Monthly Archives

February 2022

ଯୁକ୍ରେନ୍‌ ଉପରେ ରକେଟ୍‌ମାଡ଼ : ୪୦ ସୈନିକଙ୍କ ସମେତ ୫୦ ମୃତ

ନୂଆଦିଲ୍ଲୀ : ଶେଷରେ ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଚାଲିଥିବା ବିବାଦ ବିନାଶକାରୀ ଯୁଦ୍ଧର ରୂପ ନେଇଛି । ଆମେରିକା ପକ୍ଷରୁ ଯୁଦ୍ଧ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ଯୁଦ୍ଧ ସ୍ଥିତିକୁ ରୋକାଯାଇ ପାରିନାହିଁ । ସାରା ବିଶ୍ୱ ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଚାଲିଥିବା ଏଭଳି
Read More...

ଦୁଲଦୁଲି କଳା ପରିଷଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳ ରଙ୍ଗମଞ୍ଚରେ ଦୁଲଦୁଲି କଳା ପରିଷଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କଳା ସଙ୍ଗଠକ ପ୍ରଭାସ କୁମାର ପାଣିଗ୍ରାହୀଙ୍କୁ ପରିଷଦ ସଭାପତିଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ବୈଠକରେ ଉପସଭାପତି
Read More...

ଖୁରିପାଣି ଗାଁର ପାନୀୟଜଳ ସମସ୍ୟାକୁ ନେଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଖୁରିପାଣି ଗାଁର ପାନୀୟଜଳ ସମସ୍ୟାକୁ ନେଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ ଲରମା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଦୀର୍ଘ ଦିନ ଧରି ଜିଲ୍ଲାପାଳ, ବ୍ଲକ
Read More...

ତାଳସଡ଼ାରେ ବାଇକ୍‌କୁ ପିଟିଲା ଟ୍ରକ : ୨ ମୃତ

ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ତାଳସରଡ଼ା ନିକଟରେ ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅୁସାରେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଉଁଶୁଣି ଥାନା ତାଳସରଡ଼ା ନିକଟରେ କେଶବ ପେରା ନାମକ ବ୍ୟକ୍ତି
Read More...

ନିର୍ବାଚନ କମିଶନଙ୍କ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍‌ ମୁଖ୍ୟାଳୟଠାରେ ତିନିଦିନଧରି ଭୋଟ ଗଣନା କାର୍ଯ୍ୟ କରାଯିବ । ଭୋଟଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ଏବଂ ବ୍ୟାପକ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ମାନେଶ୍ୱର ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ତାଳସର୍ଡା ଗ୍ରାମର କେଶବ ରଣବିଡ଼ା ଓ ସ୍ତ୍ରୀ ରୁକୁଣି ରଣବିଡା ବୋଲି ଜଣାପଡଇଛି । ତେବେ ଘଟଣାସ୍ଥଳରେ ପୋଲିସ
Read More...

ପଞ୍ଚାୟତ ନିର୍ବାଚନ ଭୋଟଗଣନା ନିୟମାବଳୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନିର୍ବାଚନ ପ୍ରକ୍ରିୟାରେ ଭୋଟଗଣନା ଏକ ମୁଖ୍ୟ କାର୍ଯ୍ୟ ଅଟେ । ଆସାବଧାନ ଭୋଟଗଣତି ସଂପୂର୍ଣ୍ଣ ନିର୍ବାଚନ ଫଳାଫଳ ଭଲ ହୋଇପାରେ । ଏ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀମାନଙ୍କର ଗୁରୁଦାୟିତ୍ୱ ରହିଛି । ଭୋଟଗଣତି କେନ୍ଦ୍ର ଉପରେ ନିର୍ବାଚନ ଅଧିକାରୀମାନେ
Read More...

ଷ୍ଟକ୍ ମାର୍କେଟରେ ଭୂମିକମ୍ପ : ସେନ୍ସେକ୍ସ ୧୮୦୦ ପଏଣ୍ଟରୁ ତଳକୁ ଖସିଲା

ବମ୍ୱେ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଆଜି ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପ୍ରଭାବ ପଡ଼ିଥିବା ବେଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଇଣ୍ଡେକ୍ସ ସେନ୍ସେକ୍ସ ଆଜି ୧୮୫୯ ପଏଣ୍ଟ ଖସିବା ସହ କାରବାର ଆରମ୍ଭ ହୋଇଥିବା ଜଣାପଡିଛି । ଏହାର କିଛି ସମୟ ପରେ ପୁଣିଥିରେ ସାମାନ୍ୟ ସୁଧାର ଆସିଥିଲା
Read More...

ନିମାରରେ ଭୂମିକମ୍ପ ଅନୁଭୂତ

ଭୋପାଳ : ଇନ୍ଦୋରରୁ ୧୨୫ କି.ମି ଦୂର ନିମାରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡଇଛି । ଏନ୍‌ସିଏସ୍‌ର ସୂଚନା ଅନୁଯାୟୀ, ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି । ଆଜି ସକାଳ ପ୍ରାୟ ୪ଟା ୫୩ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର ଝଟକା ନିମାର ସହ
Read More...

ମାର୍ଚ୍ଚ ୧ରେ ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା ନିମନ୍ତେ ସ୍ୱତନ୍ତ୍ର ଦର୍ଶନ ଲାଗି ବିକ୍ରି ହେବ ୬ ହଜାର ଟିକେଟ୍

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ପୀଠରେ ଜାଗର ଯାତ୍ରା ନିମନ୍ତେ ନୀତିନିର୍ଘଣ୍ଟ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଯାତ୍ରା ଦିନ ଶ୍ରୀଲୋକନାଥଙ୍କ ଦର୍ଶନ
Read More...