Monthly Archives

February 2022

ସରପଞ୍ଚ ପଦବୀ ପାଇଁ ଅଜା-ନାତିଙ୍କ ଲଢ଼େଇ : ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅର୍ନ୍ତଯ୍ୟାମୀ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ଗ୍ରାମାଞ୍ଚଳରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର । କେଉଁଠି ଚିହ୍ନା ମୁହଁ ପ୍ରାର୍ଥୀ ପ୍ରଚାର କରୁଛନ୍ତି ତ ପୁଣି କେଉଁଠି ମଇଦାନକୁ ଓହ୍ଲାଇଛନ୍ତି ନୁଆଁ ଚେହେରା । ହେଲେ ଦେଓଗାଁ ବ୍ଲକ ବଡ଼ବନ୍ଧ
Read More...

ହେଟା ହେନ୍ତା ହେବାନ’

ଗାଁ ଗୁଟା ଲୋକ୍‌ ଠୁଲେଇ କରି ମାଷ୍ଟର୍‌ ବବା ମିଟିଂ କଲେ । ବଏଲେ, ମୁଇଁ ଇ’ଖେପି ଆମର୍‌ ପଞ୍ଚାୟତ୍‌ର ସରପଞ୍ଚ ଲାଗି ଠାଡ଼୍‌ ହେଇଛେଁ । ମୁଇଁ ଜିତ୍‌ଲେ ଗାଁ ଜିତ୍‌ଲା ବାଗିର୍‌ଟା । ମତେ ମାହାପୁରୁ ଛୁଆପୁତା ନେଇଁଦେଇ, ତମେ ମାନେ ଏକା ମୋର୍‌ ଛୁଆପିଲା, ସଁସାର୍‌ । ମାଷ୍ଟର୍‌ ଚାକିରି
Read More...

ଚିନିକଳ କାର୍ଯ୍ୟକ୍ଷମ ଧାରଣା ୧୬୨ ଦିନରେ : ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଘେରାଉ ଚେତାବନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୮ବର୍ଷ ହେଲା ବନ୍ଦ ପଡ଼ିଥିବା ବଲାଙ୍ଗିର ଜିଲ୍ଲା ତଥା କେବିକେ ଅଞ୍ଚଳର ଏକ ମାତ୍ର ଶିଳ୍ପକ୍ଷେତ୍ର ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ନେଇ ଚାଲିଥିବା ଧାରଣା ଶୁକ୍ରବାର ଦିନ ୧୬୨ ଦିନରେ ପହଂଚିଛି । କୌଣସି
Read More...

ନିର୍ମାଣ ହେଲା ଆଇ ଲଭ୍‌ ଟିଟିଲାଗଡ ସେଲ୍ଫି ପଏଣ୍ଟ୍

ଟିଟିଲାଗଡ, (କେପିଏନ୍‌ଏସ୍‌) : ବିଗତ କିଛି ଦିନ ମଧ୍ୟରେ ଟିଟିଲାଗଡ ମହାରାଜ ସାଗର ନିକଟରେ ଚାଲିଥିବା ଆଇ ଲଭ୍‌ ଟିଟିଲାଗଡ ସେଲ୍ଫି ପଏଣ୍ଟ୍ ନିର୍ମାଣ କାମ ଆଂଶିକ ଭାବରେ ଶେଷ ହୋଇଛି । ଆଲୋକିତ ହେଲା ପରେ ଏହା ଅତି ସୁନ୍ଦର ଲାଗୁଛି । ତେବେ ଆଉ କିଛି ଦିନ ମଧ୍ୟରେ ଏହାର ସମସ୍ତ କାମ
Read More...

ମାଓ ଗଡ଼ରେ ନୂଆ ଡିଜିପିଙ୍କ ପ୍ରଥମ କନ୍ଧମାଳ ଗସ୍ତ : ଆତ୍ମ ସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ୱାନ, ପଞ୍ଚାୟତ ନିର୍ବାଚନ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଶା ପୁଲିସ୍‍ ଡିଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିଲେ । ଆଉ ଦିନ କେଇଟା ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ପୁଲିସ ରେଞ୍ଜରେ ମାଓ ହିଂସା ଦେଖିବାକୁ ମିଳିଛି ।
Read More...

ମହଲାଇ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ସମାପ୍ତି ହୋଇଯାଇଛି । ପୂଜା କର୍ତ୍ତାଭାବେ ମୋତିଲାଲ ମାଝୀ, ତାଙ୍କ ଧର୍ମପତ୍ନୀ ଚାରୁଲତା ମାଝୀ ଓ ସୂର୍ୟ୍ୟ ତ୍ରିପାଠୀ ପୂଜକ ଦାୟିତ୍ଵ ତୁଲାଇଥିଲେ । ଆଲୋକ ସାହୁ, ରୋହିତ ବିଶ୍ଵାଳ,
Read More...

ଘନଶ୍ୟାମକୁ ନେଇ ଏବେ ପଞ୍ଚାୟତ ନିର୍ବାଚନରେ ଜୋର୍ ଚର୍ଚ୍ଚା

ବରଗଡ, (ନିରୋଜ କୁମାର ପାଣୀ) : କମ ବୟସରୁ ସଫଳତା ପାଉଥିବା ଓ ସମାଜ ସେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ହେଉଛନ୍ତି ଘନଶ୍ୟାମ ସାହୁ । ତାଙ୍କ ଜନ୍ମ ବରଗଡ ବ୍ଲକ ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଏକ ମଧ୍ୟବିତ୍ତ ପରିବାରରେ ୨୦୦୦ ମସିହାରେ ହୋଇଥିଲା । ୨୦୧୭ ମସିହା ଚକରକେନ୍ଦ୍
Read More...

ବିଜେପି ଜିଲ୍ଲା ପରିଷଦ ପାର୍ଥୀଙ୍କ ପାଇଁ ପ୍ରଚାର କଲେ କୀର୍ତ୍ତନ ଦାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ୧୫ ନମ୍ବର ଜିଲ୍ଲା ପରିଷଦ କ୍ଷେତ୍ରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଭାଜପା ରାଜ୍ୟ ଅନୁସୂଚିତଜାତିର ସମ୍ପାଦକ କୀର୍ତ୍ତନ ଦାସଙ୍କ ନେତୃତ୍ୱରେ ୧୫ ନମ୍ବର ଜିଲ୍ଲା ପରିଷଦ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରାଯାଇଥିବା ଦେଖିବାକୁ
Read More...

ତହସିଲ ଅଫିସ ସମ୍ମୁଖରେ ଜମାକାରୀମାନଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଆହୂତ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କ୍ରମେ ଗତକାଲି ବରଗଡ଼ ଜିଲ୍ଲାର ସମସ୍ତ ତହସିଲ ଅଫିସ ସମ୍ମୁଖରେ ଜିଲ୍ଲାର ଜମାକାରୀମାନେ ଧାରଣା ଦେଇଥିଲେ । ଏଠାରେ
Read More...

ମୋ ସ୍କୁଲ୍ ଅଭିଯାନ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୋ ସ୍କୁଲ୍ ଅଭିଯାନ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ମୋ ସ୍କୁଲ ଅଭିଯାନର ୯ମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ କହିଛନ୍ତି ।
Read More...