Daily Archives

ବିଜୁ ପକ୍କା ଘର ହିତାଧିକାରୀଙ୍କୁ ମରାମତି ସହାୟତା ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : ବିଜୁ ପକ୍କା ଘର ହିତାଧିକାରୀଙ୍କୁ ମରାମତି ବାବଦକୁ ତିନି ହଜାର ଟଙ୍କା ବଣ୍ଟନର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେସିଂ ଜରିଆରେ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଭାଗୃହରେ ଗତକାଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ
Read More...

ମ.ରାମପୁର ବ୍ଳକ ଅଧ୍ୟକ୍ଷ ପଦ ଏଥର ଅଣସଂରକ୍ଷିତ ମହିଳା : ୧୯ଟି ପଂଚାୟତରୁ ୧୦ଟିରେ ମହିଳାଙ୍କ ସଂରକ୍ଷଣ

ମ.ରାମପୁର, (ହେମନ୍ତ ସାହୁ) : ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ତଥା ସଂଶୋଧିତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥିରେ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ମ.ରାମପୁର ବ୍ଲକରେ ଥିବା ୧୯ଗୋଟି ପଂଚାୟତ ମଧ୍ୟରୁ ୧୦ଟି
Read More...

ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥର ଅନ୍ତେବାସୀଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶାନ୍ତି ତପୋବନ ଆଶ୍ରମଠାରେ ଗତକାଲି ଏକ ସମର୍ଦ୍ଧନା ସଭାର ଆୟୋଜନ କରାଯାଇ ବାନପ୍ରସ୍ଥର ଶ୍ରୀମତୀ ସୁମିତ୍ରା ଶତପଥି, ଯଜ୍ଞସେନୀ ପ୍ରଧାନ, ହିମାଂଶୁ ଶତପଥି ଓ ରାଜକୁମାର ଗୁପ୍ତାଙ୍କୁ ଶରୀର ଦାନ କରିଥିବାରୁ ତାଙ୍କୁ ଅଙ୍ଗବସ୍ତ୍ର, ଫୁଲଚାରା ଓ ଚପଲ ଦେଇ
Read More...

ଘର ମରାମତି ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅପରାହ୍ନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ଗୃହ ନିର୍ମାଣ ଯୋଜନାରେ ପକ୍କାଘର ପାଇଥିବା ହିତାଧିକାରୀ ପରିବାରଙ୍କୁ ତିନି ହାଜର ଟଙ୍କା ଲେଖାଁଏ ମରାମତି ସହାୟତା ପ୍ରଦାନ ଶୁଭାରମ୍ଭ କରିଛନ୍ତି ।
Read More...