Monthly Archives

February 2022

ହାତୀ ଦାନ୍ତ ଚୋରା ଚାଲାଣକାରୀକୁ ଗିରଫ କଲା ଏସ୍‌ଟିଏଫ୍‌ : ୨ଟି ହାତୀ ଦାନ୍ତ ଜବତ

ଭୁବନେଶ୍ଵର : ହାତୀ ଦାନ୍ତ ଚୋରା ଚାଲାଣକାରୀକୁ ଗିରଫ କରିଛି ଏସ୍‌ଟିଏଫ୍‌ ଟିମ୍‌ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା କରଞ୍ଜିଆ ବନ ବିଭାଗ ସହାୟତାରେ କରଞ୍ଜିଆ ରାସ୍ତାର ପତୁଙ୍ଗ ଗାଁ ରାସ୍ତା କଡରେ ଡିଲ୍ ବେଳେ ରମାକାନ୍ତ ପ୍ରଧାନକୁ ଗିରଫ କରିଛି ଏସ୍‌ଟିଏଫ୍‌ ଟିମ୍ । ୫
Read More...

ପାଟଣାଗଡ଼ ଜିଲ୍ଲାପରିଷଦ ଜୋନ ନଂ. ୪, ୧୫ ଓ ୨୫ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ଅନ୍ତରୀଣ ଗଣତି ଫଳାଫଳରେ ବିଜେଡି ଆଗୁଆ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ଆଜି ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଭୋଟ ଗଣତି ପ୍ରକିିୟା ଜାରି ରହିଛି । ଖପ୍ରାଖୋଲ ବ୍ଲକ ଜୋନ ନଂ. ୪ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ପ୍ରମିଳା ପାଥର ୧୪୫ ଭୋଟରେ ଆଗୁଆ ରହିଥିବା ବେଳେ ପାଟଣାଗଡ଼ ଜୋନ ନଂ. ୧୫ରେ ପ୍ରଥମ ଓ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୧୦-୨ରେ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୧୨ଟି ବ୍ଲକର ଜିଲ୍ଲା ପରିଷଦ ପ୍ରଥମ ଜୋନ ଆସନରେ ବିଜୁ ଜନତା ଦଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟି ଠାରୁ ୧୦-୨ରେ ବିଜୟୀ ହୋଇଛନ୍ତି । ଭାଜପା କେବଳ ପଦ୍ମପୁର ଏବଂ ପାଇକମାଲରେ ବିଜୟୀ ହୋଇଛି । ବିଜୁ ଜନତା ଦଳର
Read More...

ଶ୍ରୀ ଅରବିନ୍ଦ ସ୍କୁଲରେ ଭ୍ରାମ୍ୟମାଣ ପାଠାଗାର

ବରଗଡ, (ସତ୍ୟନାରାୟଣ ପଧାନ) : ପୁସ୍ତକ ଏକ ଉତ୍ତମ ବନ୍ଧୁ । ଯିଏ ପୁସ୍ତକ ସହ ଯେମିତି ବନ୍ଧୁତା ସ୍ଥାପନ କରିଛି ସିଏ ଭବିଷ୍ୟତକୁ ସେମିତି ଗଢିଛି । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବାକୁ ଲାଦେରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସର
Read More...

ଆଗଲପୁର ବ୍ଲକ ୧ ନଂ. ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥିନୀ ଦେବକୀ ସାହୁ ବିଜୟୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଦେବକୀ ସାହୁ ବିଜୟୀ ହୋଇଥିବା ଜଣାପଡ଼ିଛି । ବିଜେଡି ପ୍ରାର୍ଥିନୀ ଦେବକୀ ସାହୁ କଂଗ୍ରେସ ପ୍ରାର୍ଥୀ ଗଣେଶ ସାହୁଙ୍କ ଠାରୁ ୨୮୮୮ଟି ଭୋଟରେ ଆଗୁଆ ରହିଛନ୍ତି
Read More...

ସଇଁତଲା ବ୍ଲକର ୭ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ବିଜୟୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୩୦ ନଂ. ଜୋନରେ ଥିବା ୭ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବିଜୟୀ ହୋଇଛନ୍ତି । ଏଥିରେ ଟିକ୍ରାପଡା ପଞ୍ଚାୟତରେ ନରେନ୍ଦ୍ର କଲେତ ୧୩୯୨, ଗଣ୍ଡପତ୍ରାପାଲିରେ ମନୀଷ ସୁନା ୭୦୮, ଧରପଗଡ଼ରେ ଗୀତାଞ୍ଜଳି ପଣ୍ଡା ୧୬୦୩,
Read More...

ସଇଁତଲା ବ୍ଲକ ୩୦ ନଂ. ଜୋନରେ ବିଜେଡ଼ି ପ୍ରାର୍ଥୀ ହିମାଞ୍ଚଳ ବୁଡ଼େକ ବିଜୟୀ

୩୧ ନଂ. ଜୋନରେ ବିଜେଡି ଦ୍ଵିତୀୟ ରାଉଣ୍ଡରେ ୧୩୯୦ ଭୋଟରେ ଆଗୁଆ ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ୩୦ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ହିମାଞ୍ଚଳ ବୁଡ଼େକ ୩୨୬୪ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସୁପେତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୬୪ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ ଓ ନୟାଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ,
Read More...

ଦୁର୍ଗାପାଲି ଛକରେ ଅବକାରୀ ବିଭାଗର ଚଢ଼ାଉ : ନକଲି ମଦ ଜବତ ସହ ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅବକାରୀ ବିଭାଗ ତରଫରୁ ପୁଇଁନ୍ତଲା ବ୍ଲକ ଦୁର୍ଗାପାଲି ଛକଠାରେ ନକଲି ମଦ ଜବତ ସହ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଦୁର୍ଗାପାଲି ଗ୍ରାମର ଅନନ୍ତ ସୌର ନାମକ ଜଣେ ବ୍ୟକ୍ତି ଦୀର୍ଘ ମାସରୁ ଜଣଙ୍କ ଘରେ ବିପୁଳ ପରିମାଣରେ ବିଦେଶୀ
Read More...

ବାଜି ମାରିଲେ ମାଆ ପୁଅ : ପିପିଡ଼ା ଏବଂ ଛତାମଖନା ପଞ୍ଚାୟତର ଗୀତାଞ୍ଜଳି ମିଶ୍ର ଓ ସ୍କାରକ ମିଶ୍ର ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ଥିବା ପିପିଡ଼ା ଏବଂ ଛତାମଖନା ପଞ୍ଚାୟତ ସମିତିରେ ଗୋଟିଏ ମା’ ପୁଅ ଯୋଡ଼ି ପରାଜୟବରଣ କରିଥିବା ବେଳେ ଅନ୍ୟ ଏକ ମା’ ପୁଅ ଯୋଡ଼ି ବାଜି ମାରି ନେଇଛନ୍ତି । ଛତାମଖନା ପଞ୍ଚାୟତ ସମିତିରେ ଗୀତାଞ୍ଜଳି ମିଶ୍ର ୧୦୩ଟି ଭୋଟ ବ୍ୟବଧାନରେ
Read More...