Daily Archives

ଅବହେଳା କରନ୍ତୁ ନାହିିଁ, ସ୍ୱାସ୍ଥ୍ୟକୁ ସଙ୍କଟରେ ପକାନ୍ତୁ ନାହିିଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ । ସରକାରଙ୍କ ଦ୍ଵାରା ଜାରି ସମସ୍ତ କୋଭିଡୟ ନିୟମର ଅନୁପାଳନ କରନ୍ତୁ । ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିଲେ ମାସ୍କ ସଠିକ୍ ଭାବରେ ପରିଧାନ କରନ୍ତୁ । ଏନେଇ ରାଜ୍ୟ
Read More...

ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣା : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ପହଂଚିଲେ, ୯ ମୃତ୍ୟୁ,…

କୋଲକାତା : ଗୁରୁବାର ସଂଧ୍ୟାରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗର ଜଲପାଇଗୁଡ଼ିିରେ ବିକାନେର୍‌ ଗୌହାଟି ଏକ୍ସପ୍ରେସ ୧୫୬୩୩ (ଅପ୍‌ ଲାଇନ୍‌)ର ଅନେକ ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ଦୁର୍ଘଟଣା ଘଟିଛି । ଏକ ସରକାରୀ ସୂଚନା ଅନୁଯାୟୀ,
Read More...

ଅଧିକ ସତର୍କତା, ଅଧିକ ସୁରକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଭୂତାଣୁ ସଂକ୍ରମଣର ୩ୟ ଲହର ପରିପ୍ରେକ୍ଷୀରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଅଯଥା ମିଳାମିଶା, ଭିଡ, ଜନଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ । ସଠିକ୍ ଭାବରେ ମାସ୍କ ପରିଧାନ ନିଶ୍ଚିତ କରନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଭିତରକନିକାରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ

ପଟାମୁଣ୍ଡାଇ : ଭିତରକନିକା ଅଭୟାରଣ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ରାଜନଗର ବନଖଣ୍ଡକୁ ୧୪୪ଟି ପ୍ରଜାତିର ପକ୍ଷୀ ଆସଥିବା ବେଳେ ମୋଟ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ
Read More...

ଟ୍ରାନ୍ସଜେଣ୍ଡରମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ସାଥୀ ପକ୍ଷରୁ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ରାଜ୍ୟରେ ଟ୍ରାନ୍ସଜେଣ୍ଡରମାନଙ୍କର ବିକାଶ ଓ ଉନ୍ନୟନ ନିମନ୍ତେ ଏକ ବୈଠକ ରାଉରକେଲା ସହରର ମନ୍ତ୍ରା ପେଲେସ୍‌ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ସାଥୀ ନାମକ ଏକ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ
Read More...

ଦେଶରେ କରୋନା ସଂକ୍ରମଣ ତେଜୁଛି : ଗତ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ତେଜୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦେଶରେ ୧୨, ୭୨, ୦୭୩କୁ ବୃଦ୍ଧି ପାଇଛି । ଦେଶର ପଜିଟିଭ୍‌ ହାର ୧୪.୭୮%କୁ ପହଂଚିଥିବା ସୂଚନାରେ କୁହାଯାଇଛି ।
Read More...

ଆଜି ଗଣପର୍ବ ମକର ସଂକ୍ରାନ୍ତି : ଧୁମ୍‌ଧାମ୍‌ରେ ପାଳୁଛନ୍ତି ଉତ୍ତର ଓଡ଼ିଶା

ବାରିପଦା : ଆଜି ଗଣପର୍ବ ମକର ସଂକ୍ରାନ୍ତି । ଉତ୍ତର ଓଡ଼ିଶାର ଘରେ ଘରେ ପାଳନ ହୁଏ ଏହି ପର୍ବ । ଏହି ପର୍ବର ମହକରେ ଝୁମି ଉଠିଛି ମୟୁରଭଞ୍ଜ ଜିଲ୍ଲାର ପୁରପଲ୍ଲୀ । ଟୁସୁ ଗୀତ ଗାଇ ମକର ପାଳୁଛନ୍ତି କୁଡୁମି ସମ୍ପ୍ରଦାୟ । କୋଭିଡ୍ କଟକଣା ମଧ୍ୟରେ ଚାଲିଛି ପର୍ବ । ମକର ଖୁସିରେ ସମଗ୍ର ଜିଲ୍ଲାର
Read More...

ଜବତ ହେଲା ୧୫ହଜାର ଟଙ୍କାର କଫ୍ ସିରଫ୍‌

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଅବକାରୀ ବିଭାଗଙ୍କ ପେଟ୍ରୋଲିଙ୍ଗ ସମୟରେ ଖଡିଆଳରୁ କୋମନା ଯିବା ରାସ୍ତା ୩୫୩ଜାତୀୟ ରାଜପଥ ବରଗାଁ ଛକ ନିକଟରେ ଜଣେ ଯୁବକ ଗୋଟିଏ କାର୍ଟୁନ ଧରି ବସକୁ ଅପେକ୍ଷା କରିଥିବା ବେଳେ ଅବକାରୀ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୭୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ପୁରୁଷ ଆକ୍ରାନ୍ତ
Read More...

ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ କରୋନା ସଂକ୍ରମଣ ସଂଖ୍ୟା ୧୯୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ କରୋନା ସଂକ୍ରମଣ ସଂଖ୍ୟା ୧୯୧ ରହିଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଗତ ଦୁଇ ଦିନ ଧରି ୨୧୬ ଲେଖାଏଁ ସଂକ୍ରମଣ ସଂଖ୍ୟା ରହିଥିବା ବେଳେ ଆଜି ୧୯୧ ରହିଛି । କିନ୍ତୁ ତଥାପି ସଂକ୍ରମଣ
Read More...