Monthly Archives

February 2022

ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ନିର୍ବାଚନୀ ହିଂସାରୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ହିଂସା ଯୋଗୁଁ ଜଣେ ଯୁବକଙ୍କୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ
Read More...

ସନତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ପରାସରା ଦଳ ଚାମ୍ପିୟାନ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ୍‌ ପରାସରା ପଂଚାୟତର ମା’ ଦ୍ୱାରସେହ୍ନୀ ଖେଳପଡ଼ିଆ ଇଚ୍‌ଗାଁ ଠାରେ ଚାଲିଥିବା ଚତୁର୍ଥ ସନତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ପରାସରା ଏମ୍‌ଡ଼ିସିସି ଓ ବାଙ୍କେଲ ଦଳ ମଧ୍ୟରେ ହୋଇଥିଲା । ବାଙ୍କେଲ ଦଳ ପ୍ରଥମ ବ୍ୟାଟିଂ
Read More...

ବିଶ୍ୱ ମାତୃଭାଷା ଦିବସ ପାଳିତ

ଝାରମୁଣ୍ଡା : ଲୋଇସିଂହା ବ୍ଲକ୍‌ ପଂଚାୟତ ଉଚ୍ଚବିଦ୍ୟାଳୟ କୁଟୁରାପାଲି ଠାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅବନୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମାତୃଭାଷା ଦିବସ ଉପରେ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀ ମାନେ ନିଜର ମାତୃଭାଷାକୁ ନେଇ ଗର୍ବ
Read More...

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ : ୧୨୫୪ ପଞ୍ଚାୟତରେ ଚାଲିଛି ଭୋଟିଂ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକ ଅନ୍ତର୍ଗତ ୧୬୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟିଂ ହେବାକୁ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମଇଦାନରେ ଅଛନ୍ତି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୩୬କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬ ଜଣ, ବାଲେଶ୍ୱରରୁ ୨ ଜଣ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଅସୁସ୍ଥ ହୋଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ଅସୁସ୍ଥ ଥିବା ସୂଚନା ମିଳିଛି । ୧୫ ଦିନ ତଳେ ଶ୍ରୀ ବିଶ୍ୱାଳ ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ପ୍ରାତଃ ଭ୍ରମଣ କରୁଥିଲା ବେଳେ ହଠାତ କୌଣସି କାରଣରୁ ତଳେ ପଡ଼ି ଯାଇଥିଲେ ଓ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୩୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୯୫୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯ ଜଣ
Read More...

ୱାର୍ଡ ସଭ୍ୟଙ୍କ ଘରକୁ ରାତି ଅଧିଆ ଆକ୍ରମଣ ଅଭିଯୋଗ

ବାସୁଦେବପୁର : ବାସୁଦେବପୁର ବ୍ଲକ ନୁଆଗାଁ ପଂଚାୟତ ଭାଟପଡା ଗ୍ରାମରେ ରବିବାର ଦିନ ବିଳମ୍ବିତ ରାତିରେ ୪ ନମ୍ବର ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ଘର ଉପରେ ରାତି ଅଧିଆ ଆକ୍ରମଣ ହୋଇଥିବା ନେଇ ଶ୍ରୀ ଜେନା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ରବିବାର ରାତି
Read More...

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ୨୫୬୩ ବୁଥ ସମ୍ବେଦନଶୀଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୨୭ଟି ଜିଲ୍ଲାରେ ଆଜି ମତଦାନ ହେବ । ୧୨୫୪ ପଞ୍ଚାୟତର ୧୭ ହଜାର ୮୯ଟି ବୁଥରେ ମତଦାତା ତାଙ୍କର ମତଦାନ ସାବ୍ୟସ୍ତ କରିବେ । ୧୬୩ ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ ହେବାକୁ ଥିବା ବେଳେ ମଇଦାନରେ ୬୬୭ ଜିଲ୍ଲା
Read More...

ମାଓ ଅଧ୍ୟୁଷିତ ନାରାୟଣପାଟଣାରେ ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବରେ ପାଟ୍ରୋଲିଂ କଡାକଡି

କୋରାପୁଟ : ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଦିବସ । ମାଓ ଅଧ୍ୟୁଷିତ ଅଞ୍ଚଳ ନାରାୟଣପାଟଣାରେ ହେବ ଭୋଟ ଗ୍ରହଣ । ମାଓଗଡ ହୋଇଥିବାରୁ ନାରାୟଣପାଟଣା ଅଞ୍ଚଳର ବିଭିନ୍ନ ଛକରେ ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବରେ ସମସ୍ତ ଛକରେ ନାକାବନ୍ଦି କରି ଗାଡ଼ି ମୋଟର ଟିକିନିଖି ଯାଞ୍ଚ କରିଥିବା ଜଣାପଡିଛି
Read More...