Daily Archives

ଯାଜପୁର ଜିଲ୍ଲାର ୨୪ଟି ବୁଥ୍‌ରେ ସାନି ମତଦାନ ଅନୁଷ୍ଠିତ

ଯାଜପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ୍ ପେପର ଲୁଟ୍ ଘଟଣାରେ ବାତିଲ ହୋଇଥିବା ୨୪ଟି ବୁଥ୍‌ରେ ଆଜି ସାନି ମତଦାନ ହେଉଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନର ଏନେଇ ଘୋଷଣା କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି
Read More...

ଗ୍ରାହକ ବେଶରେ ଆସି ୩୦୦ ଗ୍ରାମ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ବୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସହରର ବୈଦନାଥ ଛକ ନିକଟସ୍ଥ ମୁନ୍ଦ୍ରା ଜ୍ଜେଲର୍ସଠାରେ ଗ୍ରାହକ ବେଶରେ ଲୁଟେରା ଆସି ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟି ନେଇଥିବା ସମ୍ବଲପୁର ଟାଉନ
Read More...

ସର୍ଚ୍ଚ ଅପରେସନ ସମୟରେ ୧୦ରୁ ୧୫ କିଲୋ ଓଜନର ୯ଟି ପାଇପ୍ ବମ୍ ଉଦ୍ଧାର

ଛତିଶଗଡ : ଛତିଶଗଡରେ ସୁରକ୍ଷା ବାହିନୀ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) କର୍ମଚାରୀମାନେ ଏକାସାଙ୍ଗରେ କାନକେର ଜିଲ୍ଲାର ୯ ଟି ପାଇପ୍ ବୋମା ଉଦ୍ଧାର କରିଥିବା ସୂଚନା ରହିଛି । ବିଏସ୍‌ଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାନକେର ଜିଲ୍ଲାର ଅତ୍ୟଧିକ ନକ୍ସଲ ପ୍ରଭାବିତ କୋଏଲିବେଡା
Read More...

ବାରବାଙ୍କି ଠାରେ ସିଏମ୍ ଯୋଗୀଙ୍କ ସମାବେଶ ସ୍ଥଳରେ କୃଷକମାନେ ଛାଡ଼ି ଦେଲେ ଶହ ଶହ ଗାଈଗୋରୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଚାଷୀଙ୍କ କ୍ରୋଧ ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ବୁଲା ଗାଈଗୋରୁ ମାନଙ୍କ ଦ୍ୱାରା କ୍ଷେତ ନଷ୍ଟ ହେବା କାରଣରୁ କୃଷକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହିତ, ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରାୟ ୪୦ କିଲୋମିଟର
Read More...

ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ୭ଟି ଗାଡି ଜାଳି ଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମ ଠାରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ୭ଟି ଗାଡିକୁ ଲାଲ୍ ବାହିନୀ ନିଆଁ ଲଗାଇ ଜାଳି ଦେଇଥିବା
Read More...

ଠାକୁରପାଲି ଗାଁରେ ପୁନଃ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସରଗାଡ଼ ପଞ୍ଚାୟତ ଠାକୁରପାଲି ଗାଁରେ ଆଜି ସାନି ମତଦାନ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଦ୍ଵିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକରେ ମତଦାନ ହୋଇଥିଲା । ଠାକୁରପାଲି
Read More...

ଷ୍ଟ୍ରଙ୍ଗରୁମ୍‌ ସୁରକ୍ଷା ସଂପର୍କରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ । ଏଥି ନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି ଓ କଡ଼ା
Read More...

ରୁଷ-ୟୁକ୍ରେନ ଟେନ୍‌ସନ୍‌ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ : ବୁଧବାର ତେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁଁ, ଯଦିଓ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି ଏବଂ ଏହାର ମୂଲ୍ୟ ବ୍ୟାରେଲ ପ୍ରତି ୧୦୦ ଡଲାରଚୁ ପହଂଚିଛି । ଏହା ବାଦ୍‌ ଘରୋଇ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୩୨୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ
Read More...

ଭିନ୍ନ ଭିନ୍ନ କେନ୍ଦ୍ରରେ ଭୋଟ ଦେଲେ ସ୍ଵାମୀ ସ୍ତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ଵାମୀ, ସ୍ତ୍ରୀଙ୍କ ଅଲଗା ଅଲଗା ମତଦାନ କେନ୍ଦ୍ର ବଡ଼ ଆଶ୍ଚର୍ଯ୍ୟ କଥା । ଏପରି ଘଟଣା ଦେଖାଯାଇଛି ଦେଓଗାଁ ବ୍ଳକ ଖୋଦ ଦେଓଗାଁ ପଞ୍ଚାୟତ କଛାରପାଲି ଗାଁରେ । ଗତକାଲି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦେଓଗାଁ ପଞ୍ଚାୟତ କଛାରପାଲି ଗାଁର
Read More...