Daily Archives

ଓଡ଼ିଶାରେ ଲଞ୍ଚ ହେଲା ସ୍କୋଡ଼ାର ନୂଆ ପ୍ରିମିୟମ ଲକଜୁରୀ ମଡେ଼ଲ ‘ସ୍ଲାଭିଆ’

ତ୍ରିନିତି ସ୍କୋଡ଼ାରେ ନନ୍ଦିତା ଦାସ ଓ ଅରୁଣା ମହାନ୍ତିଙ୍କ ଉପସ୍ଥିତିରେ ଶୁଭ ଉଦ୍‌ଘାଟିତ ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଲକଜୁରି ଓ ପ୍ରିମିୟମ କ୍ଲାସ ସହ ଲାଟେଷ୍ଟ ଟେକ୍ନୋଲୋଜି ଆଧାରିତ ନୂଆ ମଡେ଼ଲ କାର ଚଢ଼ିବାର ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ସବୁଠାରୁ ଲୋକପ୍ରିୟ
Read More...

ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କର ଅଭିନବ ପ୍ରୟାସ : ଶ୍ରାଦ୍ଧ ଦିବସରେ ପୁରୋହିତ ସାଜି ଦମ୍ପତିଙ୍କୁ କଲେ ବୃକ୍ଷଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପରିବେଶ ସୁରକ୍ଷା ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜର ପିତୃଶ୍ରାଦ୍ଧରେ ବୃକ୍ଷଦାନ କରିବା ସହ ଯଜମାନଙ୍କ ଶ୍ରାଦ୍ଧଦିବସରେ ନିଜେ ପୁରୋହିତ ସାଜି ବୃକ୍ଷଦାନ କରି
Read More...

୪ କ୍ୱିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ ସହ ୨ଗିରଫ

ରାୟଗଡ଼ା : ଗଞ୍ଜେଇ ଚୋରାଚାଲାଣ ବେଳେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ପୋଲିସ ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡ଼ା ଏସ୍‌ଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ବିଜାପୁର ଛକ
Read More...

ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ଅଭିଯୋଗ କଲେ ସରୋଜ ବାଗ : ଆହତଙ୍କୁ ନିଆଗଲା ବୁର୍ଲା ମେଡ଼ିକାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିର୍ବାଚନରେ ଉଠିଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର ଅଛି ଯେ, ସେ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଭୋଟ ଭିକ୍ଷା ତଥା ପ୍ରଚାର କରିପାରିବେ କିନ୍ତୁ ବିଜେଡିର ଗୁଣ୍ଡାମାନେ ମିଶି ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ସରୋଜ ବାଗ
Read More...

ଜଟେସିଂଘା ମଣ୍ଡିରୁ ୧୫ଦିନ ହେଲା ଧାନ ଉଠୁନଥିବାରୁୁ ଉତ୍ତେଜନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂଘା ମଣ୍ଡିରେ ପ୍ରାୟ ୬ହଜାର ବସ୍ତା ଧାନ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଧାନ ଉଠୁନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ମଣ୍ଡିରେ ଧାନ ଉଠାଇବା ପାଇଁ ପ୍ରାୟ ୧୦ଟି ମିଲର୍ସଙ୍କୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪ ଜଣ, ବାଲେଶ୍ୱର, ଖୋର୍ଦ୍ଧା, କେନ୍ଦ୍ରପଡା
Read More...

ମାରୱାଡ଼ି ଯୁବାମଞ୍ଚର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ମାରୱାଡ଼ି ଯୁବାମଞ୍ଚର ବୈଠକ ସ୍ଥାନୀୟ ଅଗ୍ରୱାଲ ଜୈନ ତେରାପଂଥ ଭବନଠାରେ ସଭାପତି ବଣ୍ଟି ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସାୟର ଜୈନ ସଭାପତି, ଧିରଜ ଜୈନ ସଂପାଦକ, ଶୁଭମ ଜୈନ କୋଷାଧ୍ୟକ୍ଷ,
Read More...

ନବଭାରତ ଖବରକାଗଜର ଜିଲ୍ଲା ପ୍ରତିନିଧି ରଞ୍ଜିତ ବେହେରାଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୈନିକ ନବଭାରତ ଖବରକାଗଜର ଜିଲ୍ଲା ପ୍ରତିନିଧି ରଞ୍ଜିତ ବେହେରାଙ୍କ ମାତୃ ବିୟୋଗ ଘଟିଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ତଥା ବଲାଙ୍ଗିରର ଜଣାଶୁଣା ସାମ୍ବାଦିକ ରଞ୍ଜିତଙ୍କ ମା' ମଞ୍ଜୁଳା ବେହେରା(୭୮)ଙ୍କ ଆଜି ସକାଳ ୮
Read More...

ଆତ୍ମହତ୍ୟା କଲେ ଯୁବକ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତି ନଗରରେ ସିଭିକେ ମାରୁତି ରାଓ(୪୫) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୩ଟାରେ ଶ୍ରୀ ରାଓ ନିଜ ଘରେ ଇଲେକ୍ଟ୍ରି ତାର ବାନ୍ଧି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ
Read More...

ଓୟୁଏଟି କ୍ୟାମ୍ପସ ପରିସରରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଆଜି ସକାଳୁ ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସ ପରିସରରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱ ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଆତ୍ମହତ୍ୟା
Read More...