Monthly Archives

February 2022

ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ

ସିନାପାଲି, (ନିରାକାର ମେହେର) : ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସିନାପାଲି ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ କୃମି ନାଶକ ଦିବସ ଏବଂ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ବୈଠକରେ ସିନାପାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ସିନାପାଲିରେ ବିଶିଷ୍ଟ କବି ଚଣ୍ଡୀଚରଣ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି

ସିନାପାଲି, (ନିରାକାର ମେହେର) : ଓଡ଼ିଆ ସାହିତ୍ୟ ଜଗତର ଉଜ୍ଜଳ ଜ୍ୟୋତିଷ୍କ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ଚଣ୍ତୀଚରଣ ବିଶିଙ୍କ ପରଲୋକରେ ସିନାପାଲିଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତିର ଆହ୍ୱାନରେ ଅନୁଷ୍ଠିତ ସଭାରେ
Read More...

ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ର ଅସୁରକ୍ଷିତ : ଲୁହା ଗେଟ୍ ଲଗାଇବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଦିନ ଧରି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଲୁହାଗେଟ୍ ଲଗାଇ ନଥିବା ଯୋଗୁଁ କେନ୍ଦ୍ରଟି ଅସୁରକ୍ଷିତ ହୋଇପଡି ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗେର୍ଡା ପଞ୍ଚାୟତର ସ୍ଥାନୀୟ
Read More...

ଭଡ଼ା କାର ପାର୍କିଂ ଉପରେ ଟ୍ରାଫିକ ପୋଲିସର ଜୋର୍‌ଦାର୍‌ ଚଢ଼ାଉ : ୧୦୮ଟି କାର୍‌ଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର : ସୁରୁ କମ୍ପାନୀ-ଏୟାରପୋର୍ଟ ରାସ୍ତାକଡ଼ରେ ବେଆଇନ ଭାବେ ଭଡ଼ା କାର ପାର୍କିଂ ଉପରେ ଆଜି ଟ୍ରାଫିକ ପୋଲିସ ଜୋର୍‌ଦାର୍‌ ଚଢ଼ାଉ କରିଥିବା ଜଣାପଡ଼ିଛି । ମୋଟ ୧୦୮ଟି କାର୍‌ଠାରୁ ଜୋରିମାନା ଆଦାୟ କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ପାର୍କିଂ ଯୋଗୁଁ ରାସ୍ତାରେ ଟ୍ରାଫିକ
Read More...

ଓଡ଼ିଶାରେ ଲଞ୍ଚ ହେଲା ସ୍କୋଡ଼ାର ନୂଆ ପ୍ରିମିୟମ ଲକଜୁରୀ ମଡେ଼ଲ ‘ସ୍ଲାଭିଆ’

ତ୍ରିନିତି ସ୍କୋଡ଼ାରେ ନନ୍ଦିତା ଦାସ ଓ ଅରୁଣା ମହାନ୍ତିଙ୍କ ଉପସ୍ଥିତିରେ ଶୁଭ ଉଦ୍‌ଘାଟିତ ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଲକଜୁରି ଓ ପ୍ରିମିୟମ କ୍ଲାସ ସହ ଲାଟେଷ୍ଟ ଟେକ୍ନୋଲୋଜି ଆଧାରିତ ନୂଆ ମଡେ଼ଲ କାର ଚଢ଼ିବାର ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ସବୁଠାରୁ ଲୋକପ୍ରିୟ
Read More...

ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କର ଅଭିନବ ପ୍ରୟାସ : ଶ୍ରାଦ୍ଧ ଦିବସରେ ପୁରୋହିତ ସାଜି ଦମ୍ପତିଙ୍କୁ କଲେ ବୃକ୍ଷଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପରିବେଶ ସୁରକ୍ଷା ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜର ପିତୃଶ୍ରାଦ୍ଧରେ ବୃକ୍ଷଦାନ କରିବା ସହ ଯଜମାନଙ୍କ ଶ୍ରାଦ୍ଧଦିବସରେ ନିଜେ ପୁରୋହିତ ସାଜି ବୃକ୍ଷଦାନ କରି
Read More...

୪ କ୍ୱିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ ସହ ୨ଗିରଫ

ରାୟଗଡ଼ା : ଗଞ୍ଜେଇ ଚୋରାଚାଲାଣ ବେଳେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ପୋଲିସ ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡ଼ା ଏସ୍‌ଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ବିଜାପୁର ଛକ
Read More...

ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ଅଭିଯୋଗ କଲେ ସରୋଜ ବାଗ : ଆହତଙ୍କୁ ନିଆଗଲା ବୁର୍ଲା ମେଡ଼ିକାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିର୍ବାଚନରେ ଉଠିଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର ଅଛି ଯେ, ସେ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଭୋଟ ଭିକ୍ଷା ତଥା ପ୍ରଚାର କରିପାରିବେ କିନ୍ତୁ ବିଜେଡିର ଗୁଣ୍ଡାମାନେ ମିଶି ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ସରୋଜ ବାଗ
Read More...

ଜଟେସିଂଘା ମଣ୍ଡିରୁ ୧୫ଦିନ ହେଲା ଧାନ ଉଠୁନଥିବାରୁୁ ଉତ୍ତେଜନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂଘା ମଣ୍ଡିରେ ପ୍ରାୟ ୬ହଜାର ବସ୍ତା ଧାନ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଧାନ ଉଠୁନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ମଣ୍ଡିରେ ଧାନ ଉଠାଇବା ପାଇଁ ପ୍ରାୟ ୧୦ଟି ମିଲର୍ସଙ୍କୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪ ଜଣ, ବାଲେଶ୍ୱର, ଖୋର୍ଦ୍ଧା, କେନ୍ଦ୍ରପଡା
Read More...