ପରମାଣୁ ଚୁକ୍ତି ପସଂଗରେ ଆମେରିକା ସହ ସିଧାସଳଖ କଥାବାର୍ତ୍ତା କରିବାକୁ ଇରାନ ଇଚ୍ଛା ପ୍ରକାଶ କଲା
ତେହେରାନ : ପରମାଣୁ ଚୁକ୍ତି ସଂପର୍କରେ ଅନ୍ୟ ବିଶ୍ୱ ଶକ୍ତି ସହିତ ଚାଲିଥିବା ଆଲୋଚନାରେ ଇରାନ ସୋମବାର ଆମେରିକା ସହିତ ସିଧାସଳଖ ଯୋଗାଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛି । ସରକାରୀ ସମ୍ବାଦ ଏଜେନ୍ସି 'ଆଇଆର୍ଏନ୍ଏ' ଏହି ସୂଚନା ଦେଇଛି । ଇରାନର ସର୍ବୋଚ୍ଚ ନେତା ଅଜାତୁଲ୍ଲା ଅଲି ଖାମେନେଇ!-->…
Read More...
Read More...