Monthly Archives

February 2022

୧୦ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଲଖନା ଥାନା ଦଲଦଲି ନିକଟରେ ଅବକାରୀ ବିଭାଗ ଚଢ଼ଉ କରି ୧୦ କେଜି ୩ ଶହ ଗ୍ରାମ୍‌ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଦଳଦଲି ଗାଁର ବାସୁଦେବ ହଂସ(୩୦)କୁ ଗିରଫ କରିଥିବା ସୂଚନା ରହିଛି । ଅବକାରୀ ଆଇନ
Read More...

‘ଗ୍ଲୋବାଲ ଇଣ୍ଡିଆ ଆଚିଭ୍‌ମେଣ୍ଟ୍‌’ ପୁରସ୍କାରପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍‌ ଡା.…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନୂଆଦିଲ୍ଳୀରୁ ସମ୍ମାନଜନକ ଗ୍ଲୋବାଲ ଇଣ୍ଡିଆ ଏକ୍ସଲେନ୍ସ ଆଚିଭମେଣ୍ଟ ଆୱାର୍ଡ-୨୦୨୧ରେ ସମ୍ମାନିତ ବ୍ରହ୍ମପୁର ମହାନଗରର ଦୁଇ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସମ୍ପାଦକ ରବି ରଥ ଓ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡ଼ା.ପୂର୍ଣ୍ଣଚନ୍ଦ୍ର
Read More...

କୁନ୍ଦୋମାଲରେ ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅନ୍ତର୍ଗତ କୁନ୍ଦେମାଲ ଗାଁରେ ପ୍ରଶାସନ ଏକ ବାଲ୍ୟବିବାହ ବନ୍ଦ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୁନ୍ଦେମାଲ ଗାଁର କ୍ଷମାନିଧି ବକୁଲଙ୍କ ନାବାଳିକା ଝିଅର ଦେଓଗାଁ ବ୍ଲକ୍‌ ଜରାସିଂହା ନିକଟସ୍ଥ ଜମାଦାର ପାଲି ଗାଁର ଶ୍ୟାମଘନ ବାଗ୍‌ଙ୍କ
Read More...

ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ.୨୨ରେ ଚତୁର୍ଥ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥିନୀ ଅନାମିକା ହୋତା ୧୬୯ ଭୋଟରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ.୨୨ରେ ଚତୁର୍ଥ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥିନୀ ଅନାମିକା ହୋତା ୧୬୯ ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି । ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ. ୨୨ର ଭୋଟ ଗଣତି ପ୍ରକିୟା ଜାରି ରହିଥିବା ବେଳେ ବର୍ତ୍ତମାନ ଚତୁର୍ଥ
Read More...

ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ.୨୨ରେ ତୃତୀୟ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥିନୀ ଅନାମିକା ହୋତା ୨୭୬ ଭୋଟରେ ଆଗୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ.୨୨ରେ ତୃତୀୟ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥିନୀ ଅନାମିକା ହୋତା ୨୭୬ ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି । ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ. ୨୨ର ଭୋଟ ଗଣତି ପ୍ରକିୟା ଜାରି ରହିଥିବା ବେଳେ ବର୍ତ୍ତମାନ ତୃତୀୟ
Read More...

ୟୁକ୍ରେନରେ ଫସିରହିଲେ ସିନାପାଲି ଅଞ୍ଚଳର ଡାକ୍ତରୀ ଛାତ୍ର ଆଶିଷ

ନୂଆପଡ଼ା, (ନିରାକାର ମେହେର) : ୟୁକ୍ରେନରେ ଯୁଦ୍ଧର ପରିସ୍ଥିତି ଦେଖା ଦେଉଥିବା ଦୂରଦର୍ଶନ ଖବର ମାଧ୍ୟମରେ ପ୍ରଚାରିତ ହେଉଛି । ଏପରି ପରିସ୍ଥିତିରେ ୟୁକ୍ରେନରେ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥିବା ନୂଆପଡା ଜିଲ୍ଲାର ତିନିଗୋଟି ଛାତ୍ର ସେଠାରେ ଫସି ରହଥିବା ଖବର ସାମ୍ନାକୁ ଆସିଛି ।
Read More...

ଖୋଲିଲା ଭୋଟ ବାକ୍ସ : ୧୪ଟି ଭୋଟ କେନ୍ଦ୍ରରେ ଗଣତି ପାଇଁ ୫୮୮ କର୍ମଚାରୀ ନିୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଠୁ ଆରମ୍ଭ ହୋଇ ୩ ଦିନ ଧରି ଭୋଟ ଗଣତି ପ୍ରକ୍ରିୟା ଜାରି ରହିବ । ତେବେ ୧୪ଟି କେନ୍ଦ୍ରରେ ଭୋଟ ଗଣତି ପାଇଁ ୫୮୮ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଭୋଟ ଗଣତି କାର୍ଯ୍ୟ ଶୃଙ୍ଖଳାର ସହ ସମାପନ କରିବାକୁ
Read More...

ସରକାରୀ ଆଇଟିଆଇ କଲେଜରେ ଚାଲିଛି ଭୋଟ ଗଣତି ପ୍ରକ୍ରିିୟା : ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ଭୋଟ ଗଣତି ପ୍ରକ୍ରିିୟା ଚାଲିଥିବା ବେଳେ ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ କଲେଜ ପରିସରରେ ଭୋଟ ଗଣତି ପ୍ରକ୍ରିିୟା ଜାରି ରହିଛି । ଭୋଟ ଗଣତି ପ୍ରକ୍ରିିୟାକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲାପରିଷଦ ପାଇଁ ଭୋଟଗଣତି ପ୍ରକ୍ରିୟା ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଆଜି ସକାଳ ୮ ଘଣ୍ଟା ସମୟରେ ଖପ୍ରାଖୋଲ, ବେଳପଡା, ପାଟଣାଗଡ଼ ତିନୋଟି ବ୍ଲକର ପାଟଣାଗଡ ଜିଲ୍ଲାପରିଷଦ ଜୋନ୍ ନଂ. ୧୪ରେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଶେଶ୍ଵରୀ ବରିହା ଆଗୁଆ ଥିବା ବେଳେ ବେଳପଡା ଜିଲ୍ଲାପରିଷଦ ଜୋନ୍
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଆନନ୍ଦପୁର : ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ବେଲବାହାଳିଛକ ନିକଟରେ ପିକ୍ଅପ୍ ଭ୍ୟାନ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଜଣେ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଘସିପୁରା ବ୍ଲକ୍‌ ବାତୋ ପଞ୍ଚାୟତ ଗୋଡ଼ିଉପର ଗ୍ରାମର ଗୌରୀଶଙ୍କର ନାୟକ (୪୪) ବୋଲି
Read More...