Monthly Archives

February 2022

ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ସର୍ବଜିତ ସାହୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ପାଠାଗାରର ବରିଷ୍ଠ ସଭ୍ୟ ତଥା ସାହୁ ଲଜ ମାଲିକ ସର୍ବଜିତ ସାହୁଙ୍କ ବିୟୋଗରେ ପାଠାଗାରର ସଭାପତି ପ୍ରକାଶ ନେପାକଙ୍କ ଦ୍ୱାରା ଆହୁତ ଶୋକସଭାରେ ପାଠାଗାରର ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର, ଭଗବାନ ବଗର୍ତ୍ତି,
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ନିମନ୍ତେ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନିୟୋଜିତ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ଭୋଟ ଗଣନା କାର୍ଯ୍ୟରେ ନିୟୋଜିତ କାଉଣ୍ଟିଙ୍ଗ୍‌ ସୁପରଭାଇଜର ଓ କାଉଣ୍ଟିଙ୍ଗ୍‌ ଆସିଷ୍ଟାଣ୍ଟ ମାନଙ୍କୁ ବ୍ଲକ ସ୍ତରରେ ତାଲିମ ପ୍ରଦାନ ସକାଶେ ମାଷ୍ଟର ଟ୍ରେନର
Read More...

ଯାଦବ ଭବନରେ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କ ସମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୋର୍ଦ୍ଧା ରୋଡ-ବଲାଙ୍ଗିର ନିର୍ମାଣାଧିନ ରେଳପଥ ପାଇଁ ଚଳିତ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟର ସମସ୍ତ ପ୍ରକଳ୍ପ ଠାରୁ ଏହା ସର୍ବାଧିକ ବୋଲି କୁହାଯାଉଛି । କିନ୍ତୁ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇ ଖର୍ଚ୍ଚ କମ୍‌ କରାଯିବା ପୁରୁଣା
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ୨୩ରେ ପୂର୍ବତନ ସାଂସଦ ତଥା ବିଜେଡ଼ି ଯୁବ ନେତା କଳିକେଶଙ୍କ ନିର୍ବାଚନ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଜୋର ଧରିବାରେ ଲାଗିଛି ନିର୍ବାଚନ ପ୍ରଚାର । ଗାଁ ଗାଁରେ ନେତା ମାନଙ୍କ ଭିଡ଼ ବି ବେଶ ଜମୁଛି । ବଲାଙ୍ଗିର ଜିଲ୍ଲା ପରିଷଦ ଆସନ ହାତେଇବାକୁ ତିନି ପ୍ରମୁଖ ଦଳ ମଧ୍ୟରେ ଦେଖିବାକୁ ମିଳୁଛି ବଳ କଷାକଷି । ଏହି
Read More...

ପିତାମହୁଲରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ : ସମାଚୁଆଁ ଦଳ ଚାମ୍ପିୟନ ବିବେଚିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପିତାମହୁଲର ଡେଙ୍ଗସର୍ଗି ଠାରେ ୧୯ତମ ଚାଲିଥିବା ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହା ସମରା ବୁଢ଼ା ଫୁଟବଲ କମିଟି ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚ୍‌ରେ ହାତୀସରା ଦଳ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ବ୍ଲକରୁ ୩ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୨ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୫ଜଣ, ବେଲପଡ଼ା
Read More...

ଜୋନ ନଂ.୩୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ତନୟା ବେହେରାଙ୍କ ପାଇଁ ପ୍ରଚାର କଲେ ନରସିଂହ, ଏକ ଦକ୍ଷ ଜିଲ୍ଲାପରିଷଦ ଗଠନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକେ ଗତ ପାଞ୍ଚ ବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଦଳକୁ ବହୁ ପରିମାଣରେ ଭୋଟ ଦେଇ ବିଜୟୀ କରିଥିଲେ । ଆଶା କରିଥିଲେ ଆପଣଙ୍କ ଅଂଚଳର ବିକାଶ ହେବ । କିନ୍ତୁ ବିକାଶ ହେବା ତ ଦୁରର କଥା ବିଜେପି ଦଳର କୌଣସି ଜିଲ୍ଲା ପରିଷଦ ସଭ୍ୟ ବା ଅଧ୍ୟକ୍ଷ ତାଙ୍କ
Read More...

ଡେଲାଙ୍ଗ ବ୍ଲକରେ ୩୮୪ଜଣ ନିର୍ବାଚନ କର୍ମଚାରୀ କୋଭିଡ ବୁଷ୍ଟର ଡୋଜ ଟିକା ନେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିୟୋଜିତ କର୍ମଚାରୀମାନଙ୍କୁ ତଥା ଯେଉଁମାନେ କୋଭିଡର ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଥିଲେ, ସେମାନଙ୍କୁ ତୃତୀୟ ଡୋଜ ବୁଷ୍ଟର ଟିକା ଦେବା ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମହତାବ ଉଚ୍ଚ
Read More...

ସରକାରୀ ମଣ୍ଡିରେ ଧାନ କିଣା ବସ୍ତା ଚୋରୀ ଅଭିଯୋଗ

ସୁନ୍ଦରଗଡ଼ : ଲାଭଖୋର ମାନସିକତା ଯୋଗୁଁ ଚାଷୀ ସବୁବେଳେ ହଇରାଣ ହେଉଛି । ଚଳିତ ଥର ଏମଏସ୍‌ପି ୧୦୦ଟଙ୍କା ବଢ଼ିଲା ସତ, ହେଲେ ସେ ୧୦୦ ଟଙ୍କା ଚାଷୀଠୁ ଲୁଟି ନେଇଗଲେ ମିଲର୍ସ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ବୋଲି ସାଧାରଣରେ ଆଲୋଚନା ହେଉଛି । ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କଲେ ଆହୁରି
Read More...

‘ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ’ : ପ୍ରୟାଗରାଜ ଧର୍ମ ସଂସଦରେ ପ୍ରସ୍ତାବ ପାରିତ ହେଲା

ପ୍ରୟାଗରାଜ : ସଙ୍ଗମ ସହର ପ୍ରୟାଗରାଜରେ 'ଧର୍ମ ସଂସଦ' ଆୟୋଜିତ ହୋଇଥିଲା, ଯେଉଁଥିରେ ଶହ ଶହ ସାଧୁ ଓ ସନ୍ଥ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସାଧୁ ଓ ସନ୍ଥମାନେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ସହିତ ତିନୋଟି ପ୍ରସ୍ତାବ ପାରିତ କରିଥିଲେ । ସାଧୁସନ୍ଥମାନେ କହିଛନ୍ତି ଯେ, ଯଦି
Read More...