ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଭାସୀ ବୈଠକ ମାଧ୍ୟମରେ ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍କୁଲର ଉପାଧ୍ୟକ୍ଷ ମଧୁସ୍ମିତା ସେନ୍ଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆଲୁମନି ତଥା କୋଏଲ ଫ୍ରେସ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ ଆଶୁତୋଷ!-->…
Read More...
Read More...