ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଗାର୍ଡେନରୁ ଉଦ୍ଧାର ହେଲା ୩ ଫୁଟ୍ ୨ ଇଞ୍ଚ ଲମ୍ବର ନାଗ ସାପ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଗାର୍ଡେନରୁ ଗତକାଲି ଏକ ୩ ଫୁଟ୍ ୨ ଇଞ୍ଚ ଲମ୍ବର ନାଗ ସାପ ଉଦ୍ଧାର ହୋଇଛି । ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଗାର୍ଡେନରେ ଏକ ସାପ ବୁଲୁଥିବା ଦେଖବାକୁ ମିଳିଥିଲା ତେବେ ଏହାକୁ ଦେଖି ବିଶ୍ୱ ବିଦ୍ୟାଳୟର!-->…
Read More...
Read More...