Daily Archives

ଆବାସ ଯୋଜନାରେ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମିତି ସଭ୍ୟାଙ୍କ ଧାରଣା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଇଥିବା ନେଇ ଓଡ଼ିଆପାଲି ସମିତି ସଭ୍ୟା ରଞ୍ଜୁଲତା ସାହୁ ଅଭିଯୋଗ ଆଣିଛନ୍ତି । ଦୁର୍ନୀତିର ପର୍ଦାଫାଶ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ
Read More...

ବଲାଙ୍ଗିର ସହରରେ ବଢ଼ୁଛି ଅପରାଧ : ପୋଲିସ ଘାଇଁ ଘାଇଁ ପଇଁତରା ମାରୁଥିବା ସତ୍ୱେ ଅପରାଧ ଥମୁନି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢ଼ି ଚାଲିଛି ଅପରାଧ । ସହରରେ ମାତ୍ରାଧିକ ଅପରାଧିକ ଗତିବିଧିକୁ ରୋକିବା ପାଇଁ ବଲାଙ୍ଗିର ପୋଲିସ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରି ସାରା ସହରରେ ଘାଇଁ ଘାଇଁ ପଇଁତରା ମାରୁଥିବା ସତ୍ୱେ ଅପରାଧ ଥମୁନି । ଗୋଟିଏ ପଟେ ନିଶା କାରବାରରେ ଯୁବ ସମାଜ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼, ନୟାଗଡ଼, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ
Read More...

କୋଭିଡ଼୍‌ ନିୟମ ଅନୁପାଳନପୂର୍ବକ ହେବ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ଼୍‌ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି । ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗର
Read More...

ଜନବସତି ଭିତରେ ବାଘ

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ବ୍ଲକ ଧରମବନ୍ଧା କୁଟରେଙ୍ଗାପଡା ଗ୍ରାମରେ ବାଘ ଆତଙ୍କ ଖେଳାଇ ଦେଇଥିବା ସୂଚନା ମିଳିଛି । ଗ୍ରାମ ନିକଟରେ ଏକ ଗାଈକୁ ମାରି ଖାଇଛି ବାଘ । ଗତକାଲି ଏଭଳି ଏକ ଘଟଣା ଘଟିଛି କୁଟରେଙ୍ଗାପଡା ଗ୍ରାମରେ । ସୂଚନା ଅନୁସାରେ ଗତକାଲି ଉକ୍ତ ଗ୍ରାମର ଅଗନ
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୧ ହଜାର ୧୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ୩୪୨୪ ଓ ସୁନ୍ଦରଗଡରୁ ୨୧୩୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୧୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୯୭୬୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୭୯ ଜଣ
Read More...

ସାବଧାନ : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୩୧୨ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୩୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧୧ ହଜାର ୧୭୭ ଜଣଙ୍କୁ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କରୋନା
Read More...

ସତର୍କତା ହିିଁ ସୁରକ୍ଷାର କବଚ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ । ନିଜର ତଥା ନିଜ ପରିବାରର ସ୍ୱାସ୍ଥ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅଯଥା ଭିଡ, ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରୁହନ୍ତୁ । ମାସ୍କ ସଠିକ ଭାବରେ
Read More...

ସଡକ ଦୁର୍ଘଟଣାରେ ଗୁରୁତର ଚିନେୟା କଟକ ମେଡିକାଲକୁ ସ୍ଥାନାନ୍ତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନବାଜାର-ଦାମୋଦରପୁର ଗ୍ରାମ ମଧ୍ୟରେ ଶୁକ୍ରବାର ରାତ୍ର ୭ଟା ବେଳେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଗୋଖରକୁଦା ଗ୍ରାମର ଡି.ଚିନେୟା(୫୬)ଙ୍କ ବ୍ରହ୍ମପୁର ବଡ଼ମେଡିକାଲରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ
Read More...