Daily Archives

ବିବିନା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଶୈଳେଶ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ସମିତି ସଭ୍ୟ ପଦବୀ ହାସଲ କରିବା ପାଇଁ ଅନେକ ମହିଳା ଆଶାୟୀ ରହିଛନ୍ତି । ତେବେ ଆଜି ସଇଁନ୍ତଳା ବ୍ଳକ ବିବିନା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ଶୈଳେଶ୍ରୀ ବେହେରାସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ପତ୍ର ଦାଖଲ
Read More...

ବଲାଙ୍ଗିର ସଦର ପୋଲିସ ଦ୍ୱାରା ୫ ହଜାର ୨୮୦ ବୋତଲ କଫ୍‌ ସିରପ୍‌ ଜବତ୍‌ ସହ ୩ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଫ୍‌ ସିରପ୍‌ ଚୋରା ଚାଲାଣକାରୀ ମାନଙ୍କ ଭୂସ୍ୱର୍ଗ ପାଲଟିଥିବା ବେଳେ ବାରମ୍ବାର ବଲାଙ୍ଗିର ଜିଲ୍ଲା ପୋଲିସ୍‌ର ଚଢ଼ଉରେ ଧରା ପଡ଼ୁଛନ୍ତି ମାଳ ମାଳ କଫ୍‌ ସିରପ୍‌ ଚୋରା ଚାଲାଣକାରୀ । ବଲାଙ୍ଗିର ସଦର ପୋଲିସ ଦ୍ୱାରା ୫ ହଜାର ୨୮୦ ବୋତଲ କଫ୍‌
Read More...

ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶୀର୍ଷରେ

ଭୁବନେଶ୍ୱର : ଇଣ୍ଡିଆ ଟୁଡେ ମୁଡ୍ ଅଫ ଦ ନେସନ୍-୨୦୨୨ ‌ଜନମତ ସର୍ଭେରେ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶୀର୍ଷରେ ରହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି କୁହାଯାଇଛି । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ
Read More...

ଦିଲ୍ଲୀରେ ୱିକେଣ୍ଡ କର୍ଫ୍ୟୁ ଉଠିପାରେ, ସିଏମ କେଜ୍ରିୱାଲ ଉପରାଜ୍ୟପାଳଙ୍କୁ ସୁପାରିଶ କଲେ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ହେଉଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଏବଂ ରବିବାର ଦିନ ଲାଗୁ ହୋଇଥିବା କର୍ଫ୍ୟୁ ବନ୍ଦ କରିବାକୁ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିକଟକୁ ଏକ ସୁପାରିଶ ପଠାଇଛନ୍ତି ।
Read More...

ବଢ଼ୁଛି କରୋନା ସଂକ୍ରମଣର କ୍ଷୀପ୍ରତା : ୨୪ ଘଣ୍ଟାରେ ୩ ଲକ୍ଷ ୪୭ ହଜାର ୨୫୪ ନୂଆ ମାମଲା, ୭୦୩ ଜଣଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୧ ଜାନୁୟାରୀର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩,୪୭,୨୫୪ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମଧ୍ୟରେ କରୋନା କାରଣରୁ ୭୦୫ ଜଣଙ୍କର ମୃତ୍ୟୁ ଘଟିଛି । ଯଦିଓ ଦେଶରେ ସୁସ୍ଥତା ହାର
Read More...

ପିତାଙ୍କ ଅର୍ଜିତ ସମ୍ପତ୍ତି ଉପରେ ଝିଅମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ଯଦି ପିତାଙ୍କର ମୃତ୍ୟୁ ହୁଏ ଏବଂ ସେ ମୃତ୍ୟୁ ପୂର୍ବରୁ ଇଚ୍ଛାପତ୍ର ପ୍ରସ୍ତୁତ କରିନାହାଁନ୍ତି, ତେବେ ପିତାଙ୍କ ଦ୍ୱାରା ପ୍ରାପ୍ତ ସମ୍ପତ୍ତିରେ ଝିଅର ଅଧିକାର ଅଛି ଏବଂ ସେ ନିଜେ ଏହି
Read More...

ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ଜିଲ୍ଲା ଚାଇଲ୍ଡଲାଇନ ଓ ଆଇସିଡିଏସ୍

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମ ପଞ୍ଚାୟତରେ ଏକ ୧୭ ବର୍ଷର ଝିଅ ବାଲ୍ୟ ବିବାହକୁ ଜିଲ୍ଲା ଚାଇଲ୍ଡଲାଇନ ଓ ସିନାପାଲି ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ମିଳିତ ଆନୁକୂଲ୍ୟରେ ଅଟକାଇବାରେ ସଫଳ ହୋଇଥିବା ଜଣାପଡିଛି । ପ୍ରାପ୍ତ
Read More...

ବିଶ୍ୱର ୧୩ ଜଣ ପ୍ରମୁଖ ନେତାଙ୍କୁ ପଛରେ ପକାଇ ପିଏମ୍‌ ମୋଦୀ ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଗ୍ଲୋବାଲ୍ ରେଟିଂ ଏଜେନ୍ସି ମର୍ନିଂ କନ୍‌ସଲ୍‌ଟ୍‌ ପଲିଟିକାଲ୍ ଇଣ୍ଟେଲିଜେନ୍ସ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଲ୍ୟାୟନ ୭୧ ପ୍ରତିଶତ ରହିଛି ।
Read More...

ମା’ ପାଟଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ସିନାପାଲି ଚମ୍ପିୟାନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଞ୍ଚାୟତ ଖେଲପଡିଆଠାରେ ମା' ପାଟଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖର୍ସେଲ ପଞ୍ଚାୟତ ନାଏକ ସରପଞ୍ଚ ଲଛମନ ବଂଜରା ଯୋଗଦେଇ ଥିବା ବେଳେ ସମ୍ମାନିତ
Read More...

ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା । ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ବର୍ଷ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା
Read More...