Daily Archives

ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସାମ୍ବାଦିକ ଭବନଠାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଦିକ୍ଷିତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ସମୟରେ
Read More...

ଡ. ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟିର ପ୍ରାକ୍ତନ ପ୍ରଫେସର ତଥା ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ଡ. ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ 'ଇନଫ୍ଲୁଏନ୍ସ ଅଫ୍ ସ୍ପିରିଚୁଆଲିଟି ଅନ୍‌ ମାଇଁ ଲାଇଫ୍ ଜର୍ଣ୍ଣି'ର ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ଉନ୍ମୋଚିତ
Read More...

ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ : ସ୍ୱାମୀ ଆର୍ଯ୍ୟବେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ବର୍ଷରେ ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ ବୋଲି ଗତକାଲି ବୁଦ୍ଧମନ୍ଦିରଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ ଆର୍ଯ୍ୟସନ୍ନ୍ୟାସୀ ତଥା ବିଶ୍ୱ ଆର୍ଯ୍ୟସମାଜର
Read More...

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୌର ପରିଷଦ ନିର୍ବାଚନ ଘୋଷଣା ପରେ ବର୍ତ୍ତମାନ ସହରମାନଙ୍କରେ ପୁଣି ରାଜନୈତିକ ମହୋଲ ସରଗରମ ହେବାକୁ ଲାଗିଛି । ସେହି ପରିପ୍ରେକ୍ଷୀରେ ଗତକାଲି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜେପି ଦଳ ପକ୍ଷରୁ ମୋଟ ୧୧ଟି ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ
Read More...

ଗ୍ୟାସ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ : ଡ୍ରାଇଭର ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ଜୟଶ୍ରୀ ଛକଠାରେ ଗତକାଲି ସନ୍ଧ୍ୟାରେ ଏକ ହାଇଡ୍ରୋକ୍ଲୋରିଂ ଏସିଡ଼ ଭତ୍ତି ଗ୍ୟାସ ଟାଙ୍କି ଗାଡିକୁ ଏକ ଟ୍ରକ ନଂ ଏନ୍‌ଏଲ୍‌ ୦୨ଏନ୍‌ ୪୮୪୩କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ହେଲ୍‌ପର୍‌ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା
Read More...

ଗଞ୍ଜାମ ଏନ୍‌ଏସିରେ ବିଜେଡି ଅଧ୍ୟକ୍ଷା ପାର୍ଥିନୀ ଜୁଲି ପାତ୍ରଙ୍କ ସମେତ ୧୦ କାଉନ୍ସିଲର ପାର୍ଥୀଙ୍କ ନାମାଙ୍କନ ପତ୍ର…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି ଅଧ୍ୟକ୍ଷା ପାର୍ଥିନୀ ଜୁଲି ପାତ୍ରଙ୍କ ସମେତ ୧୦ ଜଣ କାଉନ୍ସିଲର ପାର୍ଥୀ ଗତକାଲି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡିର
Read More...