Daily Archives

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ଚାନ୍ଦବାଲି : ଆସନ୍ତାକାଲି ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହେବ ବାବା ଆଖଣ୍ଡଳମଣିଙ୍କ ପୀଠ । ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ । ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ନୀତିକାନ୍ତି ଅନୁଯାୟୀ, ଆସନ୍ତାକାଲି ଭୋର ୪ଟାରେ ଆଳତୀ ହେବ । ଏହାପରେ ଭୋର ୪ଟା ୩୦ମିନିଟ୍‌ରେ
Read More...

ବ୍ଲକ ବିଜେଡ଼ି ଯୁବ ସଭାପତିଙ୍କୁ ବିପୁଳ ଭୋଟରେ ହରାଇଲେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜେଡି ଯୁବ ସଭାପତିଙ୍କୁ ବହୁଳ ଭୋଟରେ ହରାଇ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ବଲାଙ୍ଗିର ଜିଲ୍ଲା କଂଗ୍ରେସ
Read More...

ଧବଳେଶ୍ୱର ପୀଠରେ ଜାଗର ଯାତ୍ରା ପାଇଁ ଲାଗୁ ହେଲା କଟକଣା

ଆଠଗଡ : କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଭକ୍ତଙ୍କ ଲାଗି କଟକଣା ଲଗାଯାଇ ୧୪୪ ଧାରା ଲାଗୁ କରାଯାଇଛି । ଏକ ତାରିଖ ସକାଳ ୫ଟାରୁ ୨ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଜାଗର ଯାତ୍ରାରେ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଅଧିକ ଭିଡ ହେବା ନେଇ କୋଭିଡ ଗାଇଡ
Read More...

ଦୀର୍ଘ ଦୁଇବର୍ଷ ପରେ ଆଜି ରାଜ୍ୟରେ ଖୋଲିଲା ପ୍ରାଥମିକ ସ୍କୁଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୀର୍ଘ ଦୁଇବର୍ଷ ପରେ ଆଜି ରାଜ୍ୟରେ ପ୍ରାଥମିକ ସ୍କୁଲ୍ ଖୋଲୁଛି । ଏଥି ପାଇଁ @SMEOdisha ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବେଲୁନ୍ ଓ ଫୁଲମାଳ ସହ ସଜା ଯାଇଛି ସ୍କୁଲା । ଏଥି ପୂର୍ବରୁ ଅଧିକାରୀମାନେ ଶିକ୍ଷାନୁଷ୍ଠାନ ଗସ୍ତ କରି ସ୍ଥିତି ସମୀକ୍ଷା
Read More...

ପୋଖରୀରେ ବୁଡି ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ

କୋଣାର୍କ : ଗୋପ ଥାନା ଅଧିନସ୍ଥ ନାଗପୁର ପଞ୍ଚାୟତ ବାଲିଗୋରଡି ଗାଁରେ ପୋଖରୀରେ ବୁଡ଼ି ୨ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ସକାଳେ ଶିଶୁ ପୁତ୍ରଟି ପୋଲିଓ ଖାଇ ଆସି ଘର ପାଖରେ ଖେଳୁଥିଲା । ଏହି ସମୟରେ ଗୋଡ ଖସି ପୋଖରୀରେ ପଡିଯାଇଥିଲା । କିଛି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୧୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ଜଣ
Read More...

ୟୁକ୍ରେନ୍‌ରେ ସୁରକ୍ଷା ବାହିନୀ ଆକ୍ରମଣ କଲେ ଭାରତୀୟ ଛାତ୍ରଙ୍କୁ : ରୁଷ ସୈନିକ ୟୁକ୍ରେନ୍‌କୁ ଛାରଖାର କରିବା ସହ…

କ୍ୱିବ : ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ୫ମ ଦିନରେ ପହଂଚିଛି । ଘମାଘୋଟ ଲଢେ଼ଇ ଭିତରେ ୟୁକ୍ରେନ ରାଜଧାନୀ କ୍ୱିବ୍‌କୁ ଅକ୍ତିଆର କରିବା ପାଇଁ ରୁଷର ଜବର୍‌ଦସ୍ତ ପ୍ରୟାସ ଜାରି ରହିଛି । ଏବେ ଆମ୍‌ ୟୁକ୍ରେନ୍‌ ନାଗରିକ ଯୁଦ୍ଧ ମଇଦାନ୍‌ ଅସ୍ତ୍ରଶସ୍ତ୍ର ଧରି ଠିଆ ହୋଇଥିବା ବେଳେ କ୍ୱିବ୍‌ରେ
Read More...

ସାଲେପାଲିରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହେଲେ ଲକ୍ଷ୍ମଣ ମେହେର : ବ୍ଲକ ଅଧ୍ୟକ୍ଷ ପଦବୀ ଉପରେ ନଜର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ଗତ ୨୨ତାରିଖ ଦିନ ହୋଇଥିବା ପଞ୍ଚାୟତ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସବୁଠୁ ଚର୍ଚ୍ଚାରେ ଥିବା ଦେଓଗାଁ ବ୍ଲକର ସାଲେପାଲି ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହୋଇଥିବା ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ତାଙ୍କ ନିକଟତ୍ତମ
Read More...

ପାଇକମାଲ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜୋନ ନଂ. ୨ର ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ଶେଷ ହୋଇଯାଇଛି । ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁସାରେ ପାଇକମାଲ ଜିଲ୍ଲା ପରିଷଦ ଜୋନ ନଂ. ୨ର ବିଜେପି ସମର୍ଥିତ ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ନିକଟତମ ପ୍ରତିଦ୍ୱନ୍ଦୀ
Read More...

ସୁଜନପୁର ପଞ୍ଚାୟତର ସରପଞ୍ଚ ପଦବୀ ହାତେଇଲେ ପ୍ରିୟଙ୍କା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଶନିବାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୫ ନଂ. ଜିଲ୍ଲା ପରିଷଦ ଜୋନ ଅଧିନ ସୁଜନପୁର ପଞ୍ଚାୟତର ସରପଞ୍ଚ ପଦବୀ ଫଳାଫଳ
Read More...