ଦିଲ୍ଲୀରେ ସ୍କୁଲ କଲେଜ ଖୋଲିବ, ରାତିର କର୍ଫ୍ୟୁରେ ଏକ ଘଣ୍ଟା ହ୍ରାସ
ନୂଆଦିଲ୍ଲୀ : ଦିଲ୍ଲୀରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଏବଂ ଜିମ୍ ଖୋଲିବ । ଆଜି ଡ଼ିଡ଼ିଏମ୍ଏ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଶିକ୍ଷାନୁଷ୍ଠାନ ଖୋଲିବା ସହିତ ରାତିର କର୍ଫ୍ୟୁକୁ ମଧ୍ୟ ଏକ ଘଣ୍ଟା କମ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାତି ୧୧ଟାରୁ ସକାଳ ୫ଟା!-->…
Read More...
Read More...