ସରକାରୀ କର୍ମଚାରୀଙ୍କୁ କୋଭିଡ୍ ହୋଇଥିଲେ ମିଳିବ ୭ଦିନ ଛୁଟି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୌଣସି କର୍ମଚାରୀଙ୍କୁ କୋଭିଡ୍ ହୋଇଥିଲେ ୭ଦିନ ଛୁଟିରେ ରହିପାରିବେ । ତେବେ ଦିନରୁ ଅଧିକ ଛୁଟିରେ ରହିଲେ ଏଥିପାଇଁ ମେଡିକାଲ ସାର୍ଟିଫିକେଟ ଦେବା ପାଇଁ ପଡିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି!-->…
Read More...
Read More...