Daily Archives

ଭାରସାମ୍ୟ ହରାଇ ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ସିଡିଙ୍ଗା ସ୍କୁଲ ଛକ ନିକଟରେ ଏକ ଅଙ୍ଗୁର ବୋଝେଇ ଟ୍ରକ ଓଲଟି ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକଟି କେନ୍ଦୁଝର ପଟୁ କଲିକତା ଅଭିମୁଖେ ଯାଉଥିବା ବେଳେ ଆଜି ଭୋର ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାରେ ଡ୍ରାଇଭର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୪୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୨୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୯୭
Read More...

ସରପଞ୍ଚ ପଦବୀ ପାଇଁ ଅଜା-ନାତିଙ୍କ ଲଢ଼େଇ : ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅର୍ନ୍ତଯ୍ୟାମୀ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ଗ୍ରାମାଞ୍ଚଳରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର । କେଉଁଠି ଚିହ୍ନା ମୁହଁ ପ୍ରାର୍ଥୀ ପ୍ରଚାର କରୁଛନ୍ତି ତ ପୁଣି କେଉଁଠି ମଇଦାନକୁ ଓହ୍ଲାଇଛନ୍ତି ନୁଆଁ ଚେହେରା । ହେଲେ ଦେଓଗାଁ ବ୍ଲକ ବଡ଼ବନ୍ଧ
Read More...

ହେଟା ହେନ୍ତା ହେବାନ’

ଗାଁ ଗୁଟା ଲୋକ୍‌ ଠୁଲେଇ କରି ମାଷ୍ଟର୍‌ ବବା ମିଟିଂ କଲେ । ବଏଲେ, ମୁଇଁ ଇ’ଖେପି ଆମର୍‌ ପଞ୍ଚାୟତ୍‌ର ସରପଞ୍ଚ ଲାଗି ଠାଡ଼୍‌ ହେଇଛେଁ । ମୁଇଁ ଜିତ୍‌ଲେ ଗାଁ ଜିତ୍‌ଲା ବାଗିର୍‌ଟା । ମତେ ମାହାପୁରୁ ଛୁଆପୁତା ନେଇଁଦେଇ, ତମେ ମାନେ ଏକା ମୋର୍‌ ଛୁଆପିଲା, ସଁସାର୍‌ । ମାଷ୍ଟର୍‌ ଚାକିରି
Read More...

ଚିନିକଳ କାର୍ଯ୍ୟକ୍ଷମ ଧାରଣା ୧୬୨ ଦିନରେ : ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଘେରାଉ ଚେତାବନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୮ବର୍ଷ ହେଲା ବନ୍ଦ ପଡ଼ିଥିବା ବଲାଙ୍ଗିର ଜିଲ୍ଲା ତଥା କେବିକେ ଅଞ୍ଚଳର ଏକ ମାତ୍ର ଶିଳ୍ପକ୍ଷେତ୍ର ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ନେଇ ଚାଲିଥିବା ଧାରଣା ଶୁକ୍ରବାର ଦିନ ୧୬୨ ଦିନରେ ପହଂଚିଛି । କୌଣସି
Read More...

ନିର୍ମାଣ ହେଲା ଆଇ ଲଭ୍‌ ଟିଟିଲାଗଡ ସେଲ୍ଫି ପଏଣ୍ଟ୍

ଟିଟିଲାଗଡ, (କେପିଏନ୍‌ଏସ୍‌) : ବିଗତ କିଛି ଦିନ ମଧ୍ୟରେ ଟିଟିଲାଗଡ ମହାରାଜ ସାଗର ନିକଟରେ ଚାଲିଥିବା ଆଇ ଲଭ୍‌ ଟିଟିଲାଗଡ ସେଲ୍ଫି ପଏଣ୍ଟ୍ ନିର୍ମାଣ କାମ ଆଂଶିକ ଭାବରେ ଶେଷ ହୋଇଛି । ଆଲୋକିତ ହେଲା ପରେ ଏହା ଅତି ସୁନ୍ଦର ଲାଗୁଛି । ତେବେ ଆଉ କିଛି ଦିନ ମଧ୍ୟରେ ଏହାର ସମସ୍ତ କାମ
Read More...

ମାଓ ଗଡ଼ରେ ନୂଆ ଡିଜିପିଙ୍କ ପ୍ରଥମ କନ୍ଧମାଳ ଗସ୍ତ : ଆତ୍ମ ସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ୱାନ, ପଞ୍ଚାୟତ ନିର୍ବାଚନ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଶା ପୁଲିସ୍‍ ଡିଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିଲେ । ଆଉ ଦିନ କେଇଟା ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ପୁଲିସ ରେଞ୍ଜରେ ମାଓ ହିଂସା ଦେଖିବାକୁ ମିଳିଛି ।
Read More...

ମହଲାଇ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ସମାପ୍ତି ହୋଇଯାଇଛି । ପୂଜା କର୍ତ୍ତାଭାବେ ମୋତିଲାଲ ମାଝୀ, ତାଙ୍କ ଧର୍ମପତ୍ନୀ ଚାରୁଲତା ମାଝୀ ଓ ସୂର୍ୟ୍ୟ ତ୍ରିପାଠୀ ପୂଜକ ଦାୟିତ୍ଵ ତୁଲାଇଥିଲେ । ଆଲୋକ ସାହୁ, ରୋହିତ ବିଶ୍ଵାଳ,
Read More...

ଘନଶ୍ୟାମକୁ ନେଇ ଏବେ ପଞ୍ଚାୟତ ନିର୍ବାଚନରେ ଜୋର୍ ଚର୍ଚ୍ଚା

ବରଗଡ, (ନିରୋଜ କୁମାର ପାଣୀ) : କମ ବୟସରୁ ସଫଳତା ପାଉଥିବା ଓ ସମାଜ ସେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ହେଉଛନ୍ତି ଘନଶ୍ୟାମ ସାହୁ । ତାଙ୍କ ଜନ୍ମ ବରଗଡ ବ୍ଲକ ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଏକ ମଧ୍ୟବିତ୍ତ ପରିବାରରେ ୨୦୦୦ ମସିହାରେ ହୋଇଥିଲା । ୨୦୧୭ ମସିହା ଚକରକେନ୍ଦ୍
Read More...

ବିଜେପି ଜିଲ୍ଲା ପରିଷଦ ପାର୍ଥୀଙ୍କ ପାଇଁ ପ୍ରଚାର କଲେ କୀର୍ତ୍ତନ ଦାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ୧୫ ନମ୍ବର ଜିଲ୍ଲା ପରିଷଦ କ୍ଷେତ୍ରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଭାଜପା ରାଜ୍ୟ ଅନୁସୂଚିତଜାତିର ସମ୍ପାଦକ କୀର୍ତ୍ତନ ଦାସଙ୍କ ନେତୃତ୍ୱରେ ୧୫ ନମ୍ବର ଜିଲ୍ଲା ପରିଷଦ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରାଯାଇଥିବା ଦେଖିବାକୁ
Read More...