Daily Archives

ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଶିକ୍ଷକ ନିଲମ୍ବିତ ହେବେ, ନିର୍ଦ୍ଦେଶ ଦେଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଶିକ୍ଷକଙ୍କୁ ନିଲମ୍ବିତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ଚଂଚଳ ରାଣା ନିର୍ଦ୍ଦେଶ ଦେଇଛନ୍ତି । ପୁଇଁନ୍ତଲା ବ୍ଲକ ଲୁକାପଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତରଣୀସେନ ପଧାନଙ୍କ
Read More...

ସଡ଼କ ଦୁର୍ଘଟଣା, ୧ ମୃତ

ବେଗୁନିଆ : ବେଗୁନିଆ ଥାନା ନିକଟସ୍ଥ ଖୋର୍ଦ୍ଧା -ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥ ଉପରେ ଥିବା ବିଜୁ ପଟ୍ଟନାୟକ ଟାଉନ ହଲ ସାମନାରେ ଆଜି ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଶରତ କୁମାର ସାହୁ(୫୧) ବୋଲି ଜଣାପଡ଼ିଛି । ସୂଚନା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ବ୍ଲକରୁ ୧ ଜଣ, ବେଲପଡା ବ୍ଲକରୁ ୧ ଜଣ, ଖପ୍ରାଖୋଲ ବ୍ଲକରୁ ୨ ଜଣ, ଲୋଇସିଂହା ବ୍ଲକରୁ ଜଣେ, ପାଟଣାଗଡ ବ୍ଲକରୁ ୨ ଜଣ,
Read More...

ଜୋନ୍ ନଂ ୧୪ରେ ବିଧାୟକ ସରୋଜ କୁମାର ମେହେରଙ୍କ ଭୋଟ ପ୍ରଚାର

ପାଟଣାଗଡ଼, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସୁନାମୁଦି, ଦେଉଳ ଗାଁ, ତମିଆଁ, ଘସିଏନ, ଖୁଣ୍ଟସମଲାଇ, ଗେର୍ଡା, ଫଟାମୁଣ୍ଡା, ଲରମ୍ଭା, ଡାଙ୍ଗବାହାଲ, ଭରତବାହାଲ, ଖୁର୍ସେଲ ମଣ୍ଡଳୀରେ ନିର୍ବାଚନ ପ୍ରଚାର ସେତିକି ଉଷ୍ମତା ବଢ଼ିବାକୁ ଲାଗିଛି ।
Read More...

ଶ୍ରୀ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ଜନ୍ମୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ଉମାଶଙ୍କର ପୀଠ ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ଜୀଉଙ୍କର ଜନ୍ମୋତ୍ସବ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଅଛି । ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ସଂଘର ସଭାପତି ନିତାଇ ଚରଣ ନାୟକଙ୍କ ପୌରହିତ୍ୟ ତଥା କୋଷାଧ୍ୟକ୍ଷ ଘନଶ୍ୟାମ ପାଣିଙ୍କ
Read More...

ଆଜି ଉତ୍ତରପ୍ରଦେଶ ବିଧାନସଭାର ୯ଟି ଜିଲ୍ଲାର ୫୫ଟି ଆସନରେ ମତଦାନ ଚାଲିଛି

ଲକ୍ଷ୍ନୌ : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଜି ଫେବୃଆରୀ ୧୪ ରେ ଉତ୍ତରପ୍ରଦେଶ ବିଧାନସଭାର ୯ଟି ଜିଲ୍ଲାର ୫୫ଟି ଆସନରେ ଅନୁଷ୍ଠିତ ହେଉଛି । ଏଥି ସହିତ ଆଜି ଉତ୍ତରାଖଣ୍ଡ ଏବଂ ଗୋଆର ସମସ୍ତ ଆସନରେ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା
Read More...

ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଭୃଙ୍ଗିଯୋଡି ପଞ୍ଚାୟତ ଶୁଣ୍ଡିଗାଁ ଗୋଷ୍ଠୀକେନ୍ଦ୍ର ଠାରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ସୁଭଦ୍ରା
Read More...

ପ୍ରଭାତ ନଳିନୀ ସାହୁଙ୍କ ପୁସ୍ତକ “ନୂଆ ସକାଳ ” ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମୁଖ୍ୟ ଆନୁକୂଲ୍ୟରେ କବି ପ୍ରଭାତ ନଳିନୀ ସାହୁଙ୍କ କବିତା ପୁସ୍ତକ " ନୂଆ ସକାଳ " ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ଠାରେ ଲୋକାର୍ପିତ ହୋଇଯାଇଛି । ସାମୁଖ୍ୟର ମୁଖ୍ୟ ସ୍ତମ୍ଭକାର ଭୁପେନ ମହାପାତ୍ରଙ୍କ ପୌରହିତ୍ୟ, ଅଭୟ କୁମାର ଦାସଙ୍କ
Read More...

ଅସାଧୁ ଧାନ ବେପାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ : ଜିଲ୍ଲାର ମଣ୍ଡି ମାନଙ୍କରେ ପ୍ରକୃତ ଚାଷୀଙ୍କ ଦ୍ଵାରା…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାର କୃଷକମାନଙ୍କ ହିତ ଦୃଷ୍ଟିରୁ ସମସ୍ତ ମଣ୍ଡି ମାନଙ୍କରେ ସୁବିଧାରେ ଧାନ କ୍ରୟ ବିକ୍ରୟ କରିବା ପ୍ରକ୍ରିୟା ତଦାରଖ କରିବା ପାଇଁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଅସାଧୁ ବେପାରୀଙ୍କ ଜରିଆରେ
Read More...

ନିର୍ବାଚନୀ ହିଂସା : ସମିତି ସଭ୍ୟ ପ୍ରାର୍ଥିନୀଙ୍କୁ ଆକ୍ରମଣ ଅଭିଯୋଗ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଣାଇରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ
Read More...