Daily Archives

ଗଏଲଭାଡ଼ି ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରିଜାଇଡ଼ିଂ ଅଫିସରଙ୍କ ଦୁଇ ଆଖି ଦାନ କଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ ଛାନ୍‌ଛଡ଼ା ଗାଁର ଶିକ୍ଷକ ତଥା ଗତକାଲି ଅନୁଷ୍ଠିତ ହୋଇଥିବା ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ପ୍ରିଜାଇଡ଼ିଂ ଅଫିସର ସୁଦାମ ପୁରୋହିତ ଗଏଲଭାଡ଼ି ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା
Read More...

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା : ବଙ୍ଗୋମୁଣ୍ଡା କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗତକାଲି ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ସହଯୋଗୀକୁ ହାଜର କରାଯାଇଥିଲା । ତେବେ ପୋଲିସ ପକ୍ଷରୁ ଚାର୍ଜସିଟ୍‌ ଦାଖଲ ପରେ ପ୍ରଥମ ଥର ପାଇଁ
Read More...

ଭୋଟଗଣତି ଓ ଫଳାଫଳ ଘୋଷଣା ନେଇ ପ୍ରାର୍ଥୀଙ୍କୁ ଅବଗତ କଲେ ନିର୍ବାଚନ ଅଧିକାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେଲାଙ୍ଗ ବ୍ଲକରେ ଫେବୃଆରୀ ୨୨ତାରିଖରେ ମତଦାନ ଶେଷ ହେବାପରେ ସମ୍ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୋଟ ବାକ୍ସଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଚ୍ଛିତ ରଖାଯାଇଛି । ଡେଲାଙ୍ଗ ବ୍ଲକ
Read More...

ଏସ୍‌ଏଚ୍‌ଜି ମହିଳା ସଂଗଠନର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଏସ୍‌ଏଚ୍‌ଜି ମହିଳା ସଂଗଠନ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଇବେଲ ଗ୍ରାମର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମହିଳା ବୃନ୍ଦ କହିଲେ
Read More...

ୱାର୍ଡ ସଭ୍ୟରେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀଙ୍କ ପରଲୋକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ୨୬ ଗୋଟି ଗ୍ରାମ ପଂଚାୟତରେ ଚଳିତ ତ୍ରିସ୍ତରୀୟ ପଂଚାୟତର ତୃତୀୟ ପର୍ଯ୍ୟାୟ ଭୋଟ ଦାନ ଗତ ଫେବୃୟାରୀ ୨୦ ତାରିଖ ଦିନ ଶେଷ ହୋଇ ସାରିଥିବା ବେଳେ ୱାର୍ଡ ମେମ୍ବର ପଦ ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ଜଣେ ପ୍ରାର୍ଥୀଙ୍କ ଗୁରୁବାର
Read More...

ୟୁକ୍ରେନ ଓ ରୁଷିଆ ଭିତରେ ଆରମ୍ଭ ହୋଇଛି ଯୁଦ୍ଧ

• ଭୟରେ ଥରୁଛନ୍ତି, ଭାରତୀୟ ନାଗରିକ ଓ ଛାତ୍ର ଛାତ୍ରୀ• ଉଦ୍ଧାର ସହାୟତା ପାଇଁ ଦୂତାବାସଙ୍କ ନିକଟରେ ଭାରତୀୟ ନାଗରିକଙ୍କ ଗୁହାରି ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁକ୍ରେନ ଓ ରୁଷିଆ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ସେହି ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇ ଧନ ଜୀବନ
Read More...

ନିର୍ବାଚନ ଡିଉଟିରୁ ଫେରିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଶିକ୍ଷକ ସୁଦାମ ଚରଣ ପୁରୋହିତ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ନିର୍ବାଚନ ଡିଉଟି ସାରି ଫେରୁଥିବା ସମୟରେ ସଇଁନ୍ତଲା ଗୋଏଲଭାଡି ଛକରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ କୁଆରଗାଁ ରାଧାକ୍ରିଷ୍ଣା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ସୁଦାମ ଚରଣ
Read More...

ଆସିକା ସାଂସଦଙ୍କ ଭୋଟ ବାକ୍ସକୁ ମୁଣ୍ଡିଆ ମାରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଂଗଠିତ ଭୋଟଗ୍ରହଣ କେନ୍ଦ୍ରରେ ଆସିକା ସାଂସଦ ପ୍ରମିଳା ବିଶୋଇଙ୍କ ଭୋଟ ବାକ୍ସକୁ ମୁଣ୍ଡିଆ ମାରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଉଠିଛି । ଅତୀତରେ ପ୍ରଧାନମନ୍ତ୍ରୀ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୧୧ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩୭୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୨ ଜଣ
Read More...

ଡ଼ିଜିଟାଲ ପରିବର୍ତ୍ତନ ନେଇ ସୋଆରେ ଫାକଲ୍ଟି ଡେଭେଲପ୍‌ମେଣ୍ଟ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଡ଼ିଜିଟାଲ ପରିବର୍ତ୍ତନର ବିଭିନ୍ନ ଦିଗ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗକୁ ନେଇ ବୁଧବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍‌ ଅଫ ବିଜନେସ ଆଣ୍ଡ କମ୍ପୁଟର ଷ୍ଟଡିଜ୍‌ ପକ୍ଷରୁ ଏକ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ
Read More...