Monthly Archives

February 2022

ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟାରମ୍ଭ ହୋଇନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଏନ୍‌ଏମ୍‌ ନଥିବା ଅଭିଯୋଗ ହୋଇଛି । ଅଗିଯୋଗ ଅନୁସାରେ ହିଆଲ ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପର୍ଯ୍ୟନ୍ତ
Read More...

୧୫ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଗେଙ୍ଗୁଟିପାଲି ଶିବ ମନ୍ଦିର ସମ୍ମୁଖରେ ୧୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତକାଲି ସମ୍ବଲପୁର ଗେଙ୍ଗଟିପାଲି ଶିବ ମନ୍ଦିର ସାମ୍‌ନାରୁ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇଜଣ ଦୁର୍ବୃତ୍ତ ଦ୍ରୁତ ଗତିରେ ଆସି ୧୫ଲକ୍ଷ ଟଙ୍କା ଥିବା ବ୍ୟାଗ୍‌
Read More...

ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ : ଘରଭାଙ୍ଗି ଖାଇଗଲେ ଧାନ ଓ ଚାଉଳ

କରଞ୍ଜିଆ : କେନ୍ଦୁଝର ଜିଲ୍ଲା ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ପୁଣି ଏମିତି ଏକ ହାତୀ ଉପଦ୍ରବ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୭ଟି ହାତୀ ବିଶିଷ୍ଟ ହାତୀପଲ ବୋଳା ଗ୍ରାମରେ ପଶି ପ୍ରଭୁଚରଣ ମହାନ୍ତିଙ୍କ ଘର ଭାଙ୍ଗିଦେବା ସହ ଘରେ ଥିବା ଧାନ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଲୋକେ

କଟକ : କଟକ ଶିଖରପୁର ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଦୋକାନରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କଟକ ଶିଖରପୁର ଦେଇ ଏକ ଟ୍ରକ ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଶିଖରପୁର ଛକରେ ଥିବା ଦୋକାନ ଭିତରକୁ ମାଡ଼ି ଯାଇଥିଲା ।
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୪ ବଖରା ଘର, ୧ ଗୁହାଳ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ଥାନା ସାରିଆପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସାରିଆପଡ଼ା ଗ୍ରାମର ନଟବର ନାୟକଙ୍କ ପରିବାର ଲୋକେ ରାତି ଶୋଇଥିବା ସମୟରେ କୌଣସି କାରଣ ବଶତଃ ସଟ୍‌ ସାର୍କିଟ ଯୋଗୁଁ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ୪ବଖରା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଲେଖାଏଁ
Read More...

ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଅଧିବେଶନ ନେଇ ପ୍ରସ୍ତୁତି ବୈଠକ

ଜୟପୁର, (କେପିଏନ୍‌ଏସ୍‌) : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଜାତୀୟ ପରିଷଦ ସଦସ୍ୟା ତଥା କେବିକେ ସମାଚାରର ସମ୍ପାଦକ ବିନୋଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ
Read More...

ସେବା ମନୋଭାବ ପାଇଁ ବେଶ ଚର୍ଚ୍ଚାରେ ସ୍ୱାସ୍ଥ୍ୟକର୍ମୀ ନିରାକାର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : କରୋନା ମହାମାରୀ ଆରମ୍ଭ ବେଳେ ଏହି ରୋଗକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏହାକୁ କିପରି ମୁକାବିଲା କରାଯିବ ସେ ନେଇ ସାଧାରଣ ଜନତାଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ିଥିଲେ । ରୋଗୀକୁ ଛୁଇଁଲେ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଆକ୍ରାନ୍ତକୁ
Read More...

ଆଠଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁର ତଥା ବଲାଙ୍ଗିର ଜିଳ୍ଲା ପୁଇଁନ୍ତଲା ବ୍ଲକ ଆଠଗାଁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଗଲ କିଶୋର ମେହେର ଗତକାଲି ଅବସର ଗ୍ରହଣ କରିଛନ୍ତି । ସେ ଗତ ୧୯୮୧ ମସିହା ଡିସେମ୍ବର ୧ତାରିଖ ଦିନ ଦେଓଗାଁ ବ୍ଳକ ଧଣ୍ଡାମାଲ
Read More...

ରାଜ୍ୟରେ ୪ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୩୦୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୦୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୫୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୦୯୮ ନୂଆ
Read More...