Daily Archives

ପଂଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟାଗ ଦ୍ୱାରା ଆହୂତ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିୟମାନୁସାରେ ନିର୍ବାଚିତ
Read More...

ଉଦ୍‌ଘାଟିତ ହେଲା ଲଳିତ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଲଳିତ ନାୟକ ସ୍ମୃତି ସପ୍ତାହ

ବଲାଙ୍ଗିାର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଲଳିତ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଲଳିତ ନାୟକ ସ୍ମୃତି ସପ୍ତାହ ଉଦ୍‌ଘାଟନ ହୋଇଯାଇଛି । ଲଳିତ ନାୟକ ସ୍ମୃତି କମିଟି ଓ ଲଳିତ ନାୟକ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଉଦ୍‌ଘାଟନୀ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୬୯କୁ ବୃଦ୍ଧି ପାଇଛି । ମୃତକ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ବଡଭ୍ରାତା ପିତୃ ତୁଲ୍ୟ : ହେଲେ ସେହିଁ ପିତୃତୂଲ୍ୟ ସମ୍ମାନରେ କଳଙ୍କ, ବୋହୂକୁ ଅସଦାଚରଣ କରିବା ଅଭିଯୋଗରେ ଜେଲଗଲେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଡ଼ଭ୍ରାତା ପିତୃ ତୁଲ୍ୟ ଏବଂ ବଡ଼ ବୋହୂ (ଭାଉଜ) ମାତା ସମାନ ବୋଲି କାହିଁ କେତେ ଯୁଗରେ ମାନିବା ସହିତ ସମ୍ମାନ ଦେବା ପରଂପରା ପ୍ରଥା ରହିଛି । ପିତାଙ୍କ ଦେହାନ୍ତ ପରେ ବଡ଼ ପୁଅ ପିତାଙ୍କ ପରି ଘରର ସମସ୍ତ ଭାର ସମ୍ଭାଳିବା ପାଇଁ ଦାୟିତ୍ବ ନେଇଥାନ୍ତି ହେଲେ
Read More...

ମାନସିଂହ ସାହିତ୍ୟ ସଂସଦର ତ୍ରୟୋଦଶ ମାସିକ କବିତା ଆସର ଅନୁଷ୍ଠିତ

ପୁରୀ, (କେପିଏନ୍‌ଏସ୍‌) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ତ୍ରୟୋଦଶ ମାସିକ କବିତା ଆସର ଜାନୁଆରୀ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵରର ବରିଷ୍ଠ ସୁସାହିତ୍ୟିକା ଡ଼ଃ. ସୁଷମା ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇ ସାହିତ୍ୟ ସହିତ ମଣିଷ ଜୀବନର ଅନୁଭୂତି
Read More...

ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ : ୪ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ, ପରମ୍ପରା ଆଗରେ ହାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ରକ୍ତ ରଞ୍ଜିତ ହୋଇଛି ବଲାଙ୍ଗିର ଜିଲ୍ଲା ଖଇରଗୁଡାର ଶୁଲିଆ ପୀଠ । ପଡ଼ିଲା ହଜାର ହଜାର ପଶୁ ପକ୍ଷୀଙ୍କ ବଳି । ପରମ୍ପରା ଆଗରେ ହାର ମାନିଲା ଜିଲ୍ଲା ପ୍ରଶାସନ ।ତେବେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି
Read More...

‘ଭୁଖା’ ଚଳଚ୍ଚିତ୍ରର ଲେଖକ ମଙ୍ଗଳୁ ଚରଣ ବିଶ୍ୱାଳ ଆଉ ନାହାନ୍ତି

ସମ୍ବଲପୁର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିୟ ପୁରସ୍କାର ପ୍ରାପ୍ତ ‘ଭୁଖା’ ଚଳଚ୍ଚିତ୍ରର ଲେଖକ ତଥା ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ, ବିଶିଷ୍ଟ ସାହିତ୍ୟିକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ପରଲୋକରେ ଗୋଟିଏ ଯୁଗର ଅବସାନ
Read More...

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ ନିବାସୀ ରାଜେଶ ନାୟକ । ଏହି କାର୍ଯ୍ୟକ୍ରମରେ
Read More...

ଛତ୍ରପୁର ନଗର ବିଜେଡି ଦଳୀୟ କମିଟିର ନୂତନ କର୍ମକର୍ତ୍ତା ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ନଗର ବିଜେଡି ଦଳୀୟ କମିଟିର ନୂତନ କର୍ମକର୍ତ୍ତା ମନୋଦୀତ କରାଯାଇଛି । ଛତ୍ରପୁର ନଗର ସଭାପତି ଭାବେ ବି.ରାଜିବାବୁଙ୍କୁ ଦଳର ହାଇକମାଣ୍ଡ ମନୋନୀତ କରିଥିବା ବେଳେ ଯୋଗ୍ୟତା ଭିତ୍ତିରେ ୩୨ଜଣଙ୍କୁ ନେଇ ରାଜିବାବୁ
Read More...

ଗଛରେ ଝୁଲୁଛି ଯୁବତୀଙ୍କ ମୃତ ଶରୀର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଛତାମଖନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଧପାଲିରୁ ଚାରବାହାଲି ଯାଇଥିବା ମୁଖ୍ୟ ରାସ୍ତାକଡରେ ଜଣେ ଯୁବତୀଙ୍କ ମୃତ ଶରୀର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ମୃତ ଯୁବତୀ ଜଣକ ଚାରବାହାଲି ଗ୍ରାମର ବୋଲି
Read More...