Daily Archives

ବିଶ୍ଵ କେନସର ଦିବସ ଅବସରରେ ଗଣଦୌଡ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ କେନସର ଦିବସ ଅବସରରେ ଆଜି ବରଗଡ଼ କେନସର ଫାଇଟର୍ସ ଗ୍ରୁପ ଏବଂ ବରଗଡ଼ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ଏକ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କେନସର ସଚେତନତା ଉଦ୍ଦେଶ୍ୟରେ 'ରନ୍ ଫର ଲାଇଫ୍' ଉକ୍ତ ଗଣଦୌଡ ବରଗଡ଼ ମିନି ଷ୍ଟାଡିୟମରୁ ଆରମ୍ଭ ହୋଇ
Read More...

ବିଏଜିବି ୧୯୮୪ ବ୍ୟାଚ୍‌ର ମହା ବନ୍ଧୁ ମିଳନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆର୍ଯ୍ୟ ପେଲେସ୍‌ରେ ଗତ ୨ ତାରିଖ ଦିନ ବିଏଜିବି ୧୯୮୪ ବ୍ୟାଚ୍‌ର ଏକ ମହା ବନ୍ଧୁ ମିଳନ କୋଭିଡ୍‌ କଟକଣା ଅନୁପାଳନ ସହ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ବହୁ ସଂଖ୍ୟକ ସେବା ନିବୃତ ବନ୍ଧୁମାନଙ୍କ ସମାଗମ ହୋଇଥିଲା । ପ୍ରତି ବର୍ଷ ଏହି
Read More...

ପୁଣେରେ ନିର୍ମାଣାଧୀନ ବିଲ୍‌ଡ଼ିଂ ସ୍ଲାବ ଭୁଷୁଡ଼ି ୭ ଜଣଙ୍କ ମୃତ୍ୟୁ, ତିନି ଜଣ ଆହତ

ପୁଣେ : ପୁଣେରେ ଏକ ନିର୍ମାଣାଧୀନ କୋଠାର ଏକ ସ୍ଲାବ ଭୁଷୁଡ଼ି ପଡ଼ିବା ଫଳରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ପୁଣେର ୟେରୱାଡା ଅଞ୍ଚଳର ଶାସ୍ତ୍ରୀନଗରରେ ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

ଦିନସାରା ପଚରା ଉଚରା ପରେ ଇଡି ପଞ୍ଜାବ ସିଏମ୍‌ ଚନ୍ନିଙ୍କ ପୁତୁରାଙ୍କୁ ଗିରଫ କଲା

ଚଣ୍ଡୀଗଡ଼ : ଦିନସାରା ପଚରାଉଚରା ପରେ ପଞ୍ଜାବ ସିଏମ ଚରଣଜିତ ସିଂ ଚନ୍ନିଙ୍କ ପୁତୁରା ଭୁପିନ୍ଦର ସିଂ ଚନ୍ନିଙ୍କୁ ଜଲନ୍ଦରରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିବା ସୂଚନା ମିଳିଛି । ତାଙ୍କ ଉପରେ ବେଆଇନ ବାଲି ଖନନ ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ, ଇଡି ଅଧିକାରୀମାନେ
Read More...

ସିଏମ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁରରୁ ନାମାଙ୍କନପତ୍ର ଦାଖଲ କରିବେ, ତାଙ୍କ ସହ ଅମିତ ଶାହା ଉପସ୍ଥିତ ରହିବେ

ଗୋରଖପୁର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁର ସହର ବିଧାନସଭା ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ । ନାମାଙ୍କନପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ରାଜ୍ୟ
Read More...

ସଇଁତଲା ବ୍ଲକରେ ଜିଲ୍ଲା ପରିଷଦ ପ୍ରଚାର ସରଗରମ : ୩୦ ନଂ. ଜୋନରେ ଅସନ୍ତୋଷଙ୍କ ଗୋଷ୍ଠୀଙ୍କୁ ମନେଇବା ପାଇଁ ଚାଲିଛି…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ସଇଁତଲା ବ୍ଲକର ୩ ଗୋଟି ଜୋନର ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ମଇଦାନକୁ ଓଲ୍ଲାଇଥିବା ବେଳେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗଡ଼ ରକ୍ଷା
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୨୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୮୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୭ ଜଣ, ସୁନ୍ଦରଗଡ଼ ଜିଲାରୁ ୩ ଜଣ ଏବଂ ଭଦ୍ରକ, ଗଞ୍ଜାମ, ଜଗତସିଂହପୁର ଓ
Read More...

ଟୁହିଲାମାଲକୁ ହରାଇ ବାଞ୍ଜିପାଲି ଚାମ୍ପିୟାନ

ଆଗଲପୁର, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବିନ୍ଧାପାଲି ହାଇସ୍କୁଲ ପଡ଼ିଆରେ ତିନିଦିନ ବ୍ୟାପୀ ଚାଲିଥିବା ମାଁ ଗ୍ରାମପତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ସେମି ଫାଇନାଲରେ ବାଞ୍ଜିପାଲି ଦଳ ପି.ଗଣ୍ଡପାଲି ଦଳକୁ
Read More...

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ

ବାରିପଦା, (କେପିଏନ୍‌ଏସ୍‌) : ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳକୁ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ । ତେବେ ଅଭୟାରଣ୍ୟରେ ପ୍ରବଳ ବର୍ଷା ଯୋଗୁଁ ଏହାକୁ ବନ୍ଦ କରିଛି ବନବିଭାଗ ବୋଲି ସୂଚନାରେ କୁହାଯାଇଛି । ଉତ୍ତର ଶିମିଳିପାଳର ଡେପୁଟି ଡିରେକ୍ଟର ସାଇ କିରଣ ଡି. ଏନ୍ ଏନେଇ ସୂଚନା ଦେଇଛନ୍ତି ।
Read More...

ଚଳିତ ବର୍ଷ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମାର୍ଚ୍ଚ ୧୨ ତାରିଖରେ ହେବାର ଥିଲା ନିଟ୍ ପିଜି ପରୀକ୍ଷା । ତେବେ ଏହାକୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ସୂଚନାରେ
Read More...