Monthly Archives

February 2022

ଚଳିତ ବର୍ଷ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମାର୍ଚ୍ଚ ୧୨ ତାରିଖରେ ହେବାର ଥିଲା ନିଟ୍ ପିଜି ପରୀକ୍ଷା । ତେବେ ଏହାକୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ସୂଚନାରେ
Read More...

ବାଦିବାହାଲରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବାଦିବାହାଲ ଖେଳ ପଡିଆ ଠାରେ ନେତାଜୀ କ୍ଲବ ଆନୁକୁଲ୍ୟରେରେ ବାଦିବାହାଲରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ସମାଜସେବୀ ତଥା ବାଦିବାହାଲ ସରପଞ୍ଚ ପ୍ରାର୍ଥୀ ସୁନିଲ କୁମାର ଦାସ ମୁଖ୍ୟ ଅତିଥି ଭାବେ
Read More...

୩୩ ନଂ ଜୋନ୍‌ର ପ୍ରାର୍ଥିନୀ ଲକ୍ଷ୍ମୀ ପ୍ରିୟା ମିଶ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଲୋଇସିଂହା ବିଧାୟକ ଡ.…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୩୩ ନଂ. ଜୋନ୍‌ର ପ୍ରାର୍ଥିନୀ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ମିଶ୍ରଙ୍କ ପାଇଁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଳିଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଧାୟକ ଶ୍ରୀ ମହାଳିଙ୍ଗ ୩୩ ନଂ. ଜୋନ୍‌ର ଗୁର୍ଜିଭଟା, କେଉଁଟିପାଲି, ଛେଲବ।ହ।ଲ,
Read More...

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୨୫ୟୁନିଟ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରଘୁନାଥ ରାମନାଟ୍ୟ ଯୁବକ ସଂଘ ପକ୍ଷରୁ ରଘୁନାଥ ମନ୍ଦିର, ଘନିପୂର ଠାରେ ରକ୍ତ ଦାନ ଶିବିର ଅନୁଷ୍‌ଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଓ ସାମାଜିକ କର୍ମୀ ସୁନୀଲ ମିଶ୍ର ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି
Read More...

ଗତ ଦୁଇଦିନ ମଧ୍ୟରେ ମୁରିବାହାଲ ରେଂଜରେ ୬୭ଟି କେନ୍ଦୁ କାଠ ଗଣ୍ଡି ଜବତ ହୋଇଥିବା ନେଇ ସୂଚନା ଦେଲେ ଡିଏଫଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁରିବାହାଲ ରେଂଜରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗତ ଦୁଇ ଦିନ ମଧ୍ୟରେ ୬୭ଟି କେନ୍ଦୁ କାଠ ଗଣ୍ଡି ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଡିଏଫ୍‌ଓ ନୀତିଶ କୁମାର । ମୁରିବାହାଲ ରେଂଜ ଅନ୍ତର୍ଗତ ବାବେଝୁରୀ ଗାଁରେ ପ୍ରଥମ ଦିନରେ ବେଆଇନ ଭାବେ କାଠ
Read More...

ତମେ କେତେ ଦେବ ?

ରାଜଧାନୀ ନେ ଚାକିରି ସାର୍‌ଲା ଉତ୍‌ରୁ ବନ୍‌ଛୋର୍‌ ବାବୁ ଗାଁ କେ ଫିରି ଆଏଲେ । ଛୁଆ ଦିନୁଁ ତାକର୍‌ ସଫା ସୁତ୍‌ରା ଜୀବନ୍‌ । ଚାଲିଶ ବରଷ୍‌ର ସରକାରୀ ଚାକିରି ଭିତ୍‌ରେ ବି ତାକର୍‌ ଦିହେଁ କେବେ କଲା ନେଇଁଲାଗି । ତାକର୍‌ କଥା ଯେନତା ପର୍‌ଛା ଉର୍‌ଛା, ତାକର୍‌ ବେଭାର୍‌ ବି ହେନ୍‌ତା
Read More...

ବୀର ବଜରଙ୍ଗବଲି ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ଘସିଏନକୁ ହରାଇ ଲୁଚକିବନ୍ଧ ଚାମ୍ପିୟାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଲ୍ଲିଶ୍ରୀ ହାଇସ୍କୁଲ ପଡ଼ିଆରେ ସପ୍ତମ ବୀର ବଜରଙ୍ଗବଲି ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହେଇଯାଇଛି । ଶେଷ ଦିବସରେ ଲୁଚକିବନ୍ଧ ଓ ଘସିଏନ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା । ଫାଇନାଲ୍ ମ୍ୟାଚରେ ଲୁଚକିବନ୍ଧ ଦଳ
Read More...

ଜୀବନ ବଞ୍ଚେଇଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ : ତେଲେଙ୍ଗାନାରୁ ଉଦ୍ଧାର ହେଲେ ନିଖୋଜ ଥିବା ପ୍ରବାସୀ ଶ୍ରମିକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସୁଦୁର ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଅଞ୍ଚଳରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ ବିପଦରେ ଥିଲା ଠିକ ସେହି ସମୟରେ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳର ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ ଯୋଗୁଁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ଦୁଇଜଣ ପ୍ରବାସୀ
Read More...

କୈଳାଶ ଚନ୍ଦ୍ର ବରିହାଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ହନୁମାନ ପଡା ବାସିନ୍ଦା କୈଳାଶ ଚନ୍ଦ୍ର ବରିହା (ବାବୁଲୁ)ଙ୍କ ୪୬ ବର୍ଷ ବୟସରେ ଗତକାଲି ତାଙ୍କର ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ କଟକ ନେଉଥିବା ସମୟରେ ରାସ୍ତାରେ ତାଙ୍କ ମୃତ୍ୟୁ
Read More...

ରାଜ୍ୟରେ ଅଢେଇ ହଜାର ପାଖାପାଖି କରୋନା ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ୨ ହଜାର ୬୯୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଅଢେଇ ହଜାର ପାଖାପାଖି ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨ ହଜାର ୬୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷ ବୟସ
Read More...