Daily Archives

ଦୁଇ ମହିଳା ଡାକ୍ତର ପରସ୍ପରକୁ ଭଲ ପାଉଥିଲେ, ଦୁହିଁଙ୍କ ସଗାଇ ସରିଛି, ବର୍ତ୍ତମାନ ସେମାନେ ବିବାହ କରି ଜୀବନସାଥୀ ହେବେ

ମୁମ୍ବାଇ : ମହାରାଷ୍ଟ୍ରର ନାଗପୁରରେ ରହୁଥିବା ସମଲିଙ୍ଗୀ ଦମ୍ପତି ସାମାଜିକ ପ୍ରତିବନ୍ଧକକୁ ଅତିକ୍ରମ କରି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନାଗପୁରର ଏହି ଦୁଇ ଯୁବତୀ ବୃତ୍ତି ଅନୁଯାୟୀ ଡାକ୍ତର ଅଟନ୍ତି । ଦୀର୍ଘ ଦିନ ଧରି ଏକାଠି ରହିବା ପରେ ଉଭୟେ ବିବାହ କରିବାକୁ ନିଷ୍ପତ୍ତି
Read More...

ଲତାଜୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅନେକ ସେଲିବ୍ରେଟି

ନୂଆଦିଲ୍ଲୀ : ଲତାଜୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅନେକ ସେଲିବ୍ରେଟି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ, ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ମୃତ୍ୟୁ ମତେ ସ୍ତବ୍ଧ କରି ଦେଇଛି । ଯୁଗ ଯୁଗ ଧରି ଲତାଜୀ ପ୍ରେମରଣାଦାୟୀ ହୋଇ ରହିବେ । ସେହିପରି ବହୁଜନ
Read More...

ପ୍ରିୟରଞ୍ଜନଙ୍କ ପୁଷ୍‌ଅପ୍‌ରେ ବିଶ୍ୱ ରେକର୍ଡ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରତନପୁର ଗ୍ରାମର ପ୍ରିୟ ରଞ୍ଜନ ନାୟକ ପୁଷ୍‌ଅପ୍‌ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ଇଂଲଣ୍ଡ, ଲଣ୍ଡନର ହାଭାର୍ଡ ଠାରେ ମାତ୍ର ୭ ମିନିଟ ୩୮ ସେକେଣ୍ଡରେ ୨୦୦ ପୁଷ୍‌ଅପ୍‌ କରି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କର ଏପରି କୃତିତ୍ୱରେ
Read More...

ପୌରପାଳିକା ନାଁରେ ନକଲି ଫେସବୁକ ଆକାଉଣ୍ଟକୁ ନେଇ ଥାନାରେ ଅଭିଯୋଗ

ବାଲେଶ୍ୱର : ଦୀର୍ଘ ୧ବର୍ଷ ଧରି ବାଲେଶ୍ୱର ପୌରାଞ୍ଚଳ ନାମରେ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପ୍ରକାର ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ୍‌ କରାଯିବା ସହ ଲୋକଙ୍କୁ ଭ୍ରମିତ କରାଯାଉଛି । ଏନେଇ ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ ଡିଏସ୍‌ପି (ସିଟି)ଙ୍କ ସହ
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପଞ୍ଚାୟତରାଜ ମନ୍ତ୍ରୀ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଗଲେ ମନ୍ତ୍ରୀ । ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଘଟିଲା ଏହି ଦୁର୍ଘଟଣା । କନ୍ଧମାଳ ଜିଲ୍ଲା ସୁଦୃକୁମ୍ପା ନିକଟ ଭେଟ୍‌କୋଲ୍‌ ଘାଟି ନିକଟରେ ଘଟିଛି ଦୁର୍ଘଟଣା ।
Read More...

ସଂଗୀତର ଈଶ୍ୱରୀୟ ଅବତାର ଥିଲେ ଲତା ଦିଦି : ସ୍ୱାମୀ ରାମଦେବ

ନୂଆଦିଲ୍ଲୀ : ସ୍ୱାମୀ ରାମଦେବ ଲତା ମଙ୍ଗେଶକରଙ୍କ ମୃତ୍ୟୁକୁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଦୁଇ ଦଶନ୍ଧି ମଧ୍ୟରେ ତାଙ୍କ ସହ ଅନେକ ଥର କଥା ହୋଇଛି । ଯେତେବେଳେ ବି ସେ କଥାବାର୍ତ୍ତା କରନ୍ତି, ସେତେବେଳେ ମୁଁ ଏକ ଅଲୌକିକ ଶକ୍ତିର କମ୍ପନ ଅନୁଭବ
Read More...

ଆଇନ ମହାବିଦ୍ୟାଳୟ ତରଫରୁ ମାସ୍କ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ସାମାଜିକ ପ୍ରତିବଦ୍ଧତା ଯୋଗୁଁ ନୟାବଜାର ସ୍ଥିତ ଭବାନୀପୁର ଉତ୍ତମ ବସ୍ତି ଠାରେ ମାସ୍କ ବଣ୍ଟନ ସହ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ଲତା ମଙ୍ଗେଶକରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆସୁଛନ୍ତି

ମୁମ୍ବାଇ : ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଶେଷ ରୀତିନୀତିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ପ୍ରାୟ ୫: ୪୫ରୁ ୬: ୦୦ ମଧ୍ୟରେ ପହଞ୍ଚିବେ । ଏହା ପରେ ରାତି ପ୍ରାୟ ୬: ୧୫ରୁ ୬: ୩୦ ମଧ୍ୟରେ ଲତା ମଙ୍ଗେଶକରଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି ।
Read More...

ସର୍ଗିପାଲିର ସ୍ନେହଲତା ଛତ୍ରିଆ ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣା : ୭ ବର୍ଷ ପରେ ବି ଦାଖଲ ହୋଇନି ଚାର୍ଜସିଟ, ଷ୍ଟାଟସ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଥାନା ଅନ୍ତର୍ଗତ ସର୍ଗିିପାଲି ଗାଁରେ ଗତ ୨୦୧୫ ମସିହାରେ ଘଟିଯାଇଥିବା ଦଳିତ ନାବାଳିକା ସ୍ନେହଲତା ଛତ୍ରିଆ ଅପହରଣ, ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣାର ୭ବର୍ଷ ପରେ ମଧ୍ୟ କୋର୍ଟରେ ଚାର୍ଜସିଟ ଦାଖଲ ହୋଇନାହିଁ
Read More...

ଯଦି ପ୍ରେମରେ ପଡ଼ିଛନ୍ତି…..

ସୁଶ୍ରୀ ସ୍ନେହଲତା ପ୍ରେମରେ ପଡ଼ିବା କିଛି ନୁଆ କଥା ନୁହେଁ । ଅଥଚ ପ୍ରେମକୁ ନିଭେଇବା ସବୁଠାରୁ ବଡ଼ କଥା । ଏଣୁ ଆସନ୍ତୁ ପ୍ରେମ ଉପରେ ସାମାନ୍ୟ କିଛି କଥା ଜାଣିବା । ୧. କାହାକୁ ଭଲ ପାଇବା ପୂର୍ବରୁ ନିଜକୁ ଭଲ ପାଇବା ଏକାନ୍ତ ଜରୁରୀ । ଯିଏ ନିଜକୁ ପ୍ରେମ କରନ୍ତି, ତାହାକୁ
Read More...