Monthly Archives

February 2022

ଓଲଟିଲା କାର୍‌ : ଡ୍ରାଇଭର ମୃତ

ବେତନଟୀ : ବେତନଟୀ ତୁଳସୀଚଉରା ନିକଟସ୍ଥ ପଟ୍ରୋଲ ପମ୍ପ ନିକଟରେ ଏକ କାର୍‌ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ କାର୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ରାତି ୯ଟା ୩୦ରେ ବାଲେଶ୍ୱର ବାରିପଦା ଅଭିମୁଖେ ଯାଉଥିବା ଏକ କାର୍‌
Read More...

୪ କେଜି ଗଞ୍ଜେଇ ଜବତ ସହ ୨ ଗିରଫ

ଯାଜପୁର : ଯାଜପୁର ସଦରଥାନା ଅନ୍ତର୍ଗତ ଖଣ୍ଡାସ ନିକଟରୁ ୪ କେଜି ଗଞ୍ଜେଇ ସହ ୨ ଜଣ ଯୁବକଙ୍କୁ ଯାଜପୁର ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯାଜପୁର ସଦର ଥାନା ବାଲିଗୁଡ଼ା ମଙ୍ଗରାଜପୁର ଗ୍ରାମର ରାଜା ମଲ୍ଲିକ ନିରଞ୍ଜନ ମଲ୍ଲିକ ଏକ ସ୍କୁଟି ଯୋଗେ ଗଞ୍ଜେଇ ଚାଲାଣ
Read More...

ସେଲ୍‌ଫି ହେଲା କାଳ : ଚାଲିଗଲା ୪ ଜଣ ଯୁବକ ଜୀବନ

ହରିଆଣା : ହରିଆଣାର ଗୁରୁଗ୍ରାମରେ ଗତକାଲି ଅପରାହ୍ନରେ ୪ ଜଣ ଯୁବକ ସେଲ୍‌ଫି ନେଉଥିବା ସମୟରେ ଟ୍ରେନ ମାଡ଼ି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୪ଟା ୪୮ରେ ଜନଶତାବ୍ଦୀ ଏକ୍ସପ୍ରେସ ଗୁରୁଗ୍ରାମ ରେଳ ଷ୍ଟେସନରୁ ଛାଡ଼ିଥିଲା । କିଛି ଦୂରରେ ଥିବା ବସଇ ଧନକୋଟ ଷ୍ଟେସନ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ରେଙ୍ଗାଲ ବେଢ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମଣ୍ଟେକାର୍ଲ କମ୍ପାନୀର ଏକ ହାଇୱା କେନ୍ଦୁଝର ପଟୁ ତୁରୁମୁଙ୍ଗା ଆଡ଼କୁ ଆସୁଥିଲା । ଏହି ସମୟରେ ଏକ ପିଆଜ ବୋଝେଇ ଟ୍ରକ ହାଇୱାକୁ
Read More...

ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ବପ୍ପି ଲାହିରୀଙ୍କ ପରଲୋକ

ମୁମ୍ବାଇ : ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ବପ୍ପି ଲାହିରୀ (୬୯)ଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତବର୍ଷ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେଉଥିଲେ । ଘରେ ସେ
Read More...

ଖଡୁପାଣି ଓ ଭଇଁସଦାନୀ କ୍ୟାମ୍ପରେ ସିଭିକ ଆକ୍ସନ ପ୍ରୋଗ୍ରାମ

ନୂଆପଡା, (ନିରାକାର ମେହରେ) : ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅଧିନସ୍ଥ ଖଡୁପାଣି ଏବଂ ଭଇଁସାଦାନୀ ସିଆର୍‌ପିଏଫ୍‌ କ୍ୟାମ୍ପ ପରିସରରେ ୨୧୬ ବାଟାଲିୟନର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ପିଏଫ୍‌ ୨୧୬ ବାଟାଲିୟନର କମାଣ୍ଡାଣ୍ଟ ରାଜେଶ ବତ୍ସଙ୍କ ଉପସ୍ଥିତିରେ ବୋଡେ଼ନ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୪୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ
Read More...

ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ

ସାଲେପୁର : କଟକ ଜିଲ୍ଲା ସାଲେପୁର ଶିଶୁଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବିଳମ୍ଵିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସାଲେପୁର ନିକଟସ୍ଥ ଶିଶୁଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୮୧ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୪୩୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୫ ଜଣ
Read More...

୧୫ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ନେଇ କୀର୍ତ୍ତନଙ୍କ ପ୍ରଚାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନର ବିଭିନ୍ନ ପଞ୍ଚାୟତରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେପି ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ଦାସଙ୍କୁ ନେଇ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗ୍ରସ୍ଥ
Read More...