Daily Archives

ପାଟଣାଗଡ଼ କେନ୍ଦୁପତ୍ର ବନଖଣ୍ଡରେ ଫରେଷ୍ଟର ରାଜ ଚାଲିଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦୁପତ୍ରକୁ ସବୁଜ ସୁନା କୁହାଯାଉଥିବା ବେଳେ କେନ୍ଦୁପତ୍ରରୁ ଓଡିଶା ସରକାରଙ୍କୁ ବାର୍ଷିକ ଶହ ଶହ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥାଏ । ସାରା ବିଶ୍ୱରେ ପାଟଣାଗଡ଼ ବନଖଣ୍ଡର ପତ୍ରର ମାନ ଅତି ଉଚ୍ଚ କୋଟିର ଅଟେ ତେଣୁ ପାଟଣାଗଡ଼ ବନଖଣ୍ଡ ସାରା ବିଶ୍ୱରେ
Read More...

ଲୋକଙ୍କ ଖାଇବା ଚାଉଳ ଯାଉଛି ଦଲାଲ ହାତକୁ, ତେବେ କାହାପାଇଁ ଯୋଜନା ?

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାର ଗରିବ ହିତାଧିକାରୀମାନଙ୍କ ଉଦେଶ୍ୟରେ ବିଭିନ୍ନ ଯୋଜନା କରିଛନ୍ତି । ରାଜ୍ୟରେ କେହିବି ଯେମିତି ଭୋକିଲା ନ ରହିବେ, ସେଥି ପାଇଁ ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ବଣ୍ଟନ କରୁଛନ୍ତି । କିନ୍ତୁ ଗାଁର ଚିତ୍ର ଦେଖିଲେ ଯୋଜନା କାହାପାଇଁ ବୋଲି
Read More...

ବଲାଙ୍ଗିର ଜେଏସ୍‌ଏମ୍‌ କମର୍ସ କଲେଜ ପକ୍ଷରୁ ଇଣ୍ଟ୍ରା କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ କଲେଜ ଆନୁକୂଲ୍ୟରେ ଖୁଜେନପାଲି ହାଇସ୍କୁଲ ଖେଳ ପଡିଆଠାରେ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଇଣ୍ଟ୍ରା କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସମ୍ପାଦକ ଅମନ ନାଗ ଓ
Read More...

ଗୁରୁତର ବ୍ୟକ୍ତିଙ୍କୁ ପଦ୍ମପୁର ଡାକ୍ତରଖାନା ପହଞ୍ଚାଇଲେ ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଠାରେ ଆଜି ସକାଳ ୯ଟା ସମୟରେ ବାଇକ ଓ ଲୁନା ମଧ୍ୟରେ ଧକ୍କା ହୋଇଥିଲା । ଠିକ୍‌ ସେ ସମୟରେ ପଦ୍ମପୁର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ବିଜେପୁରରେ ହେଉଥିବା ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ
Read More...

କୋଲହ ପଞ୍ଚାୟତର ୪ ନଂ ବୁଥ୍‌ରେ ଉତ୍ତେଜନା : ଭୋଟ ବାକ୍ସକୁ ପୋଖରୀରେ ପକାଇ ଉତ୍ୟକ୍ତ ଲୋକେ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ଏହି ବ୍ଲକରେ କୋଲହ ପଞ୍ଚାୟତର ୪ ନଂ ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି । ଲୋକମାନେ ଭୋଟ ବାକ୍ସକୁ ପୋଖରୀରେ ପକାଇ ଦେବା ସହ ପୋଲିଂ ଟିମକୁ ଅଟକ ରଖିଥିବା ଜଣାପଡିଛି । ବ୍ଲକରେ କୋଲହ ପଞ୍ଚାୟତରେ ୪ ନଂ ବୁଥ୍‌ରେ
Read More...

ସର୍ବଭାରତୀୟ ଗ୍ଲାମନ୍‌ ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍‌ ମୁକୁଟ ହାସଲ କଲେ ତେଜସ୍ମିତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ସ୍ତରରେ ଆୟୋଜିତ ଗ୍ଲାମନ୍‌ ମିସେସ୍‌ ଇଣ୍ଡିଆ (ଜିରୋ ସାଇଜ୍‌) ପ୍ରତିଯୋଗିତାରେ ତେଜସ୍ମିତା ମହାପାତ୍ର ଦ୍ୱିତୀୟ ରନର୍ସଅପ୍‌ ବିଜେତା ହୋଇଥିବା ସୂଚନା ମିଳିଛି । ସେ ଏଥିରେ ସଫଳତା ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଏହି
Read More...

ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ପୁରୀ ଗସ୍ତରେ ଆସିଥିବା ବେଳେ ଆଜି ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦଙ୍କ ୧୫୦ ତମ ଆବିର୍ଭାବ ମହୋତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି
Read More...

ବସ ଦୁର୍ଘଟଣାଗ୍ରସ୍ତ, ୩୦ ଆହତ

ଜୟପୁର : ଜୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଆନ୍ଧ୍ର ପ୍ରଦେଶର ସୋମପେଟା ନିକଟରେ ଭୋର୍ ୫ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଫଳରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି
Read More...

କଲଭର୍ଟ ତଳୁ ଟିଫିନ୍ ବୋମା ଉଦ୍ଧାର

ରାୟଗଡା : କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ପୋଲିସ ଓ ସିଆରପିଏଫର କୁମ୍ଵିଂ ଅପରେସନ ବେଳେ ଟିଫିନ୍ ବୋମା ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍ଟ୍ରିୟ କରିଥିବା ଜଣାପଡିଛି ।
Read More...

ତୁନଗାଁ ଗ୍ରାମବାସୀଙ୍କ ଭୋଟ ବର୍ଜନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁ ଗ୍ରାମର ୫ ନମ୍ବର ୱାର୍ଡର ୧୨୨୮ ଭୋଟର ଆଜି ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିଥିବା ଜଣାପଡିଛି । ସୂଚନା ଅନଚସାରେ ୨୦୧୫ରେ କାଶିବାହାଲ ପଞ୍ଚାୟତରୁ କନ୍ଦାବୁତ୍ରା ପଞ୍ଚାୟତ ବିଭାଜନ
Read More...