Monthly Archives

January 2022

ବଢ଼ୁଛି କରୋନା ସଂକ୍ରମଣର କ୍ଷୀପ୍ରତା : ୨୪ ଘଣ୍ଟାରେ ୩ ଲକ୍ଷ ୪୭ ହଜାର ୨୫୪ ନୂଆ ମାମଲା, ୭୦୩ ଜଣଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୧ ଜାନୁୟାରୀର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩,୪୭,୨୫୪ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମଧ୍ୟରେ କରୋନା କାରଣରୁ ୭୦୫ ଜଣଙ୍କର ମୃତ୍ୟୁ ଘଟିଛି । ଯଦିଓ ଦେଶରେ ସୁସ୍ଥତା ହାର
Read More...

ପିତାଙ୍କ ଅର୍ଜିତ ସମ୍ପତ୍ତି ଉପରେ ଝିଅମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ଯଦି ପିତାଙ୍କର ମୃତ୍ୟୁ ହୁଏ ଏବଂ ସେ ମୃତ୍ୟୁ ପୂର୍ବରୁ ଇଚ୍ଛାପତ୍ର ପ୍ରସ୍ତୁତ କରିନାହାଁନ୍ତି, ତେବେ ପିତାଙ୍କ ଦ୍ୱାରା ପ୍ରାପ୍ତ ସମ୍ପତ୍ତିରେ ଝିଅର ଅଧିକାର ଅଛି ଏବଂ ସେ ନିଜେ ଏହି
Read More...

ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ଜିଲ୍ଲା ଚାଇଲ୍ଡଲାଇନ ଓ ଆଇସିଡିଏସ୍

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମ ପଞ୍ଚାୟତରେ ଏକ ୧୭ ବର୍ଷର ଝିଅ ବାଲ୍ୟ ବିବାହକୁ ଜିଲ୍ଲା ଚାଇଲ୍ଡଲାଇନ ଓ ସିନାପାଲି ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ମିଳିତ ଆନୁକୂଲ୍ୟରେ ଅଟକାଇବାରେ ସଫଳ ହୋଇଥିବା ଜଣାପଡିଛି । ପ୍ରାପ୍ତ
Read More...

ବିଶ୍ୱର ୧୩ ଜଣ ପ୍ରମୁଖ ନେତାଙ୍କୁ ପଛରେ ପକାଇ ପିଏମ୍‌ ମୋଦୀ ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଗ୍ଲୋବାଲ୍ ରେଟିଂ ଏଜେନ୍ସି ମର୍ନିଂ କନ୍‌ସଲ୍‌ଟ୍‌ ପଲିଟିକାଲ୍ ଇଣ୍ଟେଲିଜେନ୍ସ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଲ୍ୟାୟନ ୭୧ ପ୍ରତିଶତ ରହିଛି ।
Read More...

ମା’ ପାଟଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ସିନାପାଲି ଚମ୍ପିୟାନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଞ୍ଚାୟତ ଖେଲପଡିଆଠାରେ ମା' ପାଟଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖର୍ସେଲ ପଞ୍ଚାୟତ ନାଏକ ସରପଞ୍ଚ ଲଛମନ ବଂଜରା ଯୋଗଦେଇ ଥିବା ବେଳେ ସମ୍ମାନିତ
Read More...

ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା । ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ବର୍ଷ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା
Read More...

ସିଏମ୍ ଭୂପେଶ ବାଘେଲ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ : ନିର୍ବାଚନ ସମୟରେ ବିରୋଧୀଦଳର ନେତାଙ୍କ ଉପରେ…

ରାୟପୁର : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କେନ୍ଦ୍ରର ବିଜେପି ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି । ବୁଧବାର ଦିନ ଲକ୍ଷ୍ନୌରେ ବାଘେଲ ପ୍ରଶ୍ନ ଉଠାଇଛନ୍ତି ଯେ, ନିର୍ବାଚନ ସମୟରେ ରାଜ୍ୟରେ ବିରୋଧୀ ଦଳର ଲୋକମାନେ କାହିଁକି ଚଢ଼ାଉର ଶିକାର ହେଉଛନ୍ତି ? ଏଥିସହ ସେ କେନ୍ଦ୍ରୀୟ
Read More...

ଯୁବ ଗୋଷ୍ଠୀଙ୍କ ସମର୍ଥନରେ ନିର୍ବାଚନ ଲଢ଼ିବେ ଯୁବ ସାମ୍ବାଦିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତରେ ଗୁଦେରପାଲି ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସମର୍ଥନରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଆଜି କୋଭିଡ ଗାଇଡ୍‌ ଲାଇନକୁ ମାନି ବିଧିବଦ୍ଧ ଭାବରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକରୁ ଦୁଇ ଜଣ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ଓ ପୁରୀରୁ
Read More...

ସ୍କାନ ଷ୍ଟିଲସ୍‌ରେ ଫରନେସ୍‌ ବ୍ଲାଷ୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୁତ୍ରା ବ୍ଲକ ଗଙ୍ଗାଜଳରେ ଥିବା ସ୍କାନ ଷ୍ଟିଲସ୍‌ରେ ଫରନେସ ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ଲାଷ୍ଟରେ ଜଣେ କ୍ରେନ ଡ୍ରାଇଭର ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ରହିଛି । ପ୍ଲାଣ୍ଟ ଭିତରେ ଥିବା ଅନେକ ଶ୍ରମିକ ଫସିରହିଥିବା କୁହାଯାଉଛି ।
Read More...