ଭୁଲିଗଲେ ମାନବିକତା : ସାମାଜିକ କଟକଣା ଯୋଗୁଁ ପଡ଼ିରହିଲା ଶବ, ମାହେଶ୍ୱରୀ ସଂଗଠନର ସହଯୋଗରେ ହେଲା ଶବ ସତ୍କାର
ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ସକାଳ ଭୋର ବେଳକୁ ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ କୁଡାସିଂହାର ଅସହାୟ ବୃଦ୍ଧା ଜାୟଗ ମଲ୍ଲିକଙ୍କ ତାଙ୍କ ଘରେ ଦେହାନ୍ତ ହୋଇଥିଲା । ହେଲେ ସାମାଜିକ କଟକଣା ଯୋଗୁଁ ଦୀର୍ଘ ସମୟ ଧରି ଶବ ଘରେ ପଡିରହିଥିଲା । ସ୍ଥାନୀୟ ମାହେଶ୍ଵରୀ ସଂଗଠନର କୁଡାସିଂହା!-->…
Read More...
Read More...