ୍ଥାନ ନେହେରୁ ଯୁବକେନ୍ଦ୍ର ଓ ଛତ୍ରପୁରର ଅଗ୍ରଣୀ କ୍ୟୁୟର୍ସ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଜଳ ସଂରକ୍ଷଣ ଜାଗରଣ ଅଭିଯାନ ଉପରେ ଏକ ତାଲିମ ସେବା ଯୁବକମାନଙ୍କୁ ପ୍ରଦାନ
Read More...

ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ପିଟିଲା ଓମିନି ଭ୍ୟାନ, ଚାଳକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ଏକ ଓମିନି ଭ୍ୟାନ ବାଡେ଼ଇ ହୋଇଥିବା ବେଳେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର- ପାଟଣାଗଡ଼ ରାସ୍ତାର ବାରପୁଡୁଗିଆ ଛକଠାରେ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଗ୍ନିଶମ
Read More...

ସ୍ୱର୍ଗତଃ ଗୁଣନିଧି ଚୌଧୁରୀଙ୍କ ପରଲୋକରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ ଭୂତିଆରବାହାଲର ଗୁଣନିଧି ଚୌଧୁରୀଙ୍କ ପରଲୋକରେ ଗତକାଲି ସ୍ଥାନୀୟ ସଚ୍ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କିଶୋର ନନ୍ଦଙ୍କ ଆବାହକତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଚ୍ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ
Read More...

ପର୍ଯ୍ୟବକ୍ଷକଙ୍କ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକ ଗଙ୍ଗାଧର ନାୟକ, ସ୍ପେସିଆଲ୍‌ ସେକ୍ରେଟାରୀ, ଫିସରି ଏଣ୍ଡ ଏନିମଲ୍‌ ରିସୋରସ୍‌ ଡେଭ୍‌ଲପ୍‌ମେଣ୍ଟ (ଏଆର୍‌ଡି) ଗତକାଲି ବଲାଙ୍ଗିର ମ୍ୟୁନିସିପାଲିଟି, ଟିଟିଲାଗଡ଼ ମ୍ୟୁନିସିପାଲିଟି,
Read More...