Monthly Archives

January 2022

ହରିଶଙ୍କର ହରିଣ ପାର୍କର ଶ୍ରମିକମାନେ ଏସ୍‌ପିଙ୍କ ଦ୍ୱାରସ୍ଥ ହେବାପରେ ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ନାଁରେ ମାମଲା ରୁଜୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କର ହରିଣ ପାର୍କରେ ଶ୍ରମିକ ଛଟେଇ ଘଟଣାରେ ଫରେଷ୍ଟର ପ୍ରିୟବତ ମହାକୁଡ଼ ଏବଂ ଫରେଷ୍ଟ ଗାର୍ଡ ମହେନ୍ଦ୍ର କାଲସାଏଙ୍କ ନାଁରେ ମାମଲା ରୁଜୁ ହୋଇଛି । ମନମାନୀ କରି ଛଟେଇ କରିବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଜି ଏନେଇ
Read More...

ତାଲପାଲି ଗ୍ରାମରେ ଘରକୁ ଘର ଯାଇ ପ୍ରଚାର କଲେ ବିଜେଡି ଦଳର ଜୋନ ନଂ. ୧୯ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସବିତା ସେଠ୍‌

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତର ତାଲପାଲି ଗ୍ରାମରେ ଘରକୁ ଘର ଯାଇ ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ଜୋନ ନଂ.୧୯ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସବିତା ସେଠ୍‌ । ଶ୍ରୀମତୀ ସେଠ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ଯୋଜନା
Read More...

ଡୁଙ୍ଗୁରିପାଲି ବ୍ଲକ ପଣ୍ଡକିଟାଲ-ନାଇକେନ୍‌ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଭାବେ ଲଢୁଛନ୍ତି ଗୋବିନ୍ଦ ସେଠ୍‌

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ପଣ୍ଡକିଟାଲ-ନାଇକେନ୍‌ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଭାବେ ଗୋବିନ୍ଦ ସେଠ୍‌ ଲଢୁଛନ୍ତି । ପଣ୍ଡକିଟାଲ-ନାଇକେନ୍‌ପାଲି ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଲକ୍ଷ୍ୟ ରହିଥିବା ସେ ମତ ପ୍ରକାଶ କରିଛନ୍ତି ।
Read More...

କୁକୁଡା ବୋଝେଇ ଭ୍ୟାନ୍‌ ଖସି ପଡିଲା ଡ୍ରେନ ଭିତରେ

କରଞ୍ଜିଆ : ଭାରସାମ୍ୟ ହରାଇ ଏକ କୁକୁଡା ବୋଝେଇ ଭ୍ୟାନ୍‌ ଡ୍ରେନ ଭିତରକୁ ଖସି ପଡିଥିବା ଜଣାପଡିଛି । ସୂଚନା ଅନୁସାରେ କରଞ୍ଜିଆ ଗେଲେଇ ବାଇପାସ ମହାବୀର ଛକ ନିକଟରେ ବଳମ୍ବିତ ରାତି ପ୍ରାୟ ୪ଟା ୩୦ମିନିଟରେ ଠାକୁରମୁଣ୍ଡାରୁ ବାହୁଡାଗୁଡା ଯାଉଥିବା ଏକ କୁକୁଡା ବୋଝେଇ ଭ୍ୟାନ୍‌ କୌଣସି କାରଣ
Read More...

ସୋମବାର ଠାରୁ ରାଜସ୍ଥାନରେ ୱିକେଣ୍ଡ କର୍ଫ୍ୟୁ ଶେଷ ହେବ, ଦଶମ-ଦ୍ୱାଦଶ ବିଦ୍ୟାଳୟ ଫେବୃଆରୀ ପହିଲାରୁ ଖୋଲିବ

ଜୟପୁର : କରୋନା ଭୂତାଣୁର ନୂତନ ଭାରିଆଣ୍ଟ ଓମିକ୍ରନ୍‌ର ପ୍ରଭାବ ହ୍ରାସ ହେବା ସହିତ ପ୍ରତିବନ୍ଧକ ମଧ୍ୟ ହଟିବାରେ ଲାଗିଛି । ରାଜସ୍ଥାନର ଅଶୋକ ଗେହଲଟ୍ ସରକାର ଶୁକ୍ରବାର ଦିନ କରୋନା ମହାମାରୀ ସମ୍ପର୍କରେ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ୱିକେଣ୍ଡ୍
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବରଗଡ଼,
Read More...

ପଶ୍ଚିମବଙ୍ଗର ପୂର୍ବତନ ସିଏମ୍ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ‘ପଦ୍ମ ଭୂଷଣ’ ଗ୍ରହଣ କରିବାକୁ ମନା କଲେ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିବା ବେଳେ ତାଙ୍କ ସହ ପଶ୍ଚିମବଙ୍ଗର ପୂର୍ବତନ ସିଏମ୍ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବାକୁ ମନୋନୀତ
Read More...

ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଚାଷୀକୁଳ ଆସ୍ୱସ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଚାଷୀ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଆସ୍ୱସ୍ତି ଅନୁଭବ କରିଛନ୍ତି । ଚାଷୀକୁଳ ଅଭାବୀ ଧାନବିକ୍ରି ପାଇଁ ମିଲରମାନଙ୍କ ଏକ ଚାଟିଆ ଶୋଷଣର ଅତିଷ୍ଠ ହୋଇ ରାଜରାସ୍ତାକୁ ଓଲ୍ଲାଇବାକୁ ନିଷ୍ପତି ଗ୍ରହଣ କରିଥିଲେ ।
Read More...

ସରିଥିଲା ବ୍ୟାନର, ପୋଷ୍ଟର ଛପା : ରାତାରାତି ବଦଳିଗଲା ନିର୍ବାଚନୀ ଚିହ୍ନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ଘଡ଼ିକେ ଘୋଡ଼ା ଛୁଟୁଛି । ଜିଲାର ଅମ୍ବାଭୋନା ବ୍ଲକର ଜିଲା ପରିଷଦ ଜୋନ-୨ରୁ କଂଗ୍ରେସ ଓ ଭାଜପା ପ୍ରାର୍ଥିନୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ ସହଜରେ ବିଜେଡ଼ି ଏହି ଆସନକୁ ହାତେଇ ପାରିଛି ଏବଂ ଏହି ଆସନରୁ
Read More...

ପୌର ନିର୍ବାଚନ ପାଇଁ ବାଟ ଫିଟିଲା : ଚୂଡ଼ାନ୍ତ ସିଟ୍ ସଂରକ୍ଷଣ ପାଇଁ ପ୍ରକାଶ ପାଇଲା ତାଲିକା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ସିଟ୍ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇଛି । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ଦିଆଯାଇଛି । ଭୁବନେଶ୍ୱର ଓ ବ୍ରହ୍ମପୁରର
Read More...