Monthly Archives

February 2022

୮ ମାସର ଶିଶୁପୁତ୍ରକୁ ବାଡେଇଲା ଆୟା, ବ୍ରେନ୍‌ ହେମ୍‌ରେଜ୍‌ ହେବାରୁ ଶିଶୁପୁତ୍ର ଆଇସିୟୁରେ ଭର୍ତ୍ତି

ସୁରତ : ଗୁଜୁରାଟର ସୁରତ ସହରରେ ଜଣେ ଆୟା ୮ ମାସର ଶିଶୁପୁତ୍ରକୁ ମାଡ ମାରିବା ପରେ ବ୍ରେନ୍‌ ହେମ୍‌ରେଜ୍‌ ହେବାରୁ ଶିଶୁପୁତ୍ରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଆଜି ପୋଲିସ ଏହି ସୂଚନା ଦେଇଛି । ମହିଳା ଜଣକ କୋମଲ
Read More...

ମହୁଲପାଲିରେ ବାଲ୍ୟ ବିବାହ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ବାଲ୍ୟ ବିବାହକୁ ରୋକିଛି ବଲାଙ୍ଗିର ୟୁଥ୍‌ ସର୍ଭିସ ସେଣ୍ଟର ଚାଇଲ୍ଡ ଲାଇନ । ସୂଚନା ଯୋଗ୍ୟ ଯେ, ମୁରିବାହାଲ ଗ୍ରାମରେ ଜଣେ ନାବାଳିକା ଝିଅକୁ ତାର ପିତା ମାତା ନିକଟସ୍ଥ ଦେସିଲ ଗ୍ରାମକୁ
Read More...

ଅବସ୍ଥା ଦେଖି ବ୍ୟବସ୍ଥା କଲେ ଏସ୍‌ଡିପଓ ତୋଫାନ ବାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୌଣସି କାରଣକୁ ନେଇ ଦୁଇଜଣ ବ୍ୟକ୍ତି ସ୍ଥାନୀୟ ପାଟଣାଛକରେ ଗଣ୍ଡଗୋଲ କରୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥାରେ ବ୍ୟାଘାତ ଉପଜୁଥିବା ଦେଖିବାକୁ ମିଳିଥିଲା । ଏତିକି ବେଳେ ଏସ୍‌ଡିପିଓ ତୋଫାନ ବାଗ ଏହି ଅବ୍ୟବସ୍ଥା ଦେଖି ତୁରନ୍ତ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କୁ
Read More...

ଆଜି ସରସ୍ୱତୀ ପୂଜା : ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା କଟକଣା ମଧ୍ୟରେ ବିଦ୍ୟା ଦାତ୍ରୀଙ୍କ ପୂଜା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟା ଦାତ୍ରୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସହରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ସିଏନ୍‌ସି
Read More...

ବାଗବାହାଲିରେ କୋଭିଡ କଟକଣା ମଧ୍ୟରେ ଆଦିବାସୀ ସଚେତନତା ସଭା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ତମିଆଁ ପଞ୍ଚାୟତ ଅନ୍ତର୍ଗତ ବାଗବାହାଲି ଗ୍ରାମର ଆମ୍ବବଗିଚାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସେବତୀ ଭୂଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନ ସଭାରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ
Read More...

ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଝୁଲେନବର ଗାଁର ଅନତି ଦୂରରେ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଟ୍ରକ୍ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି କରିଛି । ସୂଚନା ଅନୁସାରେ ଗତ ଗୁରୁବାର ବିଳମ୍ବିତ
Read More...

ଜୟ ବୁଢ଼ାରଜା କ୍ରିକେଟ୍ ଟୁର୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ୍ ଭେଳା ଡ଼.କାଟ୍ ଜୁ ହାଇସ୍କୁଲ ଖେଳ ପଡିଆ ଠାରେ ଶୁକ୍ରବାର ବୁଢ଼ାରଜା କ୍ରିକେଟ୍ ଟୁର୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଦିବସରେ ମୁଖ୍ୟ ଅତିଥି ରୂପେ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭେଳା ଗ୍ରାମ
Read More...

ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ହୃଦୟ ବିଦରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ । ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ ସାମ୍ବାଦିକ
Read More...

ବିଜାପୁର ଜିଲାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଟି ଟିପ୍ପରକୁ ଜାଳିଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଟି ଟିପ୍ପରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । କାତୁରୁ ଥାନା ଅନ୍ତର୍ଗତ ବରଗାପଡା ଗ୍ରାମ ନିକଟରେ ଏହି ରାସ୍ତା ନିର୍ମାଣ ଚାଲିଥିବା ବେଳେ ସକାଳେ
Read More...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଜମ୍ମୁ : ଆଜି ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ଗୁଳି ବିନିମୟ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହିତ ସୂଚନା ମିଳିଛି । ମୃତ ଆତଙ୍କବାଦୀ ଲସ୍କର-ଇ-ତୋଏବା ଓ ଟିଆରଏଫର ସଦସ୍ୟ ବୋଲି ଜଣାପଡିଛି । ଏମାନଙ୍କ ନିକଟରୁ ତଲାସି ବେଳେ
Read More...