Daily Archives

ବାଉଁଶଅଣ୍ଟା ଗ୍ରାମବାସୀଙ୍କ ଦ୍ୱାରା ଭୋଟ୍ ବର୍ଜନ

ଯାଜପୁର : ଯାଜପୁର ଜିଲ୍ଲାର ସୁଲପୁର ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତର ୧୮ ଓ ୧୯ ନଂ. ବୁଥରେ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଜଣାପଡିଛି । ଏହି ଗ୍ରାମର ଲୋକେ ନିକଟସ୍ଥ ଜାବରା ପଞ୍ଚାୟତରେ ନିଜ ଗ୍ରାମକୁ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରି ଚଳିତ ନିର୍ବାଚନରେ ବାଉଁଶଅଣ୍ଟା ଗ୍ରାମବାସୀ ଭୋଟ୍
Read More...

ବାଲାଟ ପେପର ନେଇ ପଳାଇଲେ ଏଜେଣ୍ଟ, ମତଦାନ ବନ୍ଦ

ଭଦ୍ରକ : କଟସାହି ୧ ନମ୍ବର ୱାର୍ଡରେ ଏଜେଣ୍ଟ ବାଲାଟ ପେପର ନେଇ ଚାଲିଯିବାରୁ ଭୋଟିଂ ବନ୍ଦ ରହିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୩୬ ଜଣ ଭୋଟ ଦେବା ପରେ ଜଣେ ଏଜେଣ୍ଟ ସରପଞ୍ଚ ବାଲାଟ ନେଇ ଦୌଡ଼ି ପଳାଇଥିଲେ । ପରେ ପୋଲିସ ଓ ସ୍ଥାନୀୟ ଲୋକେ ଗୋଡ଼ାଇ ଯାଇ ଏଜେଣ୍ଟଙ୍କୁ ଧରି ଥାନାକୁ ନେଇଥିବା
Read More...

ମତଦାନ କେନ୍ଦ୍ରରେ ୨ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ : ୩ ଆହତ

ସୋର : ରେମୁଣା ବ୍ଲକ ତାଳପଦା ପଞ୍ଚାୟତର ୩ ଓ ୪ ନଂ ଭୋଟ ଗ୍ରହଣ କେନ୍ଦ୍ରରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ୩ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଖବର ପାଇ ଗୋପାଳପୁର ପୋଲିସ ପହଞ୍ଚିଥିବା ଜଣାପଡିଛି ।
Read More...

ବଲାଙ୍ଗିର ଦେଓଗାଁ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୫ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ଦେଓଗାଁକୁ ଯାଉଥିବା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା
Read More...

ୟୁକ୍ରେନ୍‌ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ : ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନ୍‌ । ରୁଷ୍‌ର ଏହି ଆକ୍ରମଣ ବର୍ବରତା ପୂର୍ଣ୍ଣ ବୋଲି ସେ କହିଛନ୍ତି । ରୁଷ୍‌ର ଏହି ଅମାନସିକ ଆକ୍ରମଣ ସାରା ବିଶ୍ୱରେ ରୁଷ୍‌ର ପ୍ରତିଛବିକୁ ମଳିନ କରିଛି ବୋଲି ସେ
Read More...

ୟୁକ୍ରେନ୍‌ ସଙ୍କଟକୁ ନେଇ ନାଟୋ ପକ୍ଷରୁ ପ୍ରେସ କନ୍‌ଫରେନ୍ସ

ନୂଆଦିଲ୍ଲୀ : ୟୁକ୍ରେନ ସଙ୍କଟକୁ ନେଇ ନାଟୋ ପକ୍ଷରୁ ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରାଯାଇଥିବା ସୂଚନା ମିଳିଛି । ତୁରନ୍ତ ସାମରିକ କାର୍ଯ୍ୟକଳାପ ରୋକିବା ପାଇଁ ନାଟୋ ପକ୍ଷରୁ ରୁଷ୍‌କୁ କୁହାଯାଇଥିବା ବେଳେ ରୁଷ୍‌ର ଯୁଦ୍ଧଖୋର ମାନସିକତାକୁ ନିନ୍ଦା କରାଯାଇଛି । ରୁଷ୍‌ର ଦୁର୍ଗୁଣ ସାରା
Read More...

ପ୍ରକୃତିର ପରିବେଶକୁ ସୁନ୍ଦର ଓ ସବୁଜ ଗଢ଼ି ତୋଳିବା ପାଇଁ ସ୍ଵପ୍ନ ଦେଖିଥିବା ସନ୍ଥ ସାଧୁ ଜୀବନ ବାବାଙ୍କ ପ୍ରୟାସ ଜାରି

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ପ୍ରକୃତିର ପରିବେଶକୁ ସୁନ୍ଦର ଓ ସବୁଜ ଗଢ଼ି ତୋଳିବା ପାଇଁ ସ୍ଵପ୍ନ ଦେଖିଥିବା ସନ୍ଥ ସାଧୁ ଜୀବନ ବାବାଙ୍କ ପ୍ରୟାସ ଜାରି ରହିଛି । ତାଙ୍କ ଜୀବନ କାଳ ମଧ୍ୟରେ ସେ ଅନେକଗୁଡିଏ ବୃକ୍ଷ ରୋପଣ କରି ପରିବେଶକୁ ସୁନ୍ଦର ପ୍ରାକୃତିକ ପରିବେଶ ଗଢ଼ି ତୋଳିବା ପାଇଁ
Read More...

ରୁଷ୍‌ର ଦୁଇ ସୈନିକ ୟୁକ୍ରେନ୍‌ ହାତରେ ଧରାପଡ଼ିଲେ

ନୂଆଦିଲ୍ଲୀ : ଏବେ ଏବେ ଖବର ମିଳିଛି ୟୁକ୍ରେନ୍‌ ହାତରେ ଧରାପଡ଼ିଛନ୍ତି ଦୁଇଜଣ ରୁଷ୍‌ ସୈନିକ । ଯୁଦ୍ଧ ଘନଘୋର ହେବାକୁ ଲାଗିଥିବା ବେଳେ ୟୁକ୍ରେନ୍‌ ଉପରେ ଜବରଦସ୍ତ ଆକ୍ରମଣ ଆରମ୍ଭ କରିଦେଇଛି ରୁଷ୍‌ । ଏଭଳି ସମୟରେ ୟୁକ୍ରେନ୍‌ରେ ରହୁଥିବା ୨୦ ହଜାର ଭାରତୀୟଙ୍କ ପାଇଁ ଭାରତର ଚିନ୍ତା ବଢ଼ିଛି
Read More...

ଯୁକ୍ରେନ୍‌ ଉପରେ ରକେଟ୍‌ମାଡ଼ : ୪୦ ସୈନିକଙ୍କ ସମେତ ୫୦ ମୃତ

ନୂଆଦିଲ୍ଲୀ : ଶେଷରେ ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଚାଲିଥିବା ବିବାଦ ବିନାଶକାରୀ ଯୁଦ୍ଧର ରୂପ ନେଇଛି । ଆମେରିକା ପକ୍ଷରୁ ଯୁଦ୍ଧ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ଯୁଦ୍ଧ ସ୍ଥିତିକୁ ରୋକାଯାଇ ପାରିନାହିଁ । ସାରା ବିଶ୍ୱ ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଚାଲିଥିବା ଏଭଳି
Read More...

ଦୁଲଦୁଲି କଳା ପରିଷଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳ ରଙ୍ଗମଞ୍ଚରେ ଦୁଲଦୁଲି କଳା ପରିଷଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କଳା ସଙ୍ଗଠକ ପ୍ରଭାସ କୁମାର ପାଣିଗ୍ରାହୀଙ୍କୁ ପରିଷଦ ସଭାପତିଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ବୈଠକରେ ଉପସଭାପତି
Read More...