Monthly Archives

January 2022

ସଇତାନ ହେଲା ପୁଅ : ମା’ଙ୍କୁ ଡମ୍‌ବେଲ୍‌ରେ ଛେଚି ଛେଚି ହତ୍ୟା କଲା

ହାଇଦ୍ରାବାଦ : ସଇତାନ ହେଲା ପୁଅ । ମା'ଙ୍କୁ ଡମ୍‌ବେଲ୍‌ରେ ଛେଚି ଛେଚି ହତ୍ୟା କଲା । ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମ୍‌ବେଲ୍‌ରେ ମା'ଙ୍କୁ ଛେଚି ଛେଚି ହତ୍ୟା କରିଥିବାବେଳେ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେଲେଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର
Read More...

ବରିଷ୍ଠ ସାମ୍ବାଦିକ ତୀର୍ଥବାସୀ ରଥ ଚାଲିଗଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୈନିକ ଖବର କାଗଜ ‘ସମାଜ’ର ବରିଷ୍ଠ ସାମ୍ବାଦିକ ଗୋପ ବ୍ଲକର ପ୍ରତିନିଧି ତୀର୍ଥବାସୀ ରଥ (୬୧)ଙ୍କର ନିଜସ୍ୱ ବାସ ଭବନରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତବର୍ଷ ସେ ବ୍ରେନ୍‌ଟ୍ୟୁମର ରୋଗରେ ପୀଡିତ ହୋଇ ଆମ୍ରରି ହସ୍‌ପିଟାଲରେ
Read More...

କୋଭିଡ଼ ସଂକ୍ରମଣ ପ୍ରତି ସତର୍କ ରୁହନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍‌ର ନୂଆ ପ୍ରଜାତି ଅଧିକ ସଂକ୍ରାମକ । କିନ୍ତୁ ସମସ୍ତଙ୍କ ଠାରେ ଲକ୍ଷଣ ପ୍ରକାଶ ପାଉନାହିଁ । ସାମାନ୍ୟ ଲକ୍ଷଣ ଦେଖାଦେଲେ ମଧ୍ୟ ପରୀକ୍ଷା କରନ୍ତୁ ଏବଂ ୭ଦିନ ଗୃହ ପୃଥକବାସରେ ରୁହନ୍ତୁ ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ
Read More...

ସରକାରୀ ମହିଳା ମହାବିଦ୍ୟାଳୟରେ କନ୍ୟା ସନ୍ତାନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଯୁକ୍ତଦୁଇ ଓ ଯୁକ୍ତତିନି ଏନ୍‌ଏସ୍‌ଏସ୍‌ ପକ୍ଷରୁ ଏକ ଆଭାସୀ ସଭା ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଭୁବନେଶ୍ୱରର ରାଜା
Read More...

କୁମ୍ବିଂ ଅପରେସନ୍‌ରେ ମାଓ ଆକ୍ରମଣ ଯୋଜନା ବିଫଳ ହେଲା : ୬ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ମାଳକାନଗିରି : ବିଏସ୍‌ଏଫ ବାହିନୀକୁ ମିଳିଲା ବଡ ସଫଳତା । କୁମ୍ବିଂ ଅପରେସନ୍‌ରେ ମାଓ ଆକ୍ରମଣ ଯୋଜନା ବିଫଳ ହେଲା । ନକ୍ସଲମାନେ ଜବାନମାନଙ୍କୁ ଟାର୍ଗେଟ କରି ଲଗାଇଥିବା ୬ଟି ଲ୍ୟାଣ୍ଡମାଇନ୍‌କୁ ବିଏସ୍‌ଏଫ୍‌ ବାହିନୀ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା
Read More...

ପୁଅର ମୃତ୍ୟୁ ଖବର ମା’ ପାଇଁ ମୃତ୍ୟୁ ଆଣିଦେଲା

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ନିକଟ କଇଠପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ମୃତ୍ୟୁ ଖବର ପାଇବା ପରେ ମା’ର ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, ଗାଁର ଶାନ୍ତନୁ ଗୌଡ଼ ଗତକାଲି ସନ୍ଧ୍ୟାରେ ବିଷପାନ କରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା
Read More...

ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଓ ନଗଦ ଟଙ୍କା ଜବତ, ଅଭିଯୁକ୍ତ ଫେରାର୍‌

ନୟାଗଡ : ଏକ ଭଡା ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ବ୍ରାଉନ୍‌ସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନୟାଗଡ ସହରର ଉଦୟପଥରେ ଥିବା ଏକ ଭଡା ଘରେ ଏସଟିଏଫ୍‌ ଚଢାଉ କରି ନଗଦ ଟଙ୍କା, ବ୍ରାଉନସୁଗାର ଓ ବନ୍ଧୁକ ଜବତ କରିଛି । ତେବେ ମୁଖ୍ୟ ଅଭିଯୁକ୍ତଟି
Read More...

ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅନ୍ତିମ ଦିନ : ସବୁଠି ଏକାଧିକ ଆଶାୟୀ ପ୍ରାର୍ଥୀ, ଦଳୀୟ ନେତାଙ୍କ ପାଇଁ ହୋଇଛି…

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ସହିତ ଯାଞ୍ଚକାର୍ଯ୍ୟ ଶେଷ ହୋଇଛି । ଏବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ଥିବାବେଳେ ପ୍ରତ୍ୟାହାର କିଏ କରିବ ନକରିବ ତାହାକୁ ନେଇ ରାଜନୀତି ସରଗରମ ହୋଇ ପଡିଛି । ଖପ୍ରାଖୋଲ ବ୍ଲକର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ରହିଥିବା ବେଳେ ଢେଙ୍କାନାଳ, ଯାଜପୁର,
Read More...

ଆଗଲପୁର ବ୍ଲକ୍ ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସା’ଙ୍କ ଘରେ ଭିଜିଲାନ୍ସ ରେଡ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ଲକ୍ ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସା'ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୩ଟି ସ୍ଥାନରେ ଚଢ଼ାଉ
Read More...