Monthly Archives

February 2022

ଶାନ୍ତିପଡାରେ ରାସ୍ତା ଅବରୋଧ ଅଭିଯୋଗରେ ଚଢାଉ କଲା ମ୍ୟୁନୁସିପାଲିଟି : ୩୦ ହଜାର ଫାଇନ୍‌ କଷିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ରାସ୍ତା ଅବରୋଧ ଯୋଗୁଁ ସ୍ଥାନୀୟ ଶାନ୍ତିପଡା ସ୍ଥିତ ବିଜେନ୍ଦ୍ର ଗୁପ୍ତାଙ୍କ ନିର୍ମାଣାଧୀନ ବିଲ୍‌ଡିଙ୍ଗ୍‌ ଉପରେ ଚଢାଉ କରିଛି ବଲାଙ୍ଗିର ମ୍ୟୁନୁସିପାଲିଟି । ବଲାଙ୍ଗିର ପୌର ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ବିପିନ ଦୀପଙ୍କ ନେତୃତ୍ୱରେ
Read More...

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼ : ପାଟଣାଗଡ଼ ବରହମପୁରା ଠାରେ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳିସଭା ଅନୁଷ୍ଠିତ ହୋଇଯାଇଛି । ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିବା ତଥା ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର୍‌ ଓ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା କଳାହାଣ୍ଡି
Read More...

ବିଲ ଭିତରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର

ସୁନ୍ଦରଗଡ : ସୁନ୍ଦରଗଡ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବଗିଚାପଡା ଠାରେ ବିଲ ଭିତରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣକ ମେଘନାଥ ତିଗା ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତକ ମେଘନାଥ ତିଗା ଗତକାଲି ଠାରୁ ନିଖୋଜ ଥିଲେ । ତେବେ ଆଜି ତାଙ୍କ ମୃତ ଦେହ ଏକ ବିଲ
Read More...

ପୁଣି ନିଜର ସ୍ଥିତି ଜାହିର କଲା ଲାଲବାହିନୀ

ଫୁଲବାଣୀ : ପୁଣି କନ୍ଧମାଳରେ ନିଜର ସ୍ଥିତି ଜାହିର କଲା ଲାଲବାହିନୀ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ମାଶ୍ରୀପଡା ଠାରୁ କରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ଲାଗିଥିବା ଟ୍ରାକ୍ଟର ଓ ଜେସିବିକୁ
Read More...

ଶିକ୍ଷାନୁଷ୍ଠାନ ଖୋଲାଯିବା ନିମନ୍ତେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନ ଖୋଲାଯିବା ନିମନ୍ତେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ସମସ୍ତ ବିଦ୍ୟାଳୟରରେ ଶତପ୍ରତିଶତ ଶିକ୍ଷକ ଏବଂ କର୍ମଚାରୀଙ୍କୁ କୋଭିଡ୍‌ର ୨ୟ ଡୋଜ୍ ଟୀକା ପ୍ରଦାନ କରାଯାଇଥିବା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, କଟକ, ସୁନ୍ଦରଗଡ଼ ଜିଲ୍ଲାରୁ
Read More...

ମହାଭାରତ ସିରିଏଲ୍‌ର ଭୀମ ଚାଲିଗଲେ

ନୂଆଦିଲ୍ଲୀ : ବିଆର୍‌ ଚୋପ୍ରା ନିର୍ମିତ ମହାଭାରତ ସିରିଏଲ୍‌ରେ ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବଟୀଙ୍କ ୭୫ ବର୍ଷ ବୟସରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମହାଭାରତ ଏକ ଲୋକପ୍ରିୟ ସିରିଏଲ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ
Read More...

ଚଳିତ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କଣ୍ଟାମାଳ ପୁଲିସ ପକ୍ଷରୁ…

କଣ୍ଟାମାଳ : କଣ୍ଟାମାଳ ଥାନା ଦାୟିତ୍ୱରେ ଥିବା ତପସ୍ୱିନୀ କହଁରଙ୍କ ଅଧ୍ୟକ୍ଷତାରେ ଅନେକ ପୁଲିସ ଅଧିକାରୀ ଓ କର୍ମଚାରୀ ଆଇଆର୍‌ବି ବାଟାଲିୟନର ଫୋର୍ସଙ୍କ ଦ୍ୱାରା ମିଳିତ ଭାବରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ
Read More...

ଏଟିଏମ୍‌ ଲୁଟ ଉଦ୍ୟମ ପଣ୍ଡ : ଲୋକେ ଆସିଯିବାରୁ ଫେରାର୍‌ ମାରିଲେ ୨ ଲୁଟେରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଟିଏମ୍‌ ଲୁଟ ଉଦ୍ୟମ ପଣ୍ଡ ହୋଇଥିବା ବେଳେ ଲୋକେ ଆସିଯିବାରୁ ୨ ଲୁଟେରା ଫୋରାର ମାରିଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ବାଳକାଟି ବସଷ୍ଟାଣ୍ଡ ନି୍‌ଟ ଏଟିଏମ୍‌ର ସିସିଟିଭିକୁ ପଥର ସାହାଯ୍ୟରେ ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ଲୋକେ ଆସି ଯିବାରୁ
Read More...

ପୋଡି ଯାଇଥିବା ମହିଳାଙ୍କୁ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାଂଝରି ଗାଁର ଦେବରାଜ ପଟେଲଙ୍କ ସ୍ତ୍ରୀ ରଶ୍ମିତା ପଟେଲ ଗତ କିଛିଦିନ ତଳେ ନିଆଁ ତାପୁ ଥିବାବେଳେ ପୋଡି ଯାଇଥିଲେ । ସେ ସକାଳ ସମୟରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ତାପୁଥିଲେ । କୌଣସି ମତେ ନିଆଁ ତାଙ୍କର
Read More...