Daily Archives

ପରିବହନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ ହଜାର କିମି ରାସ୍ତା ନିମନ୍ତେ ସଡକ-ସଙ୍କେତ ବା ସାଇନେଜ ବ୍ୟବସ୍ଥାର ଅଡିଟ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଶତପ୍ରତିଶତ ସଡକ ସଙ୍କେତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ ହଜାର କିମି ରାସ୍ତା ନିମନ୍ତେ ସଡକ-ସଙ୍କେତ ବା ସାଇନେଜ ବ୍ୟବସ୍ଥାର ଅଡିଟ୍ କରାଯିବ । ଏହା ପରେ ଆବଶ୍ୟକ ମୁତାବକ ସୂଚନା ସଙ୍କେତ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୧୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୩ ଜଣ
Read More...

ଦିବଂଗତ ଶିକ୍ଷକ ସୁଦାମ ଚରଣ ପୁରୋହିତଙ୍କ ଉଦ୍ଦେଶ୍ୟରେ ସ୍ମୃତି ଓ ଶୋକସଭା

ସଇଁତଲା, (ପ୍ରମୋଦ ସେଲମା) : ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟଠାରେ ଗତକାଲି ଦିବା ୨.୩୦ଟା ସମୟରେ ସଭାପତି ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ସରୋଜ କୁମାର ମିଶ୍ର, ଚାଣ୍ଡାଳ ମିଶ୍ର, ରଂଜିତା ମିଶ୍ର ତଥା ବରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଦିବଂଗତ ଶିକ୍ଷକ ସୁଦାମ ଚରଣ ପୁରୋହିତଙ୍କ ସ୍ମୃତି ଓ
Read More...

ୟୁକ୍ରେନ (ଖାରକିଭ)ରେ ଥିବା ଭାରତୀୟ ନାଗରିକ/ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା

• ସମ୍ଭାବ୍ୟ ବିପଦ/କଷ୍ଟକର ପରିସ୍ଥିତି ଦେଖାଦେବା ନେଇ ଆଶଙ୍କା ନୂଆଦିଲ୍ଲୀ, (ପିଆଇବି) : • ଆକାଶମାର୍ଗରୁ ଆକ୍ରମଣ, ବିମାନ/ଡ୍ରୋନ ଦ୍ବାରା ଆକ୍ରମଣ• କ୍ଷେପଣାସ୍ତ୍ର ଆକ୍ରମଣ• ତୋପରୁ ଗୁଳିଗୋଳା ବର୍ଷଣ• କ୍ଷୁଦ୍ର ଅସ୍ତ୍ର/ବନ୍ଧୁକରୁ ଗୁଳିମାଡ଼• ଗ୍ରେନେଡ୍‌ ବିସ୍ଫୋରଣ• ବିସ୍ଫୋରକ ବୋତଲ
Read More...

ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

• ୭୪୦୦ରୁ ଅଧିକ ଭାରତୀୟ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ୱଦେଶ ଫେରିବେ ନୂଆଦିଲ୍ଲୀ, (ପିଆଇବି) : ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା
Read More...

ଭବାନୀପାଟଣାଠାରେ ସମ୍ଭାବ୍ୟ ଅଂଶୁଘାତ ସମ୍ବଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏଜେଣ୍ଡା ଅନୁଯାୟୀ ଜିଲ୍ଲା ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ ବିଭାଗୀୟ
Read More...

ବୋଲେରୋ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ : ୪ ଗିରଫ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୁଲିସ ଗତକାଲି ଏକ ବୋଲେରୋ ଗାଡ଼ି ଭିତରୁ ୩୯ କେଜି ୯୬୬ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି । ପୁଲିସ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ବୋଲେରୋକୁ ଜବତ କରି ଏଥିରେ ୪ ଜଣକୁ ଗିରଫ କରିଛି । ଗିରଫ ୪ ଅଭିଯୁକ୍ତ ବିହାର
Read More...

ପୌର ପରିଷଦ ନିର୍ବାଚନ ପାଇଁ ୧୨ ଫର୍ମ କିଣିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ପରିଷଦ ନିର୍ବାଚନ ପାଇଁ ଗତକାଲି ବରଗଡ଼ ମ୍ୟୁନିସିପାଲଟିର କାଉନସିଲର ପଦବୀ ପାଇଁ ୧୨ ଜଣ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ପାଇଁ ପ୍ରାର୍ଥୀପତ୍ର କିଣିଥିବା ଜଣାପଡିଛି । ସୁନନ୍ଦା ପଣ୍ଡା ୱାର୍ଡ ନଂ ୧୧ ପାଇଁ ମହମ୍ମଦ ଅଲିମ ୭, ଅଧିକାରୀ ସେଠ ୩, ଈଶ୍ବର
Read More...

ସହୀଦ ଦୀଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖର୍ସେଲ ଗ୍ରାମଠାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହୀଦ ଦୀଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ
Read More...