Monthly Archives

February 2022

ଭୋଟଗଣତି ଓ ଫଳାଫଳ ଘୋଷଣା ନେଇ ପ୍ରାର୍ଥୀଙ୍କୁ ଅବଗତ କଲେ ନିର୍ବାଚନ ଅଧିକାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେଲାଙ୍ଗ ବ୍ଲକରେ ଫେବୃଆରୀ ୨୨ତାରିଖରେ ମତଦାନ ଶେଷ ହେବାପରେ ସମ୍ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୋଟ ବାକ୍ସଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଚ୍ଛିତ ରଖାଯାଇଛି । ଡେଲାଙ୍ଗ ବ୍ଲକ
Read More...

ଏସ୍‌ଏଚ୍‌ଜି ମହିଳା ସଂଗଠନର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଏସ୍‌ଏଚ୍‌ଜି ମହିଳା ସଂଗଠନ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଇବେଲ ଗ୍ରାମର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମହିଳା ବୃନ୍ଦ କହିଲେ
Read More...

ୱାର୍ଡ ସଭ୍ୟରେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀଙ୍କ ପରଲୋକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ୨୬ ଗୋଟି ଗ୍ରାମ ପଂଚାୟତରେ ଚଳିତ ତ୍ରିସ୍ତରୀୟ ପଂଚାୟତର ତୃତୀୟ ପର୍ଯ୍ୟାୟ ଭୋଟ ଦାନ ଗତ ଫେବୃୟାରୀ ୨୦ ତାରିଖ ଦିନ ଶେଷ ହୋଇ ସାରିଥିବା ବେଳେ ୱାର୍ଡ ମେମ୍ବର ପଦ ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ଜଣେ ପ୍ରାର୍ଥୀଙ୍କ ଗୁରୁବାର
Read More...

ୟୁକ୍ରେନ ଓ ରୁଷିଆ ଭିତରେ ଆରମ୍ଭ ହୋଇଛି ଯୁଦ୍ଧ

• ଭୟରେ ଥରୁଛନ୍ତି, ଭାରତୀୟ ନାଗରିକ ଓ ଛାତ୍ର ଛାତ୍ରୀ• ଉଦ୍ଧାର ସହାୟତା ପାଇଁ ଦୂତାବାସଙ୍କ ନିକଟରେ ଭାରତୀୟ ନାଗରିକଙ୍କ ଗୁହାରି ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁକ୍ରେନ ଓ ରୁଷିଆ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ସେହି ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇ ଧନ ଜୀବନ
Read More...

ନିର୍ବାଚନ ଡିଉଟିରୁ ଫେରିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଶିକ୍ଷକ ସୁଦାମ ଚରଣ ପୁରୋହିତ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ନିର୍ବାଚନ ଡିଉଟି ସାରି ଫେରୁଥିବା ସମୟରେ ସଇଁନ୍ତଲା ଗୋଏଲଭାଡି ଛକରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ କୁଆରଗାଁ ରାଧାକ୍ରିଷ୍ଣା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ସୁଦାମ ଚରଣ
Read More...

ଆସିକା ସାଂସଦଙ୍କ ଭୋଟ ବାକ୍ସକୁ ମୁଣ୍ଡିଆ ମାରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଂଗଠିତ ଭୋଟଗ୍ରହଣ କେନ୍ଦ୍ରରେ ଆସିକା ସାଂସଦ ପ୍ରମିଳା ବିଶୋଇଙ୍କ ଭୋଟ ବାକ୍ସକୁ ମୁଣ୍ଡିଆ ମାରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଉଠିଛି । ଅତୀତରେ ପ୍ରଧାନମନ୍ତ୍ରୀ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୧୧ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩୭୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୨ ଜଣ
Read More...

ଡ଼ିଜିଟାଲ ପରିବର୍ତ୍ତନ ନେଇ ସୋଆରେ ଫାକଲ୍ଟି ଡେଭେଲପ୍‌ମେଣ୍ଟ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଡ଼ିଜିଟାଲ ପରିବର୍ତ୍ତନର ବିଭିନ୍ନ ଦିଗ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗକୁ ନେଇ ବୁଧବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍‌ ଅଫ ବିଜନେସ ଆଣ୍ଡ କମ୍ପୁଟର ଷ୍ଟଡିଜ୍‌ ପକ୍ଷରୁ ଏକ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ
Read More...

ମିଶାଇଲ୍‌ ଆକ୍ରମଣରେ ଛାତିଥରା ଧମାକା ୟୁକ୍ରେନ୍‌ରେ

କ୍ୱିବ୍‌ : ଆଜି ସକାଳୁ ରୁଷ୍‌ର ମିଶାଇଲ୍‌ ଆକ୍ରମଣ ୟୁକ୍ରେନ୍‌ର ଅନେକ କ୍ଷତି ଘଟାଇ ସାରିଥିବା ସୂଚନା ମିଳୁଛି । ଆଜି ଦ୍ୱିତୀୟ ଦିନରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପହଂଚିଥିବା ବେଳେ ଆଜି ସକାଳୁ ୭ଟି ମିଶାଇଲ ଆକ୍ରମଣ ହୋଇଥିବା କୁହାଯାଇଛି । ୟୁକ୍ରେନ୍‌ର ରାଜଧାନୀ କ୍ୱିବ୍‌କୁ ଅକ୍ତିଆର କରିବା
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ଜୟପୁର : ବୋରିଗୁମ୍ମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରବୀଣ ହୋତା ଚାକିରି କରାଇ ଦେବାକୁ କହି ଜଣଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ଭିଜିଲାନ୍ସ ପକ୍ଷରୁ ବୋରିଗୁମ୍ମା ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଘରେ
Read More...