Monthly Archives

January 2022

ୱାର୍ଡ ମେମ୍ବର ପଦବୀରେ ନାମାଙ୍କନ ଦାଖଲ କଲେ ସମାଜସେବୀ ଅଶ୍ୱିନୀ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ନିର୍ବାଚନୀ ଉଷ୍ଣତା ଦେଖିବାକୁ ମିଳିଛି । ଏହି କ୍ରମରେ ସରପଞ୍ଚଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ଅନେକ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଦିନ ଯୋଖିପାଲି
Read More...

ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଲା ଚୀନ୍ : ଦକ୍ଷିଣ ଚୀନ୍ ସାଗର ଉପରେ ବିବାଦ

ନୂଆଦିଲ୍ଲୀ : ଚୀନ୍ ଏବଂ ଆମେରିକା ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଏହାର କାରଣ ହେଉଛି ଦକ୍ଷିଣ ଚୀନ୍ ସାଗର । ଚୀନ୍ କହିଛି ଯେ, ଏହାର ବାହିନୀ ଦକ୍ଷିଣ ଚୀନ୍ ସାଗରରୁ ଆମେରିକୀୟ ଗାଇଡ୍ ମିସାଇଲ୍ ବିନାଶକ ଉପରେ ନଜର ରଖିଛି ଏବଂ ଚେତାବନୀ ଦେଇଛି । ଏହି ଧାରାରେ ଚୀନ୍ ଯୁଦ୍ଧ ଜାହାଜ ଏବଂ
Read More...

ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି ଦେବା ନାମରେ ଠକୁଥିଲେ, ୨ ଗିରଫ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ଚାକିରି ଦେବା ନାମରେ ନୋଏଡା ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି । ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି କରାଇ ଦେବା ନାମରେ ସେମାନେ ବାହାନା କରି ଲୋକଙ୍କୁ ଠକି ଅର୍ଥ ଆଦାୟ କରୁଥିଲେ । ପୋଲିସ ସେମାନଙ୍କ
Read More...

ଘୁନସର ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସରିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁର ଉନ୍ନତି ଦିଗରେ ପଦକ୍ଷେପ ନେବା ସହ ଲୋକଙ୍କ ବିକାଶ ପାଇଁ ପ୍ରତିଜ୍ଞା କରି ଆଜି ଘୁନସର ସରପଞ୍ଚ ପଦବୀ ପାଇଁ ଆଜି ସ୍ଥାନୀୟ ସରିତା ସେଠ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଅନ୍ୟପଟେ ଲୋକଙ୍କ ଆଶୀର୍ବାଦ ଓ ଭଲ
Read More...

ଘୁନସର ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଯୁବନେତା ରବି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ବିକାଶ ସ୍ୱପ୍ନ ନେଇ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ପାଦ ଦେଇଛନ୍ତି ଜଣେ ଯୁବକ । ଘୁନସର ପଞ୍ଚାୟତରେ ସମିତି ସଭ୍ୟ ପଦବୀ ଆସନ ପାଇଁ ଆଜି ଯୁବନେତା ରବି ଚନ୍ଦ୍ର ନାଏକ ସ୍ଥାନୀୟ ବିଡ଼ିଓ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର
Read More...

ସଇଁନ୍ତଲା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୁଷ୍ପାଞ୍ଜଳି

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଚଳଚଞ୍ଚଳ ଗ୍ରାମାଞ୍ଚଳ । ବିଭିନ୍ନ ପଦବୀ ହାସଲ ପାଇଁ ଆରମ୍ଭ ହୋଇଯାଇଛି ରାଜନୀତି ମଇଦାନର ପ୍ରଥମ ପର୍ଯ୍ୟାୟ । ଆଜି ତେବେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନ । ତେବେ ସଇଁନ୍ତଲା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ
Read More...

କେରମେଲି ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସରୋଜିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ସମିତି ସଭ୍ୟ ପଦବୀ ହାସଲ କରିବା ପାଇଁ ଅନେକ ମହିଳା ଆଶାୟୀ ରହିଥିବା ବେଳେ ଶତାଧିକ ମହିଳା ପଂଚାୟତ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ପୂର୍ବତନ
Read More...

ବିଜେଡ଼ିରୁ ଲିପିକା ପ୍ରଧାନଙ୍କ ଜୋନ୍‌ ନମ୍ବର ୧୭ରୁ ଜ଼ିଲ୍ଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ

ବଲାଙ୍ଗିର, (କେପିଏନଏସ୍‌) : ଆଜି ବିଜୁ ଜନତା ଦଳ ତରଫରୁ ଶ୍ରୀମତୀ ଲିପିକା ପ୍ରଧାନ ଜୋନ ନମ୍ବର ୧୭ରୁ ଜ଼ିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜେଡ଼ିର ନୀତି ଓ ଆଦର୍ଶକୁ ନେଇ ସମାଜସେବା କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି ।
Read More...

ଗୀତାରାଣୀ ରଣଜିତ ଆଜି ସାଉରିଆ ଗ୍ରା.ପ. ସମିତି ସଭ୍ୟା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପଦବୀ ନିମନ୍ତେ ଆଜି ଗୀତାରାଣୀ ରଣଜିତ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଉପସ୍ଥିତରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ସାଉରିଆ
Read More...

ଉତ୍ତରପ୍ରଦେଶ ରାଜନୀତି : ବୋହୂ ଅପର୍ଣ୍ଣା ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କଠାରୁ ଆଶୀର୍ବାଦ ନେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜନୀତିରେ ଏବେ ବିଭିନ୍ନ ପ୍ରକାର ଚିତ୍ର ଦେଖିବାକୁ ମିଳୁଛି । ଅପର୍ଣ୍ଣା ଯାଦବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ଲକ୍ଷ୍ନୌକୁ ଫେରିବା ପରେ ସେ ତାଙ୍କ ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ନିକଟରେ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଥିଲେ
Read More...