Daily Archives

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୬୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ
Read More...

ଗୋଟିଏ ମିନିଟରେ ୧୦୪ ଥର ନି ଷ୍ଟ୍ରାଇକ୍‌ କରି ରେକର୍ଡ ଭାଙ୍ଗିଲେ ଓଡ଼ିଆ ପୁଅ ସଚିନ

ନୂଆପଡ଼ା, (ନିରାକାର ମେହେର) : ଭାରତର ନି ଷ୍ଠାଇକର ଭାବରେ ସୁପରିଚିତ ସଚିନ ବେହେରା ଗିନିଜ ବୁକରେ ଆଉ ଏକ ନୂତନ ରେକର୍ଡ ସ୍ଥାପନ କରି ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଆଣିଛନ୍ତି । ପୂର୍ବରୁ ଗୋଟିଏ ମିନିଟରେ ଆଣ୍ଠୁ ପ୍ରଘାତ ବା ନି ଷ୍ଟ୍ରାଇକ୍‌ କରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ନିଜର
Read More...

ପଦ୍ମପୁର ସାମ୍ବାଦିକ ଡିଲେଶ୍ୱର ବାଗ ଦୁର୍ଘଟଣା ଗ୍ରସ୍ତ : ବୁର୍ଲାରେ ଚିକିତ୍ସିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାମ୍ବାଦିକ ଡିଲେଶ୍ୱର ବାଗ ଗତକାଲି ରାତିରେ ଶିବରାତ୍ରି ଖବର ସଂଗ୍ରହ କରି କଣ୍ଠେଶ୍ୱରପୁରରୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବର୍ତ୍ତମାନ ସେ ବରଗଡ଼ ବିକାଶ
Read More...

ପୁତିନ ଭାବିଲେ ଆମେ ଜବାବ୍‌ ଦେବୁ ନାହିଁ, ଆମେ ପ୍ରସ୍ତୁତ, ଆମେ ୟୁକ୍ରେନର ଲୋକଙ୍କ ସହ ଅଛୁ : ବାଇଡେ଼ନ

ୱାଶିଂଟନ୍ : ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁନିଅନକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଏକଛତ୍ରବାଦୀ ଶାସନ ଉପରେ ସ୍ୱାଧୀନତା ସର୍ବଦା ଜିତିବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ୟୁକ୍ରେନବାସୀଙ୍କ ସାହସରୁ
Read More...

କପିଳାସ ମନ୍ଦିରରେ ଜାଗର ଯାତ୍ରା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲାର ସମସ୍ତ ଦେବା ଦେବୀ ମନ୍ଦିରରେ ଲାଗିଲା ଦୀପ । ଜାଗର ଯାତ୍ରାରେ ଢେଙ୍କାନାଳ ଜିଲ୍ଲା ଚହଳ ପଡୁଛି । ଗଂଦିଆ ବ୍ଲକର କପିଳାଶ ଓ ଯୋରନ୍ଦା, ଦଦୀ ସିଙ୍ଗା, ସନ୍ତପୁର, ମନ୍ଦିରରେ ଜାଗର ଦୀପ ଲାଗିଥିବା ବେଳେ ସ୍ୱୟଂ ପ୍ରଭୁ ଭୋଳାନାଥଙ୍କର କରୁଣା
Read More...

ଡେଲାଙ୍ଗ ୧୭ ନଂ. ଜିଲ୍ଲା ପରିଷଦ ଜୋନରେ ବିଜେଡି ବିଜୟୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡ଼ିକୁ ଅଭୂତ ପୂର୍ବ ସଫଳତା ମିଳିଥିବା ବେଳେ ବିରୋଧୀ ଧରାଶାୟୀ ହୋଇଥିବା ଜଣାପଡିଛି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୩ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ବାଜିମାତ କରି ବିଜୟ ଧ୍ୱଜା ଉଡାଇଛନ୍ତି
Read More...

ଡେଲାଙ୍ଗ ୧୬ ନଂ. ଜିଲ୍ଲା ପରିଷଦ ଜୋନରେ କଡା ଟକ୍କର ମଧ୍ୟରେ ବିଜେଡିର ବାଜିମାତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ହେବାପରେ ଫଳାଫଳ ଘୋଷଣା କରାଯାଇଛି । ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୬ ନଂ. ଜିଲ୍ଲା
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବରଗଡ଼ ବ୍ଲକର ଫଳାଫଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ୨୭ଟି ପଞ୍ଚାୟତରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂପୂର୍ଣ୍ଣ ଫଳାଫଳ ଘୋଷିତ ହୋଇଯାଇଛି । ଚଳିତ ନିର୍ବାଚନର ରଣାଙ୍ଗନରେ ୧୪୧ ଜଣ ସରପଞ୍ଚ ପ୍ରାର୍ଥୀ/ପ୍ରାର୍ଥିନୀ ରହିଥିଲେ । ଏଥିରେ କଟାପାଲି ପଞ୍ଚାୟତରୁ ରମେଶ ସାହୁ
Read More...

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଶୈବପୀଠରେ ଜାଗର ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ମହା ଶିବରାତ୍ରି ଅବସରରେ ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇ ପଡିଥିଲା ଶୈବପୀଠ । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ ରହି ମଧ୍ୟରାତ୍ରରେ ମହାଦୀପ ଦର୍ଶନ କରି ଜାଗର ଜାଳି ମାନସିକ କରି ଉଜାଗର ରହିଥିଲେ
Read More...

ଗୁଦେରପାଲିରେ ଅଷ୍ଟପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ମହା ଶିବରାତ୍ରି ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗାଁର ଶତାଧିକ ମହିଳା ବଡ ପୋଖରୀରୁ ଢୋଳ ମୃଦଙ୍ଗ ସହ ଶଙ୍ଖ ଧ୍ୱନିର ତାଳେ ତାଳେ ପୂର୍ଣ୍ଣ କଳସୀ ଆଣି ଯଜ୍ଞ ମଣ୍ଡପରେ
Read More...