Monthly Archives

February 2022

ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ସମନ୍ନୟ କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଗତକାଲି ସନ୍ଧ୍ୟା ୬.୦୦ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁମାନେ ସମ୍ମୁଖୀନ ହେଉଥିବା
Read More...

ପଞ୍ଚାୟତ ନିର୍ବାଚନ ମଇଦାନରେ ଦମ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ତାତି ବି ବଢ଼ି ବଢ଼ି ଚାଲିଛି । ପ୍ରଚାର ଜୋର୍‌ ଧରିଛି । ଆସନ ହାତେଇବା ପାଇଁ ପ୍ରାର୍ଥୀ ମାନଙ୍କ ଘମାଘୋଟ ପ୍ରୟାସ ଅନୁଭବ କରି ହେଉଛି । ସଦର ବ୍ଲକରେ ପଞ୍ଚାୟତ ନିର୍ବାଚନ ମଇଦାନରେ ପତି ପତ୍ନୀ ଓହ୍ଲାଇ
Read More...

ଚାଲିଗଲେ ଲୋକପ୍ରିୟ ଡାକ୍ତର ଆର୍ତ୍ତତ୍ରାଣ ପାଣିଗ୍ରାହୀ

ସମ୍ବଲପୁର, (କରୁଣାକର ଶତପଥୀ) : ଚାଲିଗଲେ ଲୋକପ୍ରିୟ ଡାକ୍ତର ଆର୍ତ୍ତତ୍ରାଣ ପାଣିଗ୍ରାହୀ(୭୪) । ମଙ୍ଗଳବାର ଦିନ ରାତି ୧ଟା ସମୟରେ ଭୁବନେଶ୍ୱରର କିମ୍‌ସ୍‌ ହସ୍‌ପିଟାଲ୍‌ରେ ତାଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଜଣେ ପରୋପକାରୀ, ଲୋକପ୍ରିୟ ତଥା ଗରିବଙ୍କୁ ସହଯୋଗ କରୁଥିବା
Read More...

ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମନୋନୀତ

ମୁରିବାହାଲ : ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟାଳୟ ପାଇଁ ମନୋନୀତ ହୋଇଛି । ପ୍ରକାଶ ଯେ, ଏହି ସ୍କୁଲର ୧୭୬ଜଣ ଛାତ୍ରଛାତୀ ୨୦୨୦-୨୧ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ହାଇସ୍କୁଲକୁ ମାଧ୍ୟମିକ ଶିକ୍ଷା
Read More...

ଅମାନବୀୟ ଘଟଣା : ଧାର ଶୁଝି ନପାରିବାରୁ ତିନିଦିନ ଧରି ପଡ଼ିରହିଲା ଶବ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଏକ ଅମାନବିକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାତ୍ର ୪୦୦ଟଙ୍କା ଧାର ନେଇ ଶୁଝି ନଥିବାରୁ ମୃତ୍ୟୁ ପରେ ଶବକୁ କେହି ଛୁଇଁ ନଥିବା ବେଳେ ପ୍ରାୟ ୪୮ଘଣ୍ଟାରୁ ଅଧିକ ସମୟ ଧରି ଶବ ପଡ଼ି ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଜୟନଗର
Read More...

ସର୍ଗିପାଲି ମାହେଶ୍ୱରୀ ଗୁଡ଼ି ପୂଜକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହାଲାଇ ପଞ୍ଚାୟତ ସର୍ଗିପାଲି ମାହେଶ୍ୱରୀ ଗୁଡ଼ିର ପୂଜକ କୃଷ୍ଣଚନ୍ଦ୍ର ପଧାନଙ୍କ ଗତକାଲି ଦିନ ପରଲୋକ ହୋଇଯାଇଛି । ଦେ ବହୁଦିନ ଧରି ବୃଦ୍ଧାବସ୍ଥା ଓ ଅସୁସ୍ଥ ଥିବାରୁ ଘରେ ଚିକିତ୍ସା ହେଉଥିଲେ । ତାଙ୍କ ୬ପୁଅ ଥିଲେ । ଗାଁ ମଶାଣିରେ ତାଙ୍କ
Read More...

ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କନ୍ଧମାଳ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ବେହେରାଙ୍କ ଘରେ ଚଢ଼ାଉ ହୋଇଥିବା ବେଳେ
Read More...

ହାତୀ ମୃତ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଜାମପଡ଼ା ଗାଁ ନିକଟରେ ଏକ ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୌଣସି କାରଣରୁ ମାଈ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି
Read More...

ଧରାପଡ଼ିଲା ସେଣ୍ଟ୍ରିଂ ପ୍ଲେଟ୍‌ ଚୋର

ଡୁଡ଼ୁକା, (ସୁଶୀଲ କୁମାର ମିଶ୍ର) : ଆଗଲପୁର ବ୍ଲକ ସାଲେଭଟା-ଆଗଲପୁର ଆର୍‌ଡ଼ି ରାସ୍ତାର ଡୁଡ଼ୁକା ଠାରେ ଲାଇନିଙ୍ଗ୍‌ ଡେ଼୍ରନ୍‌ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ୪୦ଟି ସେଣ୍ଟ୍ରିଂ ପ୍ଲେଟ୍‌ ଗତ ୩୦ତାରିଖ ରାତିରେ ଚୋରି ହୋଇଥିଲା । ଏ ସଂପର୍କରେ ରାସ୍ତା କାମର ଠିକାଦାର ଦେବାନନ୍ଦ
Read More...

ବେଆଇନ ଭାବେ ଇଟା ଓ ପଥର ଚାଲାଣ କରୁଥିବା ବେଳେ ସଇଁତଲା ତହସିଲ ପକ୍ଷରୁ ଜୋରିମାନା ଆଦାୟ

ଟିକ୍ରାପଡ଼ା : ବେଆଇନ ଭାବେ ଇଟା ଓ ପଥର ଚାଲାଣ ବେଳେ ସଇଁତଲା ତହସିଲ ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ ବେଆଇନ ଭାବେ ରାଜସ୍ୱ ପଇଠ ନକରି ଇଟା ଓ ପଥର ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସଇଁତଲା ତହସିଲଦାର ଟିକ୍ରାପଡ଼ାକୁ ଆସିଥିଲେ ଓ ଆଡ଼ିବନ୍ଧ କାମକୁ
Read More...